ଜିଲ୍ଲା
-
Education: ୩୫ ବର୍ଷ ପରେବି ଜମି ଚିହ୍ନଟରେ ସୀମିତ ଛାତ୍ରାବାସ କୋଠା
ପାରଳାଖେମୁଣ୍ଡି (ସୁଜିତ୍ ବିଷୋୟୀ): ଅବ୍ୟବସ୍ଥାରେ ସଢୁଛନ୍ତି ଅନ୍ତେବାସୀ। ନା ଅଛି ଛାତ୍ରାବାସ ନା ରହିଛି ଆନୁସାଙ୍ଗିକ ବ୍ୟବସ୍ଥା। ଦୟନୀୟ ଅବସ୍ଥାରେ ରହି ଆସୁଛନ୍ତି ଅନ୍ତେବାସୀ। ଶୀତ କାକରରେ ଥରି…
Read More » -
Dharmashala Politics: ସରଗରମ ଧର୍ମଶାଳା ରାଜନୀତି: ଜେନାପୁର ଥାନା ଘେରିଲେ ବିଧାୟକଙ୍କ ସମର୍ଥକ
ଯାଜପୁର: ରବିବାର ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକମାନେ ମୁହାଁମୁହିଁ ହେବା ଘଟଣାରେ ସରଗରମ ହୋଇଛି ଧର୍ମଶାଳା ରାଜନୀତି। ଉଭୟ ଦଳର…
Read More » -
Farmers: କୁହୁଳୁଛି ଧାନ ଧୂଆଁ: ବିରୋଧୀ ମାରୁଛନ୍ତି ଫୁଙ୍କ, ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ୁଛନ୍ତି ଚାଷୀ
ସମ୍ବଲପୁର: ଧାନ କୁଇଣ୍ଟାଲ୍ ପିଛା ୩୧୬୯ ଟଙ୍କା ଦିଅ, ନଚେତ ବିଧାୟକଙ୍କ ଦରମା ବୃଦ୍ଧି ପ୍ରତ୍ୟାହାର କର। ଏଭଳି କୌତୂହଳପ୍ରଦ ଦାବି ରଖି ଆନ୍ଦୋଳନ ଚେତାବନୀ ଦେଇଛି ରାଜବୋଡ଼ାସମ୍ବର…
Read More » -
ଦିଗପହଣ୍ଡି ଅଞ୍ଚଳରେ ହାତୀ ଉପଦ୍ରବ, ରାତିରେ ପଶି ଦଳି ଚାଲିଗଲେ ଫସଲ
ଗଞ୍ଜମ ୧୬/୧୨: ଗଞ୍ଜାମ ଦିଗପହଣ୍ଡିରେ ହାତୀ ଉପଦ୍ରବ । ବିଳମ୍ୱିତ ରାତିରେ ପଶିଲେ, ନଷ୍ଟ କଲେ ଧାନ ଫସଲ । ଚାଷୀର ଚିନ୍ତା ବଢିଲା । ଦିଗପହଣ୍ଡି…
Read More » -
Mayurbhanj: ମୟୂରଭଞ୍ଜରେ କେରଳର ପୁନରାବୃତ୍ତି: ଖାଦ୍ୟରେ ବୋମା, ହାତୀ ମୁହଁରେ ଗଭୀର କ୍ଷତ!
ବାରିପଦା/ବୈଶିଙ୍ଗା: ୨୦୨୦ ମେ’ରେ କେରଳର ପଲକ୍କଡ଼ ଜିଲ୍ଲାରେ ବିସ୍ଫୋରକ ଭର୍ତ୍ତି ସପୁରି ଖାଇ ଏକ ଗର୍ଭବତୀ ହାତୀ ଆଖିବୁଜିଥିଲା। ଏହି ଘଟଣାର ପୁନରାବୃତ୍ତି ହୋଇଛି ମୟୂରଭଞ୍ଜଜିଲ୍ଲା ବେତନଟୀ ରେଞ୍ଜରେ। ଖାଦ୍ୟରେ ଥିବା ବୋମା…
Read More » -
Dharmashala: ଧର୍ମଶାଳାରେ ୨ ଗୋଷ୍ଠୀ ମୁହାଁମୁହିଁ, ଭଙ୍ଗାରୁଜା: ବିଧାୟକଙ୍କୁ ଗିରଫ ଦାବିରେ ଡିଜି କ୍ୟାମ୍ପ ଅଫିସ୍ରେ ବିଜେଡିର ଧାରଣା
ଭୁବନେଶ୍ବର/ଯାଜପୁର/ଚଢ଼େଇଧରା: ଧର୍ମଶାଳା ବ୍ଲକ୍ ଜେନାପୁର ଥାନା ପନ୍ତୁରୀଠାରେ ଆଜି ବିଧାୟକ ହିମାଂଶୁ ଶେଖର ସାହୁ ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଉଭୟ ଗୋଷ୍ଠୀର…
Read More » -
landmines explosion ସରଣ୍ଡା ଜଙ୍ଗଲରେ ଦୁଇ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ଦୁଇ କୋବ୍ରା ଯବାନ ଆହତ, ଏୟାରଲିଫ୍ଟ କାରାଯାଇଥିବା ସୂଚନା
ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ୍ ଅଧୀନସ୍ଥ ଜରାଇକେଲା ସୀମାନ୍ତରୁ ମାତ୍ର ୩୦ କିମି ଦୂରରେ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲ୍ଲାର ସରଣ୍ଡା ଜଙ୍ଗଲରେ ନକ୍ସଲମାନେ ପୁଣିଥରେ ସୁରକ୍ଷାବଳକୁ…
Read More » -
Poacher Gang Arrest: ଶିମିଳିପାଳରେ ଧରାପଡ଼ିଲେ ଶିକାରୀ ଗ୍ୟାଙ୍ଗ : ଦେଶୀ ବନ୍ଧୁକ, ଫାଶ ଓ ଶୁଖିଲା ବଣୁଆ ମାଂସ ଜବତ
ବାରିପଦା: ଶିମିଳିପାଳ ଦକ୍ଷିଣ ବନ୍ୟଜନ୍ତୁ ବିଭାଗ ପକ୍ଷରୁ AI ଯୁକ୍ତ ଇନଫ୍ରାରେଡ୍ କ୍ୟାମେରା ଓ ଟ୍ରାପ୍ କ୍ୟାମେରା ଲଗାଯିବା ପରେ ଶିକାରୀଙ୍କ ଗତିବିଧି ଉପରେ କଡ଼ା ନଜର ରହିଛି। ଏହି…
Read More » -
Farmer: ଟୋକନ୍ ଦାବିରେ ତେଜିଲା ଚାଷୀ ଅସନ୍ତୋଷ: ୧୯ରେ ସମ୍ବଲପୁର ବନ୍ଦ
ସମ୍ବଲପୁର: ଟୋକନ୍ ସମସ୍ୟା ସମାଧାନ ଦାବିରେ ଚାଷୀ ଅସନ୍ତୋଷ ତେଜିଛି। ଆସନ୍ତା ୧୯ ତାରିଖରେ ସମ୍ବଲପୁର ବନ୍ଦ ପାଇଁ ଆହ୍ବାନ ଦେଇଛି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ। ଏହା ପୂର୍ବରୁ ୧୬…
Read More » -
Strike All Odisha Ayush Students Unionନିଖିଳ ଓଡ଼ିଶା ଆୟୂଷ ଛାତ୍ର ସଂଗଠନର ଧାରଣା, ଗେଟ ଓ ଅଫିସରେ ତାଲା ମାରିଲେ
ରାଉରକେଲା: ଆଠ ଦଫା ଦାବି ପୂରଣ କରିବା ଦାବିରେ ଆଜି ନିଖିଳ ଓଡ଼ିଶା ଆୟୂଷ ଛାତ୍ର ସଂଗଠନ ପକ୍ଷରୁ ତାଲା ବନ୍ଦ ଆନ୍ଦୋଳନ କରାଯାଇଛି l ରାଉରକେଲା ସେକ୍ଟର ୨୧…
Read More »