ଦେଶ ବିଦେଶ
-
Mithun’s Allegation: ପଶ୍ଚିମବଙ୍ଗକୁ ପଶ୍ଚିମ ବାଂଲାଦେଶରେ ପରିଣତ କରିବାକୁ ପ୍ରୟାସ,ମମତାଙ୍କୁ ଟାର୍ଗେଟ କଲେ ମିଥୁନ
କୋଲକାତା: ଅଭିନେତାରୁ ରାଜନେତା ପାଲଟିଥିବା ଭାରତୀୟ ଜନତା ପାର୍ଟି (ବିଜେପି)ନେତା ମିଥୁନ ଚକ୍ରବର୍ତ୍ତୀ ଅଭିଯୋଗ କରିଛନ୍ତି, ପଶ୍ଚିମବଙ୍ଗକୁ ପଶ୍ଚିମ ବାଂଲାଦେଶରେ ପରିଣତ କରିବାକୁ ପ୍ରୟାସ କରାଯାଉଛି, କିନ୍ତୁ…
Read More » -
Childhood Love Not Be Forgotten: ପିଲାଦିନ ପ୍ରେମ ଭୁଲି ନଯିବ,ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ରେହାନ ଭଦ୍ରାଙ୍କ ପିଲାଦିନର ଫଟୋ ଭାଇରାଲ
ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏବଂ ଶିଳ୍ପପତି ରବର୍ଟ ଭଦ୍ରାଙ୍କ ପୁଅ ରେହାନ ଭଦ୍ରା ତାଙ୍କର ଦୀର୍ଘକାଳୀନ ସାଥୀ ଅଭିଭା ବେଗଙ୍କ ସହିତ ନିର୍ବନ୍ଧ କରିଛନ୍ତି। ଦୁହେଁ ନିର୍ବନ୍ଧର ଫଟୋ…
Read More » -
Maoists Surrender: ତେଲେଙ୍ଗାନା ପୁଲିସ ନିକଟରେ ୨୦ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ନକ୍ସଲ ମୂଳପୋଛ ନେଇ ଟାର୍ଗେଟ ଆଉ ମାତ୍ର ତିନି ମାସ ରହିଲା। ଏଥିପୂର୍ବରୁ ନୂଆବର୍ଷର ପ୍ରଥମ ସପ୍ତାହରେ ହିଁ ତେଲେଙ୍ଗାନା ପୁଲିସକୁ ମିଳିଛି ବଡ଼ ସଫଲତା। ଦୁଇ…
Read More » -
Killing Of Hindu Sub Inspector:ହିନ୍ଦୁ ପୁଲିସ ଅଧିକାରୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରି ନିଜକୁ ଗର୍ବିତ ମନେ କରୁଥିବା ଥାନାରେ କହିଲେ ବାଂଲାଦେଶୀ ଛାତ୍ର ନେତା
ଢାକା:ବାଂଲାଦେଶର ଏକ ଭିଡିଓ ମହମ୍ମଦ ୟୁନୁସଙ୍କ ଶାସନ କାଳରେ ଉଗ୍ରବାଦୀମାନଙ୍କୁ ନିଜ ଇଛାଅନୁସାରେ କାର୍ଯ୍ୟ କରିବାକୁ ଦିଆଯାଇଥିବା ଅଧିକାରର ପର୍ଦ୍ଦାଫାସ କରିଛି। ଭିଡିଓରେ, ଜଣେ ଯୁବ ବାଂଲାଦେଶୀ…
Read More » -
Venezuela : ଆକ୍ରମଣ ପରେ ଭେନିଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କଲା ଆମେରିକା
କାରାକାସ୍: ଗଣତନ୍ତ୍ର, ଆଇନର ଶାସନ, ସ୍ବାଧୀନତା ଆଦି ବାହାନାରେ ଆଉ ଏକ ଦେଶ ଉପରେ ଆକ୍ରମଣ କରି ତାହାକୁ ଛାରଖାର କରିଦେଇଛି । ଏହି ଦେଶଟି ହେଉଛି…
Read More » -
Pakistan’s Conspiracy: ପାକିସ୍ତାନର ନୂଆ ଷଡ଼ଯନ୍ତ୍ର, ୱାଘା ସୀମାରେ ବଡ଼ ଧରଣର ନିର୍ମାଣ କାର୍ଯ୍ୟ
ୱାଘା: ପାକିସ୍ତାନ ଭାରତ ସହିତ ସମକକ୍ଷ ହେବା ପାଇଁ ଏହାର ଭିତ୍ତିଭୂମି ବିସ୍ତାର କରୁଥିବାରୁ ୱାଘା-ଅଟାରୀ ସୀମାରେ ଦୈନିକ ‘ବିଟିଂ ରିଟ୍ରିଟ୍’ ସମାରୋହ ଏବେ ଏକ ନୂତନ ରୂପ ପାଇବ। ପଞ୍ଜାବ…
Read More » -
Plans To Overthrow Islamic Govt.: ଇରାନରେ ଇସଲାମିକ ଶାସନକୁ ଶେଷ ପାଇଁ ଆମେରିକାରେ ସ୍କ୍ରିପ୍ଟ ଲେଖା, ପ୍ରିନ୍ସ ଦେଲେ ବିପ୍ଳବ ସମ୍ପର୍କରେ ସୂଚନା
ତେହେରାନ: ଇରାନରେ ମୁଦ୍ରାସ୍ଫୀତି, ବେକାରୀ ସମସ୍ୟା ନେଇ ଇସଲାମିକ ସରକାର ବିରୋଧରେ ପ୍ରତିବାଦ ପ୍ରଦର୍ଶନ ଚାଲିଛି। ଏହି ପ୍ରତିବାଦ ଦେଶର ଅନେକ ସ୍ଥାନରେ କରାଯାଉଛି। ଏହି ସମୟରେ,…
Read More » -
Saudi Arabia New Advisory:ସାଉଦି ଆରବ ଯାତ୍ରା ଏବେ ନୁହେଁ ସହଜ, ନୂଆ ମାର୍ଗଦର୍ଶିକା ଜାରି
ରିଆଦ୍: ସାଉଦି ଆରବ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ଫଳରେ ଏଣିକି ଯାତ୍ରୀମାନଙ୍କୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ସାଉଦି ଆରବ…
Read More » -
KKR Releases Bangladesh Pacer: ବିଦା ହେଲେ ବାଂଲାଦେଶୀ କ୍ରିକେଟର, ବିବାଦ ପରେ କେକେଆର ନେଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ବିଦା ହେଲେ ବାଂଲାଦେଶୀ କ୍ରିକେଟର। ବିବାଦ ପରେ ବଡ଼ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ (କେକେଆର)। ବିସିସିଆଇର ନିର୍ଦ୍ଦେଶ ପରେ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ ବିଦା…
Read More » -
Hindu Man Dies In Bangladesh: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ, ମାଡ଼ ମାରି ଜାଳି ଦେଇଥିଲେ ବାଂଲାଦେଶୀ
ଢ଼ାକା: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ନିରନ୍ତର ଜାରି ରହିଛି। ୟୁନୁସ ସରକାର ନିରବଦ୍ରଷ୍ଟା ସାଜିଥିବାବେଳେ ଏବେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ ହୋଇଛି। ଡିସେମ୍ବର ୩୧ ତାରିଖରେ ବାଂଲାଦେଶର ଶରିଆତ୍ପୁରରେ ତାଙ୍କ…
Read More »