ଦେଶ ବିଦେଶ
-
Health: ହସ୍ପିଟାଲରେ ରକ୍ତ ନେବାପରେ ଗୋଟିଏ ପରିବାରର ୩ ଜଣ ଏଚ୍ଆଇଭି ପଜିଟିଭ୍
ରାଞ୍ଚି: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ସଦର ହସ୍ପିଟାଲରେ ସଂକ୍ରମିତ ରକ୍ତ ନେବାରୁ ଗୋଟିଏ ପରିବାରର ୩ ଜଣ ତଥା ବାପା ମା’ ଏବଂ ସେମାନଙ୍କର ପିଲା ଏଚ୍ଆଇଭି…
Read More » -
Gita Gopinath: ଭାରତ ପାଇଁ ଶୁଳ୍କଠୁ ବଡ଼ ସମସ୍ୟା ପ୍ରଦୂଷଣ: ଗୀତା ଗୋପୀନାଥ
ଡାଭୋସ: ଭାରତୀୟ ଅର୍ଥନୀତିର ସବୁଠୁ ବଡ଼ ସମସ୍ୟା ଶୁଳ୍କ ନୁହେଁ। ଅର୍ଥନୀତି ଉପରେ ଶୁଳ୍କଠାରୁ ପ୍ରଦୂଷଣର ପ୍ରଭାବ ଅଧିକ ରହିଛି ବୋଲି ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ପ୍ରଫେସର ତଥା…
Read More » -
Ashwini Vaishnaw: ‘ଏଆଇରେ ଭାରତ ଦ୍ବିତୀୟ ନୁହେଁ, ପ୍ରଥମ ଶ୍ରେଣୀର ଅର୍ଥନୀତି’
ଡାଭୋସ୍: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତକୁ ଦ୍ବିତୀୟ ଶ୍ରେଣୀର ରାଷ୍ଟ୍ର କହିଥିବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜୋର୍ଜିଭାଙ୍କ ମନ୍ତବ୍ୟକୁ ସୂଚନା…
Read More » -
Odisha-West Bengal: ପଶ୍ଚିମବଙ୍ଗକୁ ଟପିଲା ଓଡ଼ିଶା: ଅଭିବୃଦ୍ଧି, ମୁଣ୍ଡପିଛା ଆୟ ଅଧିକ
ନୂଆଦିଲ୍ଲୀ: ପୂର୍ବ ଭାରତର ସର୍ବବୃହତ୍ ଅର୍ଥନୀତିର ମୁକୁଟ ବଜାୟ ରଖିଥିବା ପଶ୍ଚିମବଙ୍ଗକୁ ଓଡ଼ିଶା କଡ଼ା ଟକ୍କର ଦେଉଛି। ଜିିଡିପି ଅଭିବୃଦ୍ଧି ଓ ମୁଣ୍ଡପିଛା ଆୟ ଭଳି ଗୁରୁତ୍ବପୂର୍ଣ୍ଣ…
Read More » -
Spain Train Crash: ସ୍ପେନ୍ ଟ୍ରେନ୍ ଦୁର୍ଘଟଣାରୁ ବର୍ତ୍ତିଲା ୬ ବର୍ଷୀୟା ଚମତ୍କାରୀ ଝିଅ
ନୂଆଦିଲ୍ଲୀ: ରବିବାର ସ୍ପେନର ଦକ୍ଷିଣ ପ୍ରଦେଶ କର୍ଡୋବା ନିକଟରେ ଦୁଇଟି ହାଇସ୍ପିଡ୍ ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଥିଲା, ଯେଉଁଥିରେ ଅତି କମରେ ୪୨ ଜଣ ଯାତ୍ରୀଙ୍କର ମୃତ୍ୟୁ…
Read More » -
Greenland Conflict: ଟ୍ରମ୍ପଙ୍କ ଗ୍ରିନଲାଣ୍ଡ ଅଭିଳାଷ ଉପରେ ପାଣି ପକାଇଲେ ଆମେରିକାର ସହଯୋଗୀ ରାଷ୍ଟ୍ର
ଡାଭୋସ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରିନଲାଣ୍ଡ ଦଖଲ ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଥିବା ବେଳେ ଆମେରିକାର କେତେକ ଘନିଷ୍ଠ ସହଯୋଗୀ ଆମେରିକା ନେତୃତ୍ୱାଧୀନ ବିଶ୍ୱ…
Read More » -
Trump’s rejection: ଗ୍ରିନଲାଣ୍ଡ ପ୍ରସଙ୍ଗରେ ମାକ୍ରନଙ୍କ ପ୍ରସ୍ତାବିତ ଜି ୭ ବୈଠକକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ
ୱାସିଂଟନ:ଗ୍ରିନଲାଣ୍ଡ ଦଖଲ ପାଇଁ ଆମେରିକା ଦାବିକୁ ନେଇ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏନେଇ ଏକ ଜରୁରୀ ଜି-୭ ବୈଠକ ପାଇଁ ଆହ୍ବାନ କରିଛନ୍ତି।…
Read More » -
Historic verdict of the Supreme Court: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ବସନ୍ତ ପଞ୍ଚମୀରେ ଭୋଜଶାଳାରେ ହେବ ପୂଜା ଓ ନମାଜ ପାଠ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଅବସ୍ଥିତ ଐତିହାସିକ ଭୋଜଶାଳାକୁ ନେଇ ଚାଲିଥିବା ବିବାଦର ଏକ ଆବେଦନର ଶୁଣାଣି କରି, ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। ହିନ୍ଦୁ ପକ୍ଷ ଦ୍ୱାରା…
Read More » -
‘We are incomplete without India’: ‘ଭାରତ ବିନା ଆମେ ଅଧୁରା’: ୟୁରୋପର ବୟାନ, ଚିନ୍ତାରେ ଚୀନ୍-ପାକିସ୍ତାନ
ନୂଆଦିଲ୍ଲୀ: ବିଶ୍ଵରେ ପ୍ରାୟ ସବୁ ଦେଶରେ ଅଶାନ୍ତି ଲାଗିରହିଥିବା ବେଳେ ଭାରତ କିନ୍ତୁ ଏ ସବୁଥିରୁ ନିବୃତ୍ତ ରହିଛି । ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିଆସିଛି ଭାରତ ।…
Read More » -
୧୯୮୪ ଶିଖ ବିରୋଧୀ ହିଂସା ମାମଲା: ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାର ନିର୍ଦ୍ଦୋଷରେ ଖଲାସ୍
ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ୧୯୮୪ ଶିଖ ବିରୋଧୀ ହିଂସା ସମୟରେ ଜନକପୁରୀ ଓ ବିକାଶପୁରୀ ଅଞ୍ଚଳରେ ହୋଇଥିବା ହିଂସାକାଣ୍ଡ…
Read More »