ମହାନଗର
-
ନିଶାଶକ୍ତ ହୋଇ ଚଲାଉଥିଲେ ଗାଡି, ପୋଲିସ ଅଟକାଇଲା ବୋଲି ଆଟାକ୍ କଲେ
ଭୁବନେଶ୍ୱର ୨୦/୧୨ : ମଦ ପିଇ ନିଶାରେ ଚୂର୍ ହୋଇ ଚଲାଉଥିଲେ କାର୍ । ହାଭଭାବ ଦେଖି ଗାଡି ଅଟକାଇଲା ପିସିଆର । ଆଉ ପିସିଆର ପୋଲିସ…
Read More » -
Tata Power office: ଟାଟା ପାୱାର୍ ଅଫିସ ଆଗରେ ବିଜେଡିର ବିକ୍ଷୋଭ; ଅତିରିକ୍ତ ସୁରକ୍ଷା ଜମା ଆଇନ ସମ୍ମତ: ଟାଟା ପାୱାର
ଭୁବନେଶ୍ବର: ଅତିରିକ୍ତ ସୁରକ୍ଷା ଜମା(ଆଡିସିନାଲ୍ ସିକ୍ୟୁରିଟି ଡିପୋଜିଟ୍- ଏଏସ୍ଡି) ଓ ସ୍ମାର୍ଟ ମିଟର ପ୍ରତ୍ୟାହାର ଦାବିକରି ଆଜି ବିଜୁ ଯୁବ ଓ ଛାତ୍ର ଜନତା ପକ୍ଷରୁ ପାୱାରହାଉସ୍ ଛକସ୍ଥିତ ଟାଟା…
Read More » -
Ganjam: ଗଞ୍ଜାମରୁ ବନ୍ଧାହେଲା ହାପି ହାତୀ
ଭୁବନେଶ୍ବର/ଧଉଳି: ‘ମୁଁ ଜେଲ୍ରୁ ଫେରିଥିବାରୁ ପରଦିନ ସନ୍ଧ୍ୟାରେ ୫ ଜଣ ସାଙ୍ଗ ଦୟା ନଈପଠାରେ ଏକାଠିହୋଇ ବିୟର ପାର୍ଟି କରିଥିଲୁ। ନିଶା ବି ଜୋର ଚଢ଼ିଥାଏ। ଏହି ସମୟରେ…
Read More » -
Bhubaneswar-Puri: ସୁଦୃଢ଼ ହେବ ଭୁବନେଶ୍ବର-ପୁରୀ ରେଳ ଲାଇନ୍, ୧୩୦ କିମି ବେଗରେ ଦୌଡ଼ିବ ଟ୍ରେନ୍
ଭୁବନେଶ୍ବର: ଭୁବନେଶ୍ବରରୁ ପୁରୀକୁ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡ଼ିବ ଟ୍ରେନ୍। ଆଖି ପିଛୁଳାକେ ଭୁବନେଶ୍ବରରୁ ଯାଇ ପୁରୀରେ ପହଞ୍ଚିଯିବେ ଯାତ୍ରୀ। ତାହାକୁ ନଜରରେ ରଖି ପୂର୍ବତଟ…
Read More » -
A sick elephant: ଚନ୍ଦକା ଜଙ୍ଗଲରେ ବୁଲୁଛି ଅସୁସ୍ଥ ହାତୀ, ଦୁର୍ବଳ ହେଉଛି ଦନ୍ତା
ଭୁବନେଶ୍ବର/ମେଣ୍ଢାଶାଳ: ଚନ୍ଦକା ଜଙ୍ଗଲରେ ବୁଲୁଛି ଅସୁସ୍ଥ ଦନ୍ତା। ଛୋଟେଇ ଛୋଟେଇ ଚାଲୁଛି। ଜଙ୍ଗଲ ଭିତରେ ଦୌଡ଼ି ପାରୁନାହିଁ। ହାତୀପଲ ଛାଡ଼ି କୁଆଡ଼େ ଯାଉନି। ବରଂ ଗୁମ୍ ମାରି ଗୋଟିଏ…
Read More » -
Greetings: ଗ୍ରିଟିଂସ୍: କାର୍ଡ ନୁହେଁ, ଥିଲା ‘ସ୍ମୃତିପସରା’
ଟେବୁଲୁ ଉପରେ ଟମାଟୋ ଖଟା…, ସାଙ୍ଗକୁ ମୋର ଟାଟା…। ଗୋଲାପ ଗଛରେ ବହୁତ କଣ୍ଟା… ମନେ ପକାଉଥିବୁ ଘଣ୍ଟାକୁ ଘଣ୍ଟା…। ଏମିତିକା ସବୁ ବାର୍ତ୍ତା ଶୁଣିଲେ ୯୦ ଦଶକ କଥା…
Read More » -
Goth fashion: ରହସ୍ୟମୟ ଲୁକ୍ ଦେଉଛି ‘ଗୋଥ୍ ଫ୍ୟାସନ’
ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମର ପ୍ରସାର ଯୋଗୁଁ ବର୍ତ୍ତମାନ ଯୁବ ପିଢ଼ି ‘ଗୋଥ୍ କଲ୍ଚର୍’ ଆଡ଼କୁ ଆକୃଷ୍ଟ ହେଉଛନ୍ତି। ଏବେ ଗୋଥ୍ ଗଳ୍ପ, ସଙ୍ଗୀତ ଠାରୁ ଆରମ୍ଭ କରି ପୋଷାକ, ପ୍ରସାଧନ…
Read More » -
Farmers Strike Sambalpur ଚାଷୀ ସଂଗଠନ ପକ୍ଷରୁ ଆଜି ସମ୍ବଲପୁର ବନ୍ଦ ପାଳନ
ସମ୍ବଲପୁର: ଟୋକନ୍ ସମସ୍ୟା ସମାଧାନ ଦାବିରେ ଆଜି ଚାଷୀ ସଂଗଠନ ପକ୍ଷରୁ ଆଜି (୧୯ ତାରିଖରେ) ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ପାଳନ ହେଉଛି। ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ ଏହାର ନେତୃତ୍ବ …
Read More » -
circuit house locked rourkela ୧୭ କୋଟିର ସର୍କିଟ୍ ହାଉସ୍ରେ ତାଲା, ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେଉଛି ସୌନ୍ଦର୍ଯ୍ୟ
ରାଉରକେଲା: ମନ୍ତ୍ରୀ, ଅତିଥି, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ଅନ୍ୟମାନଙ୍କ ରହଣି ପାଇଁ ପାନପୋଷ ପୁରୁଣା ସର୍କିଟ୍ ହାଉସ୍ ପାର୍ଶ୍ବରେ ନିର୍ମାଣ ହୋଇଛି ନୂଆ ସର୍କିଟ ହାଉସ୍। ଖର୍ଚ୍ଚ…
Read More » -
CWC intervention: ମା’ହେଲେ ଦୁଷ୍କର୍ମ ପୀଡ଼ିତା ଛାତ୍ରୀ: ସିଡବ୍ଲ୍ୟୁସିର ହସ୍ତକ୍ଷେପ ପରେ ମାମଲା ରୁଜୁ
କଟକ: କଟକ ପ୍ରତାପନଗରୀ ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି। ସ୍କୁଲରୁ ଫେରିବା ରାସ୍ତାରେ ଦୁଷ୍କର୍ମର ଶିକାର ହୋଇଥିବା ଏହି…
Read More »