ଜାତୀୟ
-
ସୁପ୍ରିମକୋର୍ଟରେ ବୁଲା କୁକୁର ମାମଲା : ଅଦାଲତ କହିଲେ- ‘କିଏ ଜାଣିଛି କୁକୁର କେତେବେଳେ କାମୁଡିବ ?’
ନୂଆଦିଲ୍ଲୀ, ୦୭/୦୧: ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଛି । କୋର୍ଟ ମଧ୍ୟ ମଙ୍ଗଳବାରଠାରୁ ବିଭିନ୍ନ ଆବେଦନର ଶୁଣାଣି ଆରମ୍ଭ କରିଛନ୍ତି । ରାସ୍ତାଘାଟରେ ବୁଲୁଥିବା…
Read More » -
ଛତିଶଗଡ଼ ସୁକମାରେ ଆତ୍ମସମର୍ପଣ କଲେ ୨୬ ମାଓବାଦୀ, ୧୩ ଜଣଙ୍କ ମୁଣ୍ଡ ଉପରେ ଥିଲା ୬୫ ଲକ୍ଷ ଟଙ୍କାର ପୁରସ୍କାର
ରାୟପୁର ୭।୧: ପୋଲିସ ସୂଚନା ଅନୁସାରେ ଛତିଶଗଡ଼ ସୁକମାରେ ବୁଧବାର ୨୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୩ ଜଣଙ୍କ ଉପରେ ମୋଟ ୬୫ଲକ୍ଷ…
Read More » -
ନବୋଦୟ ବିଦ୍ୟାଳୟ ସମିତି ନବମ ଶ୍ରେଣୀ LEST ଆଡମିଟ କାର୍ଡ navodaya.gov.inରେ ଜାରି
ନୂଆଦିଲ୍ଲୀ ୭।୧ : ନବୋଦୟ ବିଦ୍ୟାଳୟ ସମିତି (ଏନଭିଏସ) ନବମ ଶ୍ରେଣୀ ଲେଟରାଲ ଏଣ୍ଟ୍ରି ସିଲେକ୍ସନ ଟେଷ୍ଟ (ଏଲଇଏସଟି) ୨୦୨୬ର ଆଡମିଟ କାର୍ଡ ଜାରି କରିଛି। ନବମ…
Read More » -
ଆରଡିଏକ୍ସ ଲଗାଇ ଉଡ଼ାଇ ଦେବୁ ୭ କୋର୍ଟ, କାଶୀ ଏକ୍ସପ୍ରେସ୍ରେ ବୋମା…ଧମକ ମିଳିବା ପରେ ହଇଚଇ
ନୂଆଦିଲ୍ଲୀ: ଗୁଜରାଟ, ଉତ୍ତର ପ୍ରଦେଶ ଏବଂ କର୍ଣ୍ଣାଟକର ବିଭିନ୍ନ ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା । ଗୁଜରାଟର ୬ଟି କୋର୍ଟ, ଉତ୍ତର ପ୍ରଦେଶର ମାଉ ରେଳ…
Read More » -
Welcome the New Year: ନୂଆବର୍ଷକୁ ସ୍ବାଗତ: ବିଶ୍ବବ୍ୟାପୀ ଉଲ୍ଲାସ, ଆତସବାଜି ପ୍ରଦର୍ଶନ
ନୂଆଦିଲ୍ଲୀ/ପ୍ୟାରିସ: ଆଜି ସମଗ୍ର ବିଶ୍ବ ନୂଆବର୍ଷ ୨୦୨୬କୁ ଜୋର୍ଦାର ସ୍ବାଗତ କରିଛି। ନ୍ୟୁଜିଲାଣ୍ଡରେ ନୂଆବର୍ଷର ପ୍ରଥମ ଝଲକଠାରୁ ଆରମ୍ଭ କରି ଆମେରିକାରେ ଚମକଦାର ସମାପ୍ତି ପର୍ଯ୍ୟନ୍ତ, ବିଶ୍ୱର କୋଟି କୋଟି…
Read More » -
Khalida’s funeral: ଖାଲିଦାଙ୍କ ଶେଷକୃତ୍ୟରେ ଯୋଗଦେଲେ ଜୟଶଙ୍କର: ତାରିକ ରହମାନଙ୍କୁ ଭେଟିଲେ, ମୋଦୀଙ୍କ ପତ୍ର ପ୍ରଦାନ କଲେ
ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ଆଜି ଅନ୍ତିମ ବିଦାୟ ଦିଆଯାଇଛି। ଢାକାରେ ଆଜି ରାଷ୍ଟ୍ରୀୟ ସମ୍ମାନ ସହ ଖାଲିଦାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୮୦ ବର୍ଷୀୟା…
Read More » -
India-Pakistan: ଭାରତ-ପାକ୍ ଅସ୍ତ୍ରବିରତି: ଚୀନ୍ର ଶ୍ରେୟ ଦାବିକୁ ଭାରତର ପ୍ରତ୍ୟାଖ୍ୟାନ, ‘ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ’
ନୂଆଦିଲ୍ଲୀ: ଭାରତ-ପାକ୍ ଅସ୍ତ୍ରବିରତିର ଶ୍ରେୟ ନେବାକୁ ଆମେରିକା ବ୍ୟାକୁଳ ଥିବା ବେଳେ ଏବେ ଚୀନ୍ ଏହି ବିବାଦକୁ କୁଦିଛି । ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଦାବି କରିଛନ୍ତି…
Read More » -
Infant Died Of Diarrhoea: ଗାଢ଼ କ୍ଷୀରକୁ ପତଳା କରିବା ପାଇଁ ନଳ ପାଣି ମିଶାଇଲା ମା’, ଚାଲିଗଲା ୫ମାସ ଶିଶୁର ଜୀବନ
ଇନ୍ଦୋର: ବିବାହର ୧୦ବର୍ଷ ପରେ ହୋଇଥିଲା ପୁଅ। ମା’ର ଗୋଟାଏ ଭୁଲ ନେଇଗଲା ଜୀବନ। ଗାଢ଼ କ୍ଷୀରକୁ ପତଳା କରିବା ପାଇଁ ସେଥିରେ ନଳ ପାଣି ମିଶାଇବା ହେଲା କାଳ।…
Read More » -
Two Countries Restrict American Entry: ଟ୍ରମ୍ପଙ୍କୁ ଜବାବ ଦେଲେ ଏହି ଦୁଇ ଦେଶ, ପ୍ରବେଶ କରିପାରିବେନି ଆମେରିକୀୟ
ନୂଆଦିଲ୍ଲୀ: ଆମେରିକୀୟଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଲେ ୨ଦେଶ। ଟ୍ରମ୍ପଙ୍କୁ ଦେଲେକଡ଼ା ଜବାବ। ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ, ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶର ନାଗରିକଙ୍କ…
Read More » -
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ମୃତ୍ୟୁ, ୮୦ ବର୍ଷ ବୟସରେ ପରଲୋକ
ନୂଆଦିଲ୍ଲୀ, ୩୦/୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରଲୋକ । ରାଜନୈତିକ ଅସ୍ଥିରତା ମଧ୍ୟରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପରଲୋକ ଘଟିଛି । ସେ ବାଂଲା…
Read More »