ଦେଶ ବିଦେଶ
-
Bhiwadi Chemical Factory fire: ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ: ୭ ଶ୍ରମିକ ଜୀବନ୍ତ ଦଗ୍ଧ
ଭିୱାଡି: ସୋମବାର ସକାଳେ ରାଜସ୍ଥାନର ପ୍ରମୁଖ ଶିଳ୍ପ କେନ୍ଦ୍ର ଭିୱାଡିର ଖୁସଖେଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏକ ଘରୋଇ ରାସାୟନିକ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣ ପରେ…
Read More » -
Nuclear Tension Between India and Pakistan: ଭାରତ ଓ ପାକିସ୍ତାନ ମଧ୍ୟରେ ଥିଲା ଗମ୍ଭୀର ପରମାଣୁ ଉତ୍ତେଜନା: ମାର୍କୋ ରୁବିଓଙ୍କୁ ଭେଟିଲେ ଅସୀମ ମୁନିର
ମ୍ୟୁନିଚ୍: ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ରପତିତ୍ୱରେ ପାକିସ୍ତାନ ଓ ଆମେରିକା ମଧ୍ୟରେ ବନ୍ଧୁତାବଢ଼ିବାରେ ଲାଗିଛି। ମ୍ୟୁନିଚ୍ ସୁରକ୍ଷା ସମ୍ମିଳନୀରେ ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିର୍ ଆମେରିକାର ବୈଦେଶିକ ସଚିବ ମାର୍କୋ…
Read More » -
Pakistani police will learn manners: ଓୟେ ଉପରେ ଲାଗିବ ପ୍ରତିବନ୍ଧକ, ଏବେ ପଞ୍ଜାବ ପୁଲିସ କହିବେ ସାର୍-ମାଡାମ୍; ମରିୟମ ନୱାଜଙ୍କ ନିର୍ଦ୍ଦେଶ
ଇସଲାମାବାଦ: ପାକିସ୍ତାନର ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ପୁଲିସ ଆଚରଣ ସମ୍ପର୍କରେ ଏକ ବଡ଼ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଏବେ ଯେଉଁ…
Read More » -
Rijiju criticizes Rahul Gandhi: ଜାତୀୟ ସୁରକ୍ଷା ପ୍ରସଙ୍ଗରେ ରାଜନୀତି ନ ହେଉ; ଏଭଳି କହି ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କଲେ ରିଜିଜୁ
ନୂଆଦିଲ୍ଲୀ: କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଅରୁଣାଚଳ ପ୍ରଦେଶ ଗସ୍ତରେ ଥିବାବେଳେ ଜାତୀୟ ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜନୀତି ନ କରିବାକୁ କଂଗ୍ରେସ ସାଂସଦ ତଥା ବିରୋଧୀ…
Read More » -
Student Kills Herself: ସୁଇସାଇଡ୍ ନୋଟ୍ରେ ଲେଖିଲେ ଶ୍ମଶାନ ପୋଖରୀ ଖୋଜିଲେ ମତେ ପାଇବ, ମୁଁ ଜେଜେବାପାଙ୍କ ପାଖକୁ ଯାଉଛି
ଗୁରୁଗ୍ରାମ: ଏକ ଦୁଃଖଦ ଘଟଣାରେ, ଗୁରୁଗ୍ରାମରେ ଜଣେ ୧୬ ବର୍ଷୀୟା ଝିଅର ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ ନାମ ନେହା। ସୁଇସାଇଡ୍ ନୋଟ୍ରେ ସେ ଲେଖିଛନ୍ତି ଶ୍ମଶାନ…
Read More » -
Pratapgarh Accident: ଏସ୍ପି ନେତାଙ୍କ ଚଳନ୍ତା କାର ଉପରେ ପଡ଼ିଲା ବିରାଟ ଖୁଣ୍ଟ : ଘଟଣା ସ୍ଥଳରେ ମୃତ୍ୟୁ
ପ୍ରତାପଗଡ଼: ପ୍ରତାପଗଡ଼ର ଅନ୍ତୁ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆମେଠି-ପ୍ରତାପଗଡ଼ ହାଇୱେର ଏକ ପେଟ୍ରୋଲ ପମ୍ପରେ ଥିବା ୬୫ ଫୁଟ ଉଚ୍ଚ ଲାଇଟ୍ ପୋଲ ଲଗାଯାଉଥିବା ବେଳେ…
Read More » -
Modi’s visit to Israel next week: ମୋଦୀଙ୍କ ଇସ୍ରାଏଲ ଗସ୍ତ ଆସନ୍ତା ସପ୍ତାହରେ: ନେତାନ୍ୟାହୁ ଦେଲେ ସୂଚନା
ଜେରୁସାଲେମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସପ୍ତାହରେ ଇସ୍ରାଏଲ ଗସ୍ତ କରିପାରନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜେ ଏହା ଘୋଷଣା କରିଛନ୍ତି। ଫେବ୍ରୁଆରି ୨୪-୨୫ ତାରିଖକୁ ସମ୍ଭାବ୍ୟ ଜାରିଖ ଭାବେ ପ୍ରସ୍ତାବିତ…
Read More » -
Zelensky’s former minister arrested: ଯୁଦ୍ଧ ମଧ୍ୟରେ ୟୁକ୍ରେନରୁ ପଳାୟନ ଯୋଜନା କରୁଥିବା ଜେଲେନସ୍କିଙ୍କ ପୂର୍ବତନ ମନ୍ତ୍ରୀ ଗିରଫ: ସୀମାରେ ଧରାପଡ଼ିଲେ
କିବ୍: ୟୁକ୍ରେନର ପୂର୍ବତନ ଶକ୍ତି ମନ୍ତ୍ରୀ ଜର୍ମାନ ଗାଲୁଶ୍ଚେଙ୍କୋଙ୍କୁ ଗିରଫ କରାଯାଇଛି। ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କୁ ଅଟକ ରଖାଯାଇଛି। ୟୁକ୍ରେନର ଜାତୀୟ ଦୁର୍ନୀତି…
Read More » -
Donald Trump’s Army: ଫିଲ୍ମ ଶୈଳୀରେ ତେଲ ଟ୍ୟାଙ୍କର ଉପରେ ଚଢ଼ଉ କଲେ ଟ୍ରମ୍ପଙ୍କ ସେନା: ହେଲିକପ୍ଟରରେ କଲେ ଅବତରଣ
ୱାସିଂଟନ: ନିକୋଲାସ୍ ମାଦୁରୋଙ୍କ ଗିରଫଦାରୀ ପରେ ମଧ୍ୟ, ଭେନେଜୁଏଲା ତୈଳ ବିରୋଧରେ ଆମେରିକାର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଆମେରିକା ସେନା ଏବେ ଭାରତ ମହାସାଗରରେ ଏକ ତୈଳ ଟ୍ୟାଙ୍କର୍…
Read More » -
Bangladesh Violence: ଜମାତ୍ର ପରାଜୟ ନେଇ ମୌଳବାଦୀଙ୍କ କ୍ରୋଧ ତେଜିଲା: କାଳୀ ମନ୍ଦିରରେ ଭଙ୍ଗାରୁଜା
ଢାକା: ବାଂଲାଦେଶରେ ସାଧାରଣ ନିର୍ବାଚନ ସମାପ୍ତ ହେବା ପରେ, ହିନ୍ଦୁ ସମ୍ପ୍ରଦାୟ ଓ ସେମାନଙ୍କ ଧାର୍ମିକ ସ୍ଥଳ ଉପରେ ଆକ୍ରମଣର ରିପୋର୍ଟ ପୁଣି ଥରେ ସାମ୍ନାକୁ ଆସିଛି।…
Read More »