ଦେଶ ବିଦେଶ
-
Sagarika Ghose: ଟିଏମସିରେ ବିଦ୍ରୋହୀଙ୍କୁ କଡ଼ା ସମାଲୋଚନା କଲେ ସାଗରିକା ଘୋଷ, ଜନାଦେଶ କ’ଣ ପାଇଁ ଥିଲା ପ୍ରଶ୍ନ କଲେ
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ରାଜ୍ୟସଭା ସାଂସଦ ସାଗରିକା ଘୋଷ ଦଳ ବିରୋଧରେ ବିଦ୍ରୋହ କରିଥିବା ସାଂସଦମାନଙ୍କ ଉପରେ ବର୍ଷିଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନ ପରେ ଟିଏମସିରୁ ମୁହଁ ଫେରାଇ ନେଇଥିବା ଲୋକଙ୍କ ନୈତିକତା ଉପରେ…
Read More » -
ଗ୍ରେଟ୍ ନିକୋବରରେ ପ୍ରତିଷ୍ଠା ହେବ ୧୩,୦୦୦ କୋଟି ଟଙ୍କାର ନୂତନ ଗ୍ରୀନଫିଲ୍ଡ ବିମାନବନ୍ଦର
ନୂଆଦିଲ୍ଲୀ: ପରିବେଶ ଦୃଷ୍ଟିରୁ ଅତ୍ୟନ୍ତ ସ୍ପର୍ଶକାତର ଗ୍ରେଟ୍ ନିକୋବର ଦ୍ୱୀପପୁଞ୍ଜରେ ପ୍ରସ୍ତାବିତ ୮୧,୦୦୦ କୋଟି ଟଙ୍କାର ମେଗା ବିକାଶ ପ୍ରକଳ୍ପକୁ ନେଇ ଦେଶରେ ରାଜନୈତିକ ବାଦବିବାଦ ତେଜିବାରେ…
Read More » -
Explosion: ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ: ୮ ମୃତ, ୬ ଗୁରୁତର
ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ (ଆରଆଇଏନଏଲ୍) ବା ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟରେ ଗତ ସୋମବାର ଅପରାହ୍ନ ପ୍ରାୟ ୪.୧୫…
Read More » -
Trump Ridiculed: ନ୍ୟୁୟର୍କ ସହରରେ ଟ୍ରମ୍ପଙ୍କୁ ବେଇଜ୍ଜତ କଲେ ଲୋକେ!:ଏନ୍ବିଏ ଫାଇନାଲରେ ଯୋଗଦେଇ ରାଷ୍ଟ୍ରପତି ହେଲେ ଲୋକହସା
ୱାସିଂଟନ: ହାଇ-ପ୍ରୋଫାଇଲ୍ ଏନ୍ବିଏ ଫାଇନାଲ୍ସର ତୃତୀୟ ମ୍ୟାଚ୍ ଦେଖିବାକୁ ନ୍ୟୁୟର୍କର ମ୍ୟାଡିସନ୍ ସ୍କୋୟାର ଗାର୍ଡେନ୍ରେ ସୋମବାର ରାତିରେ ପହଞ୍ଚିବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସକଙ୍କ…
Read More » -
Kalyan Challenges: ଟିଏମସିରେ ତେଜିଲା କଳହ: ବିଦ୍ରୋହୀ ସାଂସଦଙ୍କୁ କଲ୍ୟାଣଙ୍କ ଚ୍ୟାଲେଞ୍ଜ
କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି) ଭିତରେ ଚାଲିଥିବା ବିଦ୍ରୋହ ନେଇ ଦଳର ସାଂସଦ ଏବଂ ବରିଷ୍ଠ ନେତା କଲ୍ୟାଣ ବାନାର୍ଜୀ ବିଦ୍ରୋହୀ ସାଂସଦମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି,…
Read More » -
No Arrest: ଖାନ୍ ସାରଙ୍କୁ ଆଶ୍ୱସ୍ତି: ଗିରଫଦାରି ଉପରେ କୋର୍ଟଙ୍କ ରୋକ୍
ପାଟନା: ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରସିଦ୍ଧ ୟୁଟ୍ୟୁବର ଫୈଜଲ ଖାନ ଓରଫ୍ ‘ଖାନ୍ ସାର୍’ଙ୍କୁ ମିଳିଛି ଏକ ବଡ଼ ଆଶ୍ବସ୍ତି। ହତ୍ୟା ଉଦ୍ୟମ ମାମଲାରେ ପାଟନାର ଏକ…
Read More » -
Bird strike: ୧୨୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ସହ ମଝି ଆକାଶରେ ପକ୍ଷୀ ଧକ୍କା
ରାଜକୋଟ: ରାଜକୋଟର ହିରାସର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଜୁନ୍ ୯ ତାରିଖ, ମଙ୍ଗଳବାର ଦିନ ସକାଳେ ରାଜକୋଟରୁ ଦିଲ୍ଲୀ ଯାଉଥିବା ଏକ ବିମାନରେ ପକ୍ଷୀ…
Read More » -
ED Summons: ମନି ଲଣ୍ଡରିଂ ମାମଲାରେ ପିନାରାଇ ବିଜୟନଙ୍କ ଝିଅ ବୀଣାଙ୍କୁ ଇଡି ସମନ: ଶୁକ୍ରବାର ହେବେ ହାଜର
ତିରୁବନନ୍ତପୁରମ୍: ଆର୍ଥିକ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କେରଳ ବିଧାନସଭାରେ ବିରୋଧୀ ଦଳ ନେତା ପିନାରାଇ ବିଜୟନଙ୍କ ଝିଅ ବୀଣା ବିଜୟନଙ୍କୁ ସମନ…
Read More » -
Pilots Rescued: ହର୍ମୁଜ୍ ନିକଟରେ ଆମେରିକୀୟ ଆପାଚେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ଦୁଇ ପାଇଲଟ ସୁରକ୍ଷିତ ଉଦ୍ଧାର
ୱାସିଂଟନ:ହର୍ମୁଜ୍ ପ୍ରଣାଳୀ ନିକଟରେ ଆମେରିକୀୟ ସେନାର ଏକ ଆପାଚେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ଉଭୟ ପାଇଲଟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ହେଲିକପ୍ଟରଟି ଇରାନୀ ଆକ୍ରମଣର ଶିକାର…
Read More » -
Ishq Karo Party: କକ୍ରୋଚ୍ ପାର୍ଟି ପରେ ଏବେ ‘ଇସ୍କ କରୋ ପାର୍ଟି’
ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ପରେ ଏବେ ପୂର୍ବତନ ସୁପ୍ରିମକୋର୍ଟବିଚାରପତି ଜଷ୍ଟିସ୍ ମାର୍କଣ୍ଡେୟ କାଟଜୁ ଏକ ନୂତନ ଦଳ ଗଠନ କରିବା ନେଇ ଘୋଷଣା କରିଛନ୍ତି। କାଟଜୁଙ୍କ…
Read More »