Breaking News
Browsing Category

ସ୍ୱାସ୍ଥ୍ୟ ଓ ବିଜ୍ଞାନ

୪ରେ ଲଘୁଚାପ, ୩ରୁ ଉପକୂଳ ଓ ଦକ୍ଷିଣରେ ପ୍ରବଳ ବର୍ଷିବ

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଦୁର୍ବଳ ପ୍ରବାହ ଯୋଗୁଁ ରାଜ୍ୟରେ ବର୍ଷାର ମାତ୍ରା କମିଥିବା ବେଳେ ତାପମାତ୍ରା ସାମାନ୍ୟ ବଢ଼ିଛି। ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ଯୋଗୁଁ ଗୁଳୁଗୁଳି ମଧ୍ୟ ବଢ଼ିଛି। ଉପକୂଳ ଓଡ଼ିଶାରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି। ଶନିବାର ପୂର୍ବାହ୍ନ ୧୧ଟା…

ବ୍ରାହ୍ମଣୀ ନଦୀରୁ ଧରାପଡିଲା  ୪୦ କିଲୋଗ୍ରାମରୁ ଉର୍ଦ୍ଧ  ଏକ ବିରଳ ସାରଣ୍ଡ ମାଛ

ଯାଜପୁର  : ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ବ୍ରହ୍ମପୁର ପାର୍ଶ୍ବ ଦେଇ ବହିଯାଇ ଥିବା ବ୍ରାହ୍ମଣୀ ନଦୀରୁ ଧରାପଡିଲା  ୪୦ କିଲୋଗ୍ରାମରୁ ଉର୍ଦ୍ଧ  ଏକ ବିରଳ ସାରଣ୍ଡ ମାଛ ।  ସୂଚନା ମୁତାବକ  ଆଜି ଦିନ ୧୧ ଟା ସମୟରେ   ବ୍ରହ୍ମପୁର ଗ୍ରାମର  ବିଚିତ୍ର ଦଳେଇ  ଓ  ସୁଦର୍ଶନ ଦଳେଇ ମାଛ…

ଏଣିକି ରବିବାର ବି ଖୋଲା ରହିବ ଆହାର କେନ୍ଦ୍ର, ଖୋଲିବ ୯୩ଟି ନୂତନ ଆହାର କେନ୍ଦ୍ର

ଭୁବନେଶ୍ୱର: ଆଉ ରବିବାରରେ ଖାଦ୍ୟପାଇଁ ହନ୍ତସନ୍ତ ହେବେନି ଡାକ୍ତରଖାନା ଆସୁଥିବା ଗରିବ । ଏଣିକି ରବିବାରରେ ବି ଡାକ୍ତରଖାନା ପରିସରରେ ଖୋଲା ରହିବ ଆହାର କେନ୍ଦ୍ର । ଏନେଇ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ କମିଶନର ତଥା ସିଟି ଆହାର ସମିତି ସଭାପତି ଏବଂ…

ମୌସୁମୀ ସକ୍ରିୟ : ୨୮ରେ ଲଘୁଚାପ

ଭୁବନେଶ୍ୱର: ରାଜ୍ୟର ସମସ୍ତ ୩୦ ଜିଲାରେ ମୌସୁମୀ ସକ୍ରିୟ ହୋଇଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନାମିଳିଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବବର୍ଷା ହେଉଛି। ୨୮ତାରିଖ ବେଳକୁ ବଙ୍ଗେପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୬…

୫-ଟି ଉପକ୍ରମରେ ନନ୍ଦନକାନନ ହେବ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ, ପ୍ରକୃତି ଶିକ୍ଷା ଉପରେ ଏକ ଆକର୍ଷଣୀୟ ହବ୍‌ ଭାବରେ…

୫-ଟି ଉପକ୍ରମରେ ନନ୍ଦନକାନନର ହେବ ରୂପାନ୍ତର। ଦୁଇଟି ପର୍ଯ୍ୟାୟରେ ରୂପାନ୍ତର ହେବ ୨୦୨୩-୨୫ ଓ ୨୦୨୫-୨୮ ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ୍‌ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଚୂଡଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ ପିଲାଙ୍କ ପାଇଁ ପ୍ରକୃତି ଶିକ୍ଷା ଉପରେ ଏକ…

ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ସାରା ଓଡିଶାକୁ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୪ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ୧୬ ଜିଲାରେ ପ୍ରବଳ ବର୍ଷା ୬ ଜିଲାରେ କାଳବୈଖାଖୀ ସମ୍ଭାବନା, ୟେଲୋୱାର୍ଣ୍ଣିଂ ଜାରି ଭୁବନେଶ୍ୱର: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି (୨୨ ଜୁନ୍‌, ଗୁରୁବାର) ରାଜ୍ୟକୁ ଅଗ୍ରସର ହୋଇଛି ଦକ୍ଷିଣ ପଶ୍ଚିମ-ମୌସୁମୀ…

ରଥଯାତ୍ରାରେ ବଦଳିବ ପାଗ, ବର୍ଷାରେ ଭିଜିବ ବଡଦାଣ୍ଡ!

ପୁରୀ: ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରିଛନ୍ତି ତିନିରଥ। ଶ୍ରୀକ୍ଷେତ୍ରକୁ ଛୁଟିଛି ଭକ୍ତଙ୍କ ସୁଅ। ଆଜି ଅନୁଷ୍ଠିତ ହେବ ଶ୍ରୀଗୁଣ୍ଡିଚା ଯାତ୍ରା। ବଡ଼ଭାଇ ଶ୍ରୀ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଘୋଷଯାତ୍ରାରେ ବାହାରିବେ ବିଶ୍ବବେଦନାର ବୈଦ୍ୟ ପ୍ରଭୁ…

ମହାପ୍ରଭୁ ଶ୍ରୀଜଗନ୍ନାଥ ଯିବେ ଗୁଣ୍ଡିଚାଘର, ଶ୍ରୀକ୍ଷେତ୍ରକୁ ଛୁଟିଛି ଭକ୍ତଙ୍କ ସୁଅ

ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବାହ୍ନ ସାଢ଼େ ୯ଟାରୁ ପହଣ୍ଡି ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଅପରାହ୍ନ ୨.୩୦ରୁ ଛେରାପହଁରା ଅପରାହ୍ନ ୪ଟାରୁ ଗଡିବ ମହାପ୍ରଭୁଙ୍କ ରଥ  https://youtube.com/live/M7o3YfkXeAI ପୁରୀ: ଆଜି…

ଓଡ଼ିଶାକୁ ମିଳିଲା ଚତୁର୍ଥ ଜାତୀୟ ଜଳ ପୁରସ୍କାର, ଦେଶର ଶ୍ରେଷ୍ଠ ଜିଲା ଭାବେ ଗଞ୍ଜାମ ଜିଲା ପୁରସ୍କୃତ

ଭୁବନେଶ୍ବର: ଜଳସମ୍ପଦ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ଓଡ଼ିଶାକୁ ଆଜି ଦେଶର ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ସମ୍ମାନଜନକ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ପ୍ରଦାନ କରାଯାଇଛି । ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ…

ଘାତକ ସାଜୁଛି ବାୟୁ ପ୍ରଦୂଷଣ, ଅଣନିଃଶ୍ୱାସୀ ହେଉଛନ୍ତି ସହରବାସୀ

ଭୁବନେଶ୍ବର: ଘାତକ ସାଜୁଛି ବାୟୁ ପ୍ରଦୂଷଣ। ଅଣନିଃଶ୍ୱାସୀ ହେଉଛନ୍ତି ସହରବାସୀ। ସଚେତନ ନହେଲେ ଆଗକୁ ଭୟାନକ ହୋଇଯିବ ପରିସ୍ଥିତି। ସହରାଞ୍ଚଳରେ ଖରାପ ହେଉଛି ବାୟୁ ପ୍ରଦୂଷଣର ମାତ୍ର। ସହରବାସୀ ଦୈନଦିନ ଜୀବନଶୈଳୀରେ ପରିବର୍ତ୍ତନ ନକଲେ ଆଗାମୀ ୫ ବର୍ଷ ପରେ ଖୋଲରେ ନିଃଶ୍ୱାସ ନେବା ହୋଇଯିବ…