Breaking News
Browsing Category

ରାଜନୀତି

ଉପମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ, ଶପଥ ଗ୍ରହଣ ପରେ ଶାହଙ୍କୁ ଭେଟିବେ !

ମୁମ୍ବାଇ: ମହାରାଷ୍ଟ୍ରର ନୂଆ ସରକାର ଶପଥ ନେବାକୁ ଯାଉଛି । ମୁମ୍ବାଇର ଆଜାଦ ମଇଦାନରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଯାଇଛି । ସେପଟେ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ବୋଲି ସ୍ପଷ୍ଟ ହୋଇଯାଇଛି । ଦେବେନ୍ଦ୍ର ଫଡ଼ନାଭିସ୍‌ ଶପଥ ନେବାର କିଛି ସମୟ ପୂର୍ବରୁ ସିନ୍ଦେଙ୍କୁ…

ଦେବେନ୍ଦ୍ର ଫଡନାବିସ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ଶପଥ

ମୁମ୍ବାଇ,୦୪/୧୨: ସବୁ କଳ୍ପନା ଜଳ୍ପନାର ଅନ୍ତ । ଯାହା ଅନୁମାନ କରାଯାଉଥିଲା ତାହା ହେଲା । ମହାରାଷ୍ଟ୍ରକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ । ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍ । ବିଜେପି କୋର କମିଟି ବୈଠକରେ ଫଡନାବିସଙ୍କ ନାଁରେ ମୋହର ବାଜିଛି । ତୃତୀୟ ଥର ପାଇଁ…

ପୋଲାଭରମ ପ୍ରକଳ୍ପରେ ବୁଡ଼ିବ ମାଲକାନଗିରିର ୨୦୦ରୁ ଅଧିକ ଗାଁ, ଆଜି ଦିଲ୍ଲୀ ଯାଇ ଫେରାଦ ହେବ ବିଜେଡି ଟିମ୍‌

ଭୁବନେଶ୍ୱର,୦୩/୧୨: ପୋଲାଭରମ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଗାଁ ବୁଡ଼ିଯିବ । ପ୍ରକଳ୍ପର ବର୍ଦ୍ଧିତ ଜଳଧାରଣ କ୍ଷମତା ଯୋଗୁ ମାଲକାନଗିରି ଅଞ୍ଚଳ ସାଙ୍ଘାତିକ ପ୍ରଭାବିତ ହେବ । ଏହା ବିରୋଧରେ କେନ୍ଦ୍ରୀୟ ଜଳ କମିଶନ(ସିଡବ୍ଲୁସି) ସମେତ ପ୍ରକଳ୍ପ ସମ୍ବନ୍ଧୀୟ…

ପିସିସି ସଭାପତି ପାଇଁ ୪ଜଣଙ୍କ ନାମ ସୁପାରିସ!

ନୂଆଦିଲ୍ଲୀ: ଓଡ଼ିଶାରେ କଂଗ୍ରେସର ସ୍ଥିତିକୁ ସଜାଡ଼ିବା ପାଇଁ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ଆମୂଳଚୂଳ ପରିବର୍ତ୍ତନ ହେବ। ଏଥି ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି। ଦୁଇ ଦିନ ତଳେ ଏଆଇସିସି ମୁଖ୍ୟାଳୟ‌ରେ ହୋଇଥିବା କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରୁ ଏଭଳି କିଛି ଆଭାସ…

ବିଜେଡି ଛାଡ଼ିଲେ ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି

ନରସିଂହପୁର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ ଶକ୍ତ ଝଟକା। ତାଙ୍କର ଏକାନ୍ତ ଅନୁଗୁତ କୁହାଯାଉଥିବା ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ…

ଆଇନ ମନ୍ତ୍ରୀଙ୍କୁ ଜବାବ ଦେଲା ଯୁବ କଂଗ୍ରେସ: ବିଜେପିକୃତ ବିନାଶକୁ ବିରୋଧ କରୁଛି କଂଗ୍ରେସ

ଭୁବନେଶ୍ବର: କଂଗ୍ରେସ ଏବେ ଦେଶ ଓ ବିକାଶର ବିରୋଧୀ ହୋଇଗଲାଣି ବୋଲି ଗତକାଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ। ଆଜି ଏହାର ଜବାବ ଦେଇଛି ଯୁବ କଂଗ୍ରେସ। ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ନେତା ୟାସିର ନୱାଜ କହିଛନ୍ତି, ଗତକାଲି ଯୁବ କଂଗ୍ରେସ ଓଡ଼ିଶାବାସୀଙ୍କ…

ରାଜ୍ୟ ଛାତ୍ର କଂଗ୍ରେସ ସଭାପତିଙ୍କ କନ୍ଧମାଳ ଗସ୍ତ

ଘୁ. ଉଦୟଗିରି: ରାଜ୍ୟ ଛାତ୍ର କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କଲା ପରେ ଉଦିତ ନାରାୟଣ ପ୍ରଧାନ ରବିବାର ପ୍ରଥମ କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି। ରାଜ୍ୟ ଛାତ୍ର କଂଗ୍ରେସର ପ୍ରଭାରୀ ଚୁନୁ ସିଂ ମଧ୍ୟ ତାଙ୍କ ସହ ଗସ୍ତ କରିଥିଲେ। ଏହି ଗସ୍ତର ମୁଖ୍ୟ ଉଦେଶ୍ୟ ହେଲା କନ୍ଧମାଳ ଜିଲ୍ଲାର…

ଦିନେ ୮୦ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଦେବେନ୍ଦ୍ର ଫଡନାଭିସ୍‌, ଜାଣନ୍ତୁ କାରଣ

ମୁମ୍ବାଇ,୨୯/୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ବମ୍ପର ବିଜୟ ପରେ ମୁଖ୍ୟମନ୍ତ୍ରୀ ମନ୍ଥନ ଜାରି ରହିଛି । କିଏ ହେବ ମହାରାଷ୍ଟ୍ର ନୂଆ ମୁଖ୍ୟମନ୍ତ୍ରୀ। କିଏ ପିନ୍ଧିବ ମୁଖ୍ୟମନ୍ତ୍ରୀ ପଗଡି । ଏ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଏନଡିଏ ସହ ଘନ ଘନ ବୈଠକ କରୁଛି ମହାୟୁତି ।…