ମହାନଗର
-
50th anniversary: ଗୋତି ଶ୍ରମିକ ଉଚ୍ଛେଦ ଆଇନର ୫୦ ବର୍ଷ ପୂର୍ତ୍ତି: ୨୦୨୩-୨୪ରେ ୧୫୫ ଗୋତି ଶ୍ରମିକ ଉଦ୍ଧାର
ଭୁବନେଶ୍ୱର: ଗୋତି ଶ୍ରମିକ ପ୍ରଥା ଶେଷ ହୋଇନାହିଁ। ଏହା ନୂତନ ଓ ଅଧିକ ଅଦୃଶ୍ୟ ଆକାର ନେଇଛି। ଦୁର୍ବଳ ପ୍ରୟୋଗ, ବିଭାଗୀୟ ସମନ୍ୱୟର ଅଭାବ ଓ ଜିଲ୍ଲାସ୍ତରରେ ସଚେତନତା ସମିତିଗୁଡ଼ିକର…
Read More » -
farmers protest: ଆନ୍ଦୋଳନକୁ ଓହ୍ଲାଇବେ ୧୦ରୁ ଅଧିକ ଶ୍ରମିକ ଓ ଚାଷୀ ସଂଗଠନ: ଶ୍ରମକୋଡ୍ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ଧର୍ମଘଟ ୧୨ରେ
ଭୁବନେଶ୍ୱର: କେନ୍ଦ୍ର ସରକାର ଲାଗୁ କରିଥିବା ୪ ଶ୍ରମକୋଡ୍ ଶ୍ରମିକ ବିରୋଧୀ। ଏହି ୪ ଶ୍ରମକୋଡ୍ ଶ୍ରମିକମାନଙ୍କୁ ମାଲିକମାନଙ୍କ ଗୋଲାମ କରିଦେବ ଓ ଶହେ ବର୍ଷ ତଳର ସ୍ଥିତିକୁ ଠେଲିଦେବ।…
Read More » -
250 Ambulance Inagurated: ୨୫୦ ନୂତନ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର: ଓଡ଼ିଶାର କୋଣ-ଅନୁକୋଣରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ୨୫୦ଟି ନୂତନ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି | ମିଳିଥିବା ସୂଚନା ମୁତାବକ…
Read More » -
Elephant Attack: ଦନ୍ତାର ଆତଙ୍କ: ୩ଜଣଙ୍କୁ ଦଳିଲା, ୩ ଗୁରୁତର
ଢେଙ୍କାନାଳ: ଜଙ୍ଗଲକୁ କାଠ ଗୋଟାଇବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି | ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ବଳଦିଆ ବନ୍ଧ ସେକ୍ସନର ପାଟପୁରିଆ ସଂରକ୍ଷିତ ଜଙ୍ଗଲରେ…
Read More » -
Doctor Salary Hike: ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରମାନଙ୍କ ବଢ଼ିଲା ଦରମା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତର ମାନଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି।…
Read More » -
Health: ଆୟୁଷ ଡାକ୍ତରଙ୍କ ସର୍ବନିମ୍ନ ଦରମା ୫୬, ୯୪୮ ଟଙ୍କା, ସର୍ବାଧିକ ଦରମା ୯୧,୪୬୭
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଜାତୀୟ ସ୍ବାସ୍ଥ୍ୟ ମିସନ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରମାନଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସ୍ବାସ୍ଥ୍ୟସେବା…
Read More » -
The ambulance cannot find a way: ଆମ୍ବୁଲାନ୍ସକୁ ବାଟ ମିଳୁନି: ମେଡିକାଲରେ ଠିକ୍ ସମୟରେ ପହଞ୍ଚୁନାହାନ୍ତି ରୋଗୀ
ଚନ୍ଦ୍ରଶେଖରପୁର: ରାସ୍ତାରେ ଯାଉଥିବା ଆମ୍ବୁଲାନ୍ସକୁ ବାଟ ଛାଡ଼ିବାକୁ ମାଳମାଳ ଯୋଜନା ହେଉଛି। ମାତ୍ର ସେଗୁଡ଼ିକ କେବଳ କାଗଜପତ୍ରରେ ରହିଯାଉଛି। କାର୍ଯ୍ୟକାରୀ ହେଉନାହିଁ କି ଆମ୍ବୁଲାନ୍ସକୁ ଟ୍ରାଫିକ୍ ଯନ୍ତ୍ରଣାରୁ ନିସ୍ତାର…
Read More » -
Srilingaraj: ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ପ୍ରସ୍ତୁତି ସମୀକ୍ଷା: ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନକୁ ଗୁରୁତ୍ୱ
ଭୁବନେଶ୍ୱର: ୫ ଦିନ ପରେ ମହାଶିବରାତ୍ରୀ। ଉତ୍ସବମୁଖର ହେବ ପ୍ରଭୁ ଲିଙ୍ଗରାଜଙ୍କ ପୀଠ। ମହାଶିବରାତ୍ରୀରେ ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ସହ ଜାଗର ଯାତ୍ରାକୁ ସଫଳ କରିବା ନେଇ…
Read More » -
valentine week: ତୁଳୁତୁଳିଆ କଣ୍ଢେଇ କହିବ ଗହନ ମନର କଥା: ପସନ୍ଦରେ ସବୁବେଳେ ଗୋଲାପି କଣ୍ଢେଇ
ଭୁବନେଶ୍ୱର: ଭଳିକି ଭଳି ଚକୋଲେଟ୍ର ଫ୍ଲେବର୍ ଆଜି ସମ୍ପର୍କରେ ମିଠାର ସ୍ବାଦ ଭରିଥିଲା। ଏହି ମଧୁରତା ଭିତରେ ମନର କଥା କହିବାକୁ ଆସନ୍ତାକାଲି ତୁଳୁତୁଳିଆ କଣ୍ଢେଇକୁ ଅସ୍ତ୍ର…
Read More » -
Upendra Nayak Foundation: ପ୍ରଫେସର ଉପେନ୍ଦ୍ର ନାୟକ ଫାଉଣ୍ଡେସନ ପକ୍ଷରୁ ପୁସ୍ତକ ଲୋକାର୍ପଣ: ‘ଅନୁକରଣ ନୁେହଁ, ସୃଜନଶୀଳ ରଚନା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବ’
ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ବିଶ୍ୱର ବିକଶିତ ସାହିତ୍ୟ ମଧ୍ୟରେ ଅନ୍ୟତମ। ହେଲେ ଆମର ରଚନାଗୁଡ଼ିକରେ ଯେଉଁ ପରିମାଣରେ ଭାବାବେଗ, ଓଡ଼ିଆତ୍ୱର ପ୍ରତିଛବି ରହିବା କଥା ତାହା ପରିଲକ୍ଷିତ ହେଉନାହିଁ। ତେଣୁ…
Read More »