ଦେଶ ବିଦେଶ
-
Congress Announce Observer: ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡିଲା କଂଗ୍ରେସ
ନୂଆଦିଲ୍ଲୀ: କଂଗ୍ରେସ ଦଳ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି। ନିର୍ବାଚନ ପରିଚାଳନାକୁ ସୁଦୃଢ଼ କରିବା ପାଇଁ, ଦଳ ଆସାମ, କେରଳ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ…
Read More » -
Jama Masjid Encroachment: ‘ଫୈଜ-ଏ-ଇଲାହି’ ପରେ, ଏବେ ‘ଜାମା ମସଜିଦ’ ପାଳି, ହାଇକୋର୍ଟଙ୍କ ଆଦେଶ ନେଇ ଉତ୍ତେଜନା, ଜବରଦଖଲ ସର୍ଭେ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଦିଲ୍ଲୀର ତୁର୍କମାନ ଗେଟ୍ ଅଞ୍ଚଳରେ ହୋଇଥିବା ଉତ୍ତେଜନା ଏବଂ ପଥର ଫିଙ୍ଗା ଘଟଣା ଶାନ୍ତ ପଡ଼ି ନଥିବାବେଳେ ଐତିହାସିକ ଜାମା ମସଜିଦ ସମ୍ପର୍କରେ ଏକ ବଡ଼ ଖବର ପ୍ରକାଶ…
Read More » -
USA Conditions For Venezuela Oil Production: ତେଲ ଟ୍ୟାଙ୍କର ଫୁଲ୍ ହେଲେ ଟ୍ରେଜେରି ଖାଲି, ଭେନେଜୁଏଲା ଉପରେ ଆମେରିକାର ସର୍ତ୍ତ
କାରାକାସ୍: ଆମେରିକା ସୈନ୍ୟ କାରାକାସ୍ ଉପରେ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଅପହରଣ କରିବା ପରଠାରୁ ଭେନେଜୁଏଲାରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାହାଁନ୍ତି,…
Read More » -
Robert Vadra On Bangladesh: ଆଉ ଚୁପ୍ ରହିପାରିବା ନାହିଁ, ବାଂଲାଦେଶ ହିଂସା ନେଇ କ୍ରୋଧିତ ରବର୍ଟ ଭଦ୍ରା ହିନ୍ଦୁଙ୍କ ସୁରକ୍ଷା ପାଇଁ ଚିନ୍ତିତ
ନୂଆଦିଲ୍ଲୀ:ବ୍ୟବସାୟୀ ଏବଂ କଂଗ୍ରେସ ନେତା ତଥା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା…
Read More » -
Hasina Blames Yunus: ବାଂଲାଦେଶରେ ଚରମପନ୍ଥୀଙ୍କୁ ବେଲଗାମ୍ କରିଛନ୍ତି ୟୁନୁସ୍, ହିନ୍ଦୁଙ୍କ ଉପରେ ଆକ୍ରମଣ ନେଇ ହସିନାଙ୍କ ମନ୍ତବ୍ୟ
ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଏବଂ ହତ୍ୟା ପାଇଁ ମହମ୍ମଦ ୟୁନୁସଙ୍କୁ ଦାୟୀ କରିଛନ୍ତି। ସେ ବାଂଲାଦେଶରେ ଉଗ୍ରବାଦୀ ଘଟଣା ବୃଦ୍ଧି, ସଂଖ୍ୟାଲଘୁଙ୍କ ଉପରେ ନିରନ୍ତର…
Read More » -
Is Gmail Spying: ୟୁଜରଙ୍କ ଗୁପ୍ତଚରୀ କରୁଛି Gmail! ତୁରନ୍ତ ଏହି ଦୁଇଟି ସେଟିଂ ବନ୍ଦ କରନ୍ତୁ ନଚେତ୍ ଗୋପନୀୟତା ପଡ଼ିବ ବିପଦରେ
ନୂଆଦିଲ୍ଲୀ: Gmail ୟୁଜରଙ୍କ ଗୋପନୀୟତାକୁ ନେଇ ପୁଣି ଥରେ ଚିନ୍ତା ବଢ଼ିଛି। ଟେକ୍ ବିଶେଷଜ୍ଞ ଦାବି କରିଛନ୍ତି ଯେ, Google ହୁଏତ ଏହାର AI ମଡେଲଗୁଡ଼ିକୁ ଟ୍ରେନ୍ କରିବା ପାଇଁ…
Read More » -
Tamil Nadu Election 2026: ଡିଏମକେ ସରକାର ସନାତନ ବିରୋଧୀ
ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଏବଂ ବିଜେପିର ତାମିଲନାଡୁ ନିର୍ବାଚନ ପ୍ରଭାରୀ ପୀୟୁଷ ଗୋୟଲ ସୂଚିତ କରିଛନ୍ତି ଯେ, ବିଜେପି ତାମିଲନାଡୁର ଦକ୍ଷିଣ ରାଜ୍ୟ ତାମିଲନାଡୁରେ ନିର୍ବାଚନୀ ଯୁଦ୍ଧରେ ବିଜୟୀ ହେବାକୁ…
Read More » -
BJP-Congress Coalition: ବିଜେପି-କଂଗ୍ରେସ ମିଳାଇଲେ ହାତ, ସିନ୍ଦେ ସେନା କୋଣଠେସା
ମୁମ୍ବାଇ: କଂଗ୍ରେସ ମୁକ୍ତ ଭାରତର ନାରା ଦେଉଥିବା ବିଜେପି ଥାଣେର ଅମ୍ବରନାଥ ପୌର ପରିଷଦରେ ବିଜେପି–କଂଗ୍ରେସ ମେଣ୍ଟ କରିଛନ୍ତି। ଶିବସେନାର ସିନ୍ଦେ ଗୋଷ୍ଠୀକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ବିଜେପି କଂଗ୍ରେସ…
Read More » -
Cold Wave Alert: ଜାଡ଼ ଭାଙ୍ଗୁଛି ହାଡ଼ ! ଦେଶର ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ, ଦିଲ୍ଲୀରୁ-ୟୁପି ଥରୁଛନ୍ତି ଲୋକେ
ନୂଆଦିଲ୍ଲୀ: ଉତ୍ତର ଭାରତ ସମେତ ଦେଶର ବିଭିନ୍ନ ଅଂଶରେ ଶୀତର ପ୍ରକୋପ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ, ଆଗାମୀ…
Read More » -
US-Russia Tension: ଦୁନିଆ ଦେଖିବ କି ତୃତୀୟ ବିଶ୍ବଯୁଦ୍ଧ ? ପୁଣି ବଢିଲା ଋଷ ଓ ଆମେରିକା ମଧ୍ୟରେ ଉତ୍ତେଜନା…
ନୂଆଦିଲ୍ଲୀ: ଆଟଲାଣ୍ଟିକ୍ ମହାସାଗରରେ ବଢ଼ୁଛି ଉତ୍ତେଜନା । ଋଷୀୟ ତୈଳ ଟ୍ୟାଙ୍କର ଜବତ ପରେ ଆମେରିକା ସହ ମୁହାଁମୁହିଁ ସ୍ଥିତି । ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ଏଭଳି କାର୍ଯ୍ୟକୁ ଡକାୟତି ତୁଳନା…
Read More »