Breaking News
Browsing Category

ସମ୍ପାଦକୀୟ

ସମ୍ପାଦକୀୟ

ସତ କହୁଛି: ବିଳମ୍ବିତ ନ୍ୟାୟ

ଶ୍ୟାମସୁନ୍ଦର ଅଗ୍ରୱାଲା ବୃଦ୍ଧାଙ୍କର ଏକ ଜମିଜମା ମାମଲା ଗତ ପଚିଶ ବର୍ଷ ହେଲା ଧରି ଚାଲିଥିଲା। ଶେଷକୁ ମାଜିଷ୍ଟ୍ରେଟ ତାଙ୍କ ସପକ୍ଷରେ ରାୟ ଶୁଣେଇ ପଚାରିଲେ “ମାଉସୀ, ତୁ ଏବେ ଖୁସୀ ତ?” ମାଉସୀ କହିଲା “ହଁ ରେ ପୁଅ, ମୁଁ ବହୁତ ଖୁସୀ, ତୋତେ ଆଶୀର୍ବାଦ ଦେଉଛି, ତୁ ଶୀଘ୍ର ଚପରାସୀ ହୋଇଯା।”…

ମର୍କଟମୁକ୍ତ ମନ

ଜାତିସଂଘ ଦ୍ବାରା ଏହି ଦିବସର ଘୋଷଣା କରାଯିବା ପରେ ଆଶା କରିବା କି, ପୃଥିବୀର ନେତାଗଣଙ୍କ ବିଶେଷ ଦୃଷ୍ଟି ଏହା ଉପ‌େର ପଡ଼ିବ? ଏବଂ କେହି କେହି ଏଥି ପ୍ରତି ଆକୃଷ୍ଟ ମଧ୍ୟ ହେବେ ଏବଂ ନିଜ ଜୀବନର ଏକ ଅଂଶରେ ପରିଣତ କରିବାକୁ ଚାହିଁବେ? ଯୁଦ୍ଧ ଓ ସଂଘର୍ଷ ପ୍ରବୃତ୍ତ ରାଷ୍ଟ୍ରର ନେତାମାନେ ନିଜ ମନ…

ନିର୍ଦ୍ଦେଶକୁ ଅଣଦେଖା

ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିଯୁକ୍ତି ବିଷୟରେ ସୁପ୍ରିମକୋର୍ଟଙ୍କୁ ପୁଣି ଥରେ ରାଜ୍ୟଗୁଡ଼ିକୁ ସେମାନଙ୍କର ଦାୟିତ୍ୱ ସମ୍ପର୍କରେ ସ୍ମରଣ କରାଇବାକୁ ପଡ଼ିଛି। ଏହା ଚିନ୍ତାଜନକ ଯେ, ପ୍ରକାଶ ସିଂ ମାମଲାର ରାୟକୁ ଅନୁସରଣ କରିବାକୁ ଚାହଁୁ ନ ଥିବା ଦେଖାଯାଉଛି। ନିକଟରେ ସର୍ବୋଚ୍ଚ ଅଦାଲତ…

ରାଜ୍ୟ ପିତୃତ୍ୱବାଦ ଓ ନିମ୍ନ ଆକାଂକ୍ଷା

ଆମ ରାଜ୍ୟରେ ସତ୍ତା ବଦଳିଛି। ଦୀର୍ଘ ୨୪ ବର୍ଷର ପୂର୍ବ ସରକାର ସମୟରେ ଓଡ଼ିଶାର ପ୍ରଗତି କେତେ ହେଲା ତାହା ବିତର୍କର ବିଷୟ। ମାତ୍ର ପୂର୍ବ ସରକାରଙ୍କ ସୁଦୀର୍ଘ କାର୍ଯ୍ୟକାଳ ସମୟରେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ (?) ଯୋଜନାର କୌଣସି ଅଭାବ ନ ଥିଲା।…

ମୁଁ କାହିଁକି ବାହାହେବି

ରତୀୟ ପରମ୍ପରାରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ସାମାଜିକ ଚଳଣି ଓ ଜୀବନ ନିର୍ବାହ ନିମନ୍ତେ ବିବାହ ଜରୁରୀ। ଜଣେ ମଣିଷର ଜୀବନ ହେଉଛି କିଛି କାର୍ଯ୍ୟ ଓ ଆବଶ୍ୟକତାର ସମଷ୍ଟି। ଯେଉଁ କର୍ତ୍ତବ୍ୟ ଏବଂ ଦାୟିତ୍ୱ ସମ୍ପାଦନରେ ଅନ୍ୟ ଜଣେ ବ୍ୟକ୍ତିର ସହଭାଗିତା ନିହାତି ଆବଶ୍ୟକ, ଯେଉଁଥିପାଇଁ ଜଣେ…

କଥାଟିଏ-ଯାଯାବର: ପ୍ରକୃତ ଶିକ୍ଷା

ଜଣେ ବିଖ୍ୟାତ ସୁଫି ସନ୍ଥ ଥିଲେ। ଲୋକଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ସେ ଶିକ୍ଷା ଦେବାକୁ ମନା କରୁଥିଲେ। ତାଙ୍କ ସୁନାମ ବାବଦରେ ଶୁଣି ଦୂର ସ୍ଥାନରୁ ଜଣେ ମହାନ ବିଦ୍ବାନ ଆସି କହିଲେ- ମହାତ୍ମା କିଛି ଶିକ୍ଷା ଦିଅନ୍ତୁ। ସୁଫି ସନ୍ଥ ମନା କଲେ। କିନ୍ତୁ ବିଦ୍ବା‌ନ ଜଣକ ନଛୋଡ଼ବନ୍ଦା।…

ବହୁବଚନ: ସମ୍ବଲପୁର ସମ୍ବଳବୀର

ବିଜୟ ନାୟକ ସମସ୍ୟାରେ ହିଁ ସମାଧାନର ସୂତ୍ର ନିହିତ ଥାଏ। ସମସ୍ୟାର ସାମ୍ନା କରୁଥିବା ଲୋକମାନେ ସମାଧାନର ସୂତ୍ରଧର ପାଲଟନ୍ତି। ବ୍ରିଟିସ ଅମଳରେ ଓଡ଼ିଶାର ଉପାନ୍ତ ଅଞ୍ଚଳ ଅତ୍ୟଧିକ ପ୍ରଶାସନିକ ଅବହେଳାର ଶିକାର ହୋଇଥିଲା। ବାଲେଶ୍ୱରରେ ଓଡ଼ିଆ ଭାଷା ବିଲୋପ ଚକ୍ରାନ୍ତ…

ରାଜନୀତିର ଚରିତ୍ର

ମୁଦ୍ରାସ୍ଫୀତି, ବେକାରି, ଦାରୁଣ ଲିଙ୍ଗଗତ ବୈଷମ୍ୟ, ଦୁର୍ନୀତି ଭଳି ଭାବଗମ୍ଭୀର ଓ ସାଧାରଣ ନାଗରିକଙ୍କ ଦୈନନ୍ଦିନ ଜୀବନକୁ ଆକ୍ରାନ୍ତ କରୁଥିବା ଭଳି ମୂଳ ସମସ୍ୟାମାନ ବିଶେଷ ଆଲୋଡ଼ନ ସୃଷ୍ଟି କରୁ ନ ଥିବାବେଳେ ବାବାସାହେବ ଆମ୍ବେଦକରଙ୍କ ଉତ୍ତରାଧିକାର ଦଖଲ ଲାଗି ତୀବ୍ର ପ୍ରତିଦ୍ବନ୍ଦ୍ବତା,…

କଲମ୍ବିଆର ଆହ୍ବାନ

ଜୀବାଶ୍ମ ଶକ୍ତିରୁ ଦୂରେଇ ସ୍ବଚ୍ଛ ତଥା ସବୁଜ ଶକ୍ତି କ୍ଷେତ୍ରକୁ ପରିବର୍ତ୍ତନ ସକାଶେ ବିଶ୍ୱରେ ତତ୍ପରତା ପ୍ରକାଶ ପାଇଛି। ଏହାସହ ସୁନା ମୂଲ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହିସବୁ କାରଣ ଯୋଗୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଧାତୁର ଚାହିଦା ଆଶାତୀତ ଭାବେ ବଢ଼ୁଛି। ଏହି ଧାରା ଖଣି…

ଜୀବନର ମୂଲ୍ୟବୋଧ ଓ ଏସ୍‌ଡିଜି

ସରସ ସୁନ୍ଦର ଜୀବନଟିଏ ଜିଇବାକୁ କିଏ ବା ନ ଚାହେଁ। ଭଲରେ ବଢ଼ିବା, ଭଲରେ ବଢ଼ାଇବା ଓ ଏଇ ପୃଥିବୀରେ ସଭିଏ ଖୁସି, ଶାନ୍ତି, ଶାରୀରିକ ଓ ମାନସିକ ସୁସ୍ଥତାର ସହ ସହାବସ୍ଥାନ କରିବା ତ ଜୀବନର ବଡ଼ ସଫଳତା। ବ୍ୟକ୍ତିଗତ ଲକ୍ଷ୍ୟ ଓ ଅର୍ଜିତ ସଫଳତାଗୁଡ଼ିକର ସେତେବେଳେ ପୂର୍ଣ୍ଣତା ପ୍ରାପ୍ତି ଓ…