ଜାତୀୟ
-
Welcome the New Year: ନୂଆବର୍ଷକୁ ସ୍ବାଗତ: ବିଶ୍ବବ୍ୟାପୀ ଉଲ୍ଲାସ, ଆତସବାଜି ପ୍ରଦର୍ଶନ
ନୂଆଦିଲ୍ଲୀ/ପ୍ୟାରିସ: ଆଜି ସମଗ୍ର ବିଶ୍ବ ନୂଆବର୍ଷ ୨୦୨୬କୁ ଜୋର୍ଦାର ସ୍ବାଗତ କରିଛି। ନ୍ୟୁଜିଲାଣ୍ଡରେ ନୂଆବର୍ଷର ପ୍ରଥମ ଝଲକଠାରୁ ଆରମ୍ଭ କରି ଆମେରିକାରେ ଚମକଦାର ସମାପ୍ତି ପର୍ଯ୍ୟନ୍ତ, ବିଶ୍ୱର କୋଟି କୋଟି…
Read More » -
Khalida’s funeral: ଖାଲିଦାଙ୍କ ଶେଷକୃତ୍ୟରେ ଯୋଗଦେଲେ ଜୟଶଙ୍କର: ତାରିକ ରହମାନଙ୍କୁ ଭେଟିଲେ, ମୋଦୀଙ୍କ ପତ୍ର ପ୍ରଦାନ କଲେ
ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ଆଜି ଅନ୍ତିମ ବିଦାୟ ଦିଆଯାଇଛି। ଢାକାରେ ଆଜି ରାଷ୍ଟ୍ରୀୟ ସମ୍ମାନ ସହ ଖାଲିଦାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୮୦ ବର୍ଷୀୟା…
Read More » -
India-Pakistan: ଭାରତ-ପାକ୍ ଅସ୍ତ୍ରବିରତି: ଚୀନ୍ର ଶ୍ରେୟ ଦାବିକୁ ଭାରତର ପ୍ରତ୍ୟାଖ୍ୟାନ, ‘ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ’
ନୂଆଦିଲ୍ଲୀ: ଭାରତ-ପାକ୍ ଅସ୍ତ୍ରବିରତିର ଶ୍ରେୟ ନେବାକୁ ଆମେରିକା ବ୍ୟାକୁଳ ଥିବା ବେଳେ ଏବେ ଚୀନ୍ ଏହି ବିବାଦକୁ କୁଦିଛି । ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଦାବି କରିଛନ୍ତି…
Read More » -
Infant Died Of Diarrhoea: ଗାଢ଼ କ୍ଷୀରକୁ ପତଳା କରିବା ପାଇଁ ନଳ ପାଣି ମିଶାଇଲା ମା’, ଚାଲିଗଲା ୫ମାସ ଶିଶୁର ଜୀବନ
ଇନ୍ଦୋର: ବିବାହର ୧୦ବର୍ଷ ପରେ ହୋଇଥିଲା ପୁଅ। ମା’ର ଗୋଟାଏ ଭୁଲ ନେଇଗଲା ଜୀବନ। ଗାଢ଼ କ୍ଷୀରକୁ ପତଳା କରିବା ପାଇଁ ସେଥିରେ ନଳ ପାଣି ମିଶାଇବା ହେଲା କାଳ।…
Read More » -
Two Countries Restrict American Entry: ଟ୍ରମ୍ପଙ୍କୁ ଜବାବ ଦେଲେ ଏହି ଦୁଇ ଦେଶ, ପ୍ରବେଶ କରିପାରିବେନି ଆମେରିକୀୟ
ନୂଆଦିଲ୍ଲୀ: ଆମେରିକୀୟଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଲେ ୨ଦେଶ। ଟ୍ରମ୍ପଙ୍କୁ ଦେଲେକଡ଼ା ଜବାବ। ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ, ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶର ନାଗରିକଙ୍କ…
Read More » -
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ମୃତ୍ୟୁ, ୮୦ ବର୍ଷ ବୟସରେ ପରଲୋକ
ନୂଆଦିଲ୍ଲୀ, ୩୦/୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରଲୋକ । ରାଜନୈତିକ ଅସ୍ଥିରତା ମଧ୍ୟରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପରଲୋକ ଘଟିଛି । ସେ ବାଂଲା…
Read More » -
ଜଣେ କି ଦୁଇ ଜଣ ନୁହନ୍ତି, ଏହି ୫ ଜଣ ଅଭିନେତ୍ରୀଙ୍କ ସହ ଥିଲା ସଲମାନଙ୍କ ଆଫେୟାର୍ସ
ବଲିଉଡର ଭାଇଜାନ ସଲମାନ ଖାନ । ଆଜି ସେ ତାଙ୍କର ୬୦ତମ ଜନ୍ମ ଦିନ ପାଳନ କରିଛନ୍ତି। ସଲମାନ ସେହି ବଲିଉଡ ଷ୍ଟାରମାନଙ୍କ ମଧ୍ୟରୁ ଜଣେ ।…
Read More » -
ସୁନାର ସଂସାରକୁ ଭାଙ୍ଗିଦେଲା ଗୋଟିଏ ଟାଟୁ, ସ୍ୱାମୀଙ୍କୁ ଆଜୀବନ ଜେଲଦଣ୍ଡ
ବେଙ୍ଗାଲୁରୁ:ପ୍ରଥମ ଦେଖାରୁ ପ୍ରେମ। ତାପରେ ବିବାହ। ଖୁସିରେ ଚାଲୁଥିଲା ସୁନାର ସଂସାର। ହେଲେ ସବୁକିଛି ଛାରଖାର କରିଦେଲା ଗୋଟିଏ ଟାଟୁ। ଟାଟୁକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ…
Read More » -
ମହାରାଷ୍ଟ୍ର ରାଜନୀତିରେ ନୂଆ ସମୀକରଣ : ଏକାଠି ହେଲେ ଅଜିତ-ଶରଦ, ମିଶିକି ଲଢିବେ ନିର୍ବାଚନ
ନୂଆଦିଲ୍ଲୀ, ୨୯/୧୨: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ତାଙ୍କ ଦାଦା ଶରଦ ପାଓ୍ୱାରଙ୍କ ସହ ମେଣ୍ଟ ପାଇଁ…
Read More » -
ଟାଟାନଗର-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ଲାଗିଲା ନିଆଁ; ଦୁର୍ଘଟଣାରେ ଜଣେ ମୃତ, ଅନେକ ଆହତ
ନୂଆଦିଲ୍ଲୀ ୨୯।୧୨; ଟାଟାନଗର-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଟ୍ରେନର ଦୁଇଟି କୋଚରେ ଲାଗିଥିଲା ନିଆଁ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ପ୍ରାୟ ୬୬ କିଲୋମିଟର ଦୂର…
Read More »