ଦେଶ ବିଦେଶ
-
Russia invites Zelensky: ଶାନ୍ତି ଆଲୋଚନା ପାଇଁ ଜେଲେନସ୍କିଙ୍କୁ ମସ୍କୋ ନିମନ୍ତ୍ରଣ କଲା ରୁଷ୍
ମସ୍କୋ: ରୁଷ୍- ୟୁକ୍ରେନ୍ ମଧ୍ୟରେ ଚାରି ବର୍ଷ ହେଲା ଯୁଦ୍ଧ ଚାଲିଥିବାବେଳେ ଶାନ୍ତି ଆଲୋଚନା ପାଇଁ କ୍ରେମଲିନ୍ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର୍ ଜେଲେନସ୍କିଙ୍କୁ ମସ୍କୋ ଆସିବାକୁ ନିମନ୍ତ୍ରଣ କରିଛି।…
Read More » -
Supreme Court reserves verdict: ବୁଲା କୁକୁର ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ବୁଲା କୁକୁର ମାମଲାରେ ସୁପ୍ରିମ୍କୋର୍ଟ ଗୁରୁବାର ରାୟ ସଂରକ୍ଷିତ ରଖିଛନ୍ତି। ମାମଲାରେ କୁକୁରପ୍ରେମୀ, କୁକୁରକାମୁଡ଼ାର ଶିକାର ବ୍ୟକ୍ତି, ପ୍ରାଣୀମାନଙ୍କ ଅଧିକାର ପାଇଁ ଲଢ଼ୁଥିବା ସାମାଜିକ କର୍ମୀ ଏବଂ କେନ୍ଦ୍ର…
Read More » -
UGC’s new rules: ୟୁଜିସିର ନୂଆ ନିୟମ ସ୍ଥଗିତ ରହିଲା: ମାର୍ଚ୍ଚ ୧୯ ସୁଦ୍ଧା ଜବାବ ରଖିବାକୁ କେନ୍ଦ୍ର ଓ ୟୁଜିସିକୁ ନୋଟିସ
ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ ଗୁରୁବାର ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଜାତିଗତ ବୈଷମ୍ୟ ପରିଭାଷା ସମ୍ପର୍କିତ ନୂଆ ନିୟମକୁ ସ୍ଥଗିତ ରଖିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ୟୁଜିସିର ନୂଆ ନିୟମକୁ ଚ୍ୟାଲେଞ୍ଜ କରି…
Read More » -
Economic Survey Report 2025-26: ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୫-୨୬: ତଳମୁହଁା ହେବ ବିକାଶ, ଆସନ୍ତାବର୍ଷ ଅଭିବୃଦ୍ଧି ୭.୨%କୁ କମିବ
ନୂଆଦିଲ୍ଲୀ: ୨୦୨୬-୨୭ ଆର୍ଥିକବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିବା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬ ଉପସ୍ଥାପନ କରିଛନ୍ତି। ଏଥିରେ ୨୦୨୫-୨୬…
Read More » -
PAK vs AUS: ଅଷ୍ଟ୍ରେଲିଆକୁ ୨୨ ରନରେ ହରାଇଲା ପାକିସ୍ତାନ୍
ଲାହୋର: ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ରେ ଅଷ୍ଟ୍ରେଲିଆକୁ ୨୨ ରନରେ ହରାଇ ଦେଇଛି ପାକିସ୍ତାନ। ପାକିସ୍ତାନର ୧୬୯ ରନ ଲକ୍ଷ୍ୟର ଜବାବରେ ଅଷ୍ଟ୍ରେଲିଆ…
Read More » -
Massive Fire: ନାଗାଲାଣ୍ଡ ଜୁକୋଉରେ ଲାଗିଥିବା ନିଆଁ ମଣିପୁରକୁ ବ୍ୟାପିଲା
କୋହିମା: ନାଗାଲାଣ୍ଡର ଜୁକୋଉ ଉପତ୍ୟକାରେ ବଡ଼ ଧରଣର ନିଆଁ ଲାଗିଛି। ନିଆଁ ଏଭଳି ବ୍ୟାପିଛି ଯେ ଏହାକୁ ନିୟନ୍ତ୍ରଣ କରିହେଉନି। ଏହାଦ୍ବାରା ପରିବେଶ ଓ ଜୀବଜନ୍ତୁଙ୍କ ପ୍ରତି…
Read More » -
Nitish Kumar: ମହିଳାଙ୍କ ପାଇଁ ୨ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଘୋଷଣା କଲେ ନୀତୀଶ
ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁୁରୁବାର ରାଜ୍ୟର ମହିଳାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର’ ଯୋଜନା ଅଧୀନରେ ରାଜ୍ୟର…
Read More » -
NDA: ଆଜି ନିର୍ବାଚନ ହେଲେ ଏନ୍ଡିଏ ୩୫୦ରୁ ଅଧିକ ଆସନରେ ଜିତିବ
ନୂଆଦିଲ୍ଲୀ: ଦିଲ୍ଲୀ ଓ ବିହାରରେ ବିଶାଳ ବିଜୟ ସହ ୨୦୨୫ ବର୍ଷ ବିଜେପି ନେତୃତ୍ବାଧୀନ ଏନ୍ଡିଏ ମେଣ୍ଟର ଦମ୍ଦାର ପ୍ରଦର୍ଶନ ଦେଖିଥିଲା। ୨୦୨୬ରେ ମଧ୍ୟ ମହାରାଷ୍ଟ୍ର ପୌର…
Read More » -
Politics: ସୁନେତ୍ରାଙ୍କୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଦେବ ଏନ୍ସିପି
ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ପରେ ଏନ୍ସିପି ଦଳ ଅଜିତଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦରେ ବସାଇବା ପାଇଁ ପ୍ରସ୍ତାବ ଦେବ…
Read More » -
Bus-Metro ବସ୍ ଯାତ୍ରାରେ କାହିଁକି ହୁଏ ଠେଲାପେଲା ? କାହିଁକି ଲାଗେ ଭିଡ଼ ? ସର୍ଭେରୁ ମିଳିଲା ସାଙ୍ଘାତିକ ସତ
ନୂଆଦିଲ୍ଲୀ: ଯେଉଁ ଲୋକମାନେ ବସ୍ରେ ଯିବା ବେଳେ ଠେଲାପେଲା ହୋଇଥାନ୍ତି ସେମାନେ ମେଟ୍ରୋରେ ଯାତ୍ରା କରିବା ବେଳେ ଧାଡ଼ିରେ ଓ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତି। ଏହା…
Read More »