ଦେଶ ବିଦେଶ
-
Mamata Target Modi-Shah: ପହଲଗାମ ଆକ୍ରମଣ କେନ୍ଦ୍ର ସରକାର କରାଇଛନ୍ତି କି? ମୋଦୀ-ଶାହାଙ୍କୁ ଦୁର୍ଯ୍ୟୋଧନ-ଦୁଃଶାସନଙ୍କୁ କହିଲେ ମମତା ଦିଦି
କୋଲକାତା: ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ତାପମାତ୍ରା ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଙ୍କୁରାରେ ଏକ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ…
Read More » -
Sheikh Hasina Condolence Message: ଖାଲିଦା ଜିଆଙ୍କ ଦେହାନ୍ତ ଖବର ପାଇ ଶୋକ ପ୍ରକାଶ କଲେ ଶେଖ୍ ହସିନା
ଢ଼ାକା: ଆଜି ବାଂଲାଦେଶୀ ପ୍ରଧାନମନ୍ତ୍ରୀ ତଥା ବିଏନପି ଅଧ୍ୟକ୍ଷା ବେଗମ ଖାଲିଦା ଜିଆଙ୍କ ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତ ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଶୋକ ପ୍ରକାଶ କରିଛନ୍ତି।…
Read More » -
Priyanka Gandhi Son Gets Engaged: ନିର୍ବନ୍ଧ କଲେ ପ୍ରିୟଙ୍କାଙ୍କ ପୁଅ ରେହାନ, ଭାବିବୋହୂକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା
ନୂଆଦିଲ୍ଲୀ: ଗାନ୍ଧୀ ପରିବାରରୁ ଆସିଲା ଖୁସିର ଖବର। ନିର୍ବନ୍ଧ କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ଶିଳ୍ପପତି ରବର୍ଟ ଭଦ୍ରାଙ୍କ ପୁଅ ରେହାନ ଭଦ୍ରା। ପରିବାର ଲୋକ ଓ କିଛି ଘନିଷ୍ଠ…
Read More » -
PM Modi Condoles: ଭାରତ-ବାଂଲାଦେଶ ସମ୍ପର୍କ ପ୍ରତି ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା; ଖାଲିଦା ଜିଆଙ୍କ ଦେହାନ୍ତ ପରେ ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଢ଼ାକା: ଆଜି ବାଂଲାଦେଶୀ ପ୍ରଧାନମନ୍ତ୍ରୀ ତଥା ବିଏନପି ଅଧ୍ୟକ୍ଷା ବେଗମ ଖାଲିଦା ଜିଆଙ୍କ ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରି ଶୋକ…
Read More » -
Bangladesh First Female Prime Minister No More ପରଲୋକରେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିଆ
ନୂଆଦିଲ୍ଲୀ: ପରଲୋକରେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିଆ। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ସେ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା।…
Read More » -
Supreme Court: ସେନଗାରଙ୍କୁ ସୁପ୍ରିମ୍କୋର୍ଟଙ୍କ ଝଟକା
ନୂଆଦିଲ୍ଲୀ: ୨୦୧୭ ଉନ୍ନାଓ ଦୁଷ୍କର୍ମ ମାମଲାରେ ଆଜି ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ସୁପ୍ରିମକୋର୍ଟରେ ଶକ୍ତ ଝଟ୍କା ଲାଗିଛି। ସେନଗାରଙ୍କ ଆଜୀବନ କାରାଦଣ୍ଡ ସ୍ଥଗିତ ରଖିବା ନେଇ…
Read More » -
Drump-Zelensky: ଟ୍ରମ୍ପ-ଜେଲେନ୍ସ୍କି ୩ ଘଣ୍ଟା ଆଲୋଚନା
ଫ୍ଲୋରିଡା: ରୁଷ୍-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ୟୁକ୍ରେନୀୟ ପ୍ରତିପକ୍ଷ ବୋଲଡିମିର ଜେଲେନ୍ସ୍କିଙ୍କ ମଧ୍ୟରେ ରବିବାର ଦୀର୍ଘ ସମୟଧରି ଆଲୋଚନା ହୋଇଛି। ଫ୍ଲୋରିଡାସ୍ଥିତ…
Read More » -
5 Hindu: ୫ ହିନ୍ଦୁଙ୍କ ଘର ଜାଳିଦେଲେ
ନୂଆଦିଲ୍ଲୀ: ବାଂଲାଦେଶରେ ହିଂସା ଥମିବା ନାଁ ନେଉନାହିଁ। ବାଂଲାଦେଶର ପିରୋଜପୁର ଜିଲ୍ଲା ଦୁମ୍ରିତଲା ଗ୍ରାମରେ ପୁଣି ୫ ଜଣ ହିନ୍ଦୁଙ୍କ ଘରେ ଦୁର୍ବୃତ୍ତମାନେ ଗତକାଲି ରାତିରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ…
Read More »

