ଜାତୀୟ
-
Winter session: ଶୀତ ଅଧିବେଶନ: ମନରେଗାର ନାମ ପରିବର୍ତ୍ତନ ନେଇ ଗର୍ଜିଲେ ବିରୋଧୀ
ନୂଆଦିଲ୍ଲୀ: ଡିସେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବିତର୍କ ଓ ଆଲୋଚନା ପରେ ଅଧିବେଶନ ଏବେ ଶେଷ ସପ୍ତାହରେ ପ୍ରବେଶ କରିଛି।…
Read More » -
ପ୍ରଦୂଷଣ ରୋକିବାକୁ ବଡ଼ ନିଷ୍ପତ୍ତି, ଦିଲ୍ଲୀରେ ୧୮ ଡିସେମ୍ବରରୁ ଏମାନଙ୍କୁ ମିଳିବନି ତେଲ
ନୂଆଦିଲ୍ଲୀ: ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଦିଲ୍ଲୀ ସରକାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ଗୁରୁବାର ଅର୍ଥାତ ଡିସେମ୍ବର ୧୮ରୁ, ଦିଲ୍ଲୀ ବାହାରୁ…
Read More » -
delhi air pollution: ପ୍ରଦୂଷଣ ପାଇଁ କ୍ଷମା ମାଗିଲେ ଦିଲ୍ଲୀ ସରକାର, ପୂର୍ବ ସରକାର ଉପରେ ଲଦିଲେ ଦୋଷ
ନୂଆଦିଲ୍ଲୀ: delhi air pollution, ଦିଲ୍ଲୀର ବାୟୁ ପ୍ରଦୂଷଣ ସାଂଘାତିକ ସ୍ଥିତିରେ ପହଞ୍ଚିଛି। ଏନେଇ ରାଜଧାନୀ ବାସିନ୍ଦା ଚିନ୍ତା ବ୍ୟକ୍ତ କରିବା ପରେ ଲୋକଙ୍କୁ କ୍ଷମା ମାଗିଛନ୍ତି ଦିଲ୍ଲୀ ସରକାର।…
Read More » -
ଦିଲ୍ଲୀରେ ପହଞ୍ଚିଲେ ଗୋଆ ଟ୍ରାଜେଡିର ଅଭିଯୁକ୍ତ ଲୁଥ୍ରା ବ୍ରଦର୍ସ, ସାମନାକୁ ଆସିଲା ଗିରଫ ବେଳର ଫଟୋ
ନୂଆଦିଲ୍ଲୀ: ଦିଲ୍ଲୀରେ ପହଞ୍ଚିଲେ ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଅଭିଯୁକ୍ତ ଲୁଥ୍ରା ବ୍ରଦର୍ସ। ସେମାନଙ୍କୁ ଥାଇଲ୍ୟାଣ୍ଡର ବ୍ୟାଙ୍କକରୁ ନିର୍ବାସନ ପରେ ଗିରଫ କରାଯାଇଛି। ଫୁକେଟର ଏକ…
Read More » -
Unemployment: ବେକାରି ହାର ୪.୭%କୁ ହ୍ରାସ: ଏପ୍ରିଲ୍ ପରେ ସର୍ବନିମ୍ନ
ନୂଆଦିଲ୍ଲୀ: ପନ୍ଦର ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ ବେକାରି ହାର ୪.୭ ପ୍ରତିଶତକୁ ହ୍ରାସ ପାଇଛି। କେନ୍ଦ୍ର ସରକାର ଜାରି କରିଥିବା ନଭେମ୍ବର ମାସ…
Read More » -
4 Death Bus Accident Mathura ମଥୁରାରେ ବଡ଼ ଧରଣର ଦୁର୍ଘଟଣା: ୪ ମୃତ, ୨୫ ଆହତ
ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ମଙ୍ଗଳବାର ଭୋର ସମୟରେ ଏକ ଧରଣର ସଡ଼କ ବଡ଼ ଦୁର୍ଘଟଣା ଘଟିଛି। ସାତୋଟି ବସ୍ ଏବଂ ତିନୋଟି କାର ଧକ୍କା ଖାଇ ନିଆଁ ଲାଗିଗଲା।…
Read More » -
Nuclear device: ୬୦ ବର୍ଷ ପୂର୍ବେ ହିମାଳୟରେ ହଜିଥିବା ପରମାଣୁ ଡିଭାଇସ୍ ଗଙ୍ଗା ପ୍ରତି ବିପଦ
ନୂଆଦିଲ୍ଲୀ: ଭାରତୀୟ ହିମାଳୟରେ ଦୀର୍ଘ ଦିନ ଧରି ପୋତି ହୋଇ ରହିଥିବା ଶୀତଳ ଯୁଦ୍ଧର ରହସ୍ୟ ପୁଣି ଚର୍ଚ୍ଚାକୁ ଆସିଛି। ପ୍ରାୟ ୬୦ ବର୍ଷ ପୂର୍ବେ ନନ୍ଦା ଦେବୀ ନିକଟରେ…
Read More » -
‘ମୋ ପୁଅ ନିର୍ଦୋଷ, ସେ ଘରୁ ବାହାରେନି, ତା ପାଖରେ ବନ୍ଧୁକ ନଥିଲା’- ଆତଙ୍କୀ ନଭିଦର ମାଆ
ସିଡନୀ, ୧୫/୧୨:ଅଷ୍ଟ୍ରେଲିଆର ବଣ୍ଡି ବିଚରେ ହୋଇଥିବା ଗୁଳିକାଣ୍ଡ ମାମଲାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ଆକ୍ରମଣକାରୀ ବାପା-ପୁଅଙ୍କ ବାବଦରେ ନୂଆ ନୂଆ ତଥ୍ୟ ସାମ୍ନାକୁ…
Read More » -
ସିଡନୀରେ ବାପା-ପୁଅ କରିଥିଲେ ଆତଙ୍କବାଦୀ ଆକ୍ରମଣ, ଏପର୍ଯ୍ୟନ୍ତ ଗଲାଣି ୧୬ ଜୀବନ
ନୂଆଦିଲ୍ଲୀ ୧୫।୧୨; ରବିବାର ସିଡନୀର ବଣ୍ଡି ବିଚ୍ରେ ପହଲଗାମ୍ ଘଟଣାର ପୁନରାବୃତ୍ତି। ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ଏପର୍ଯ୍ୟନ୍ତ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ମିଳିଛି ଏହି ଆତଙ୍କବାଦୀ…
Read More » -
AQI In Delhi: ଦିଲ୍ଲୀରେ ୪୮୩ ପାର୍ କଲା AQI, ଦୃଶ୍ୟମାନ୍ୟତା ଶୂନ ହେବାରୁ ୪୦ବିମାନ ଉଡ଼ାଣ ବାତିଲ୍
ନୂଆଦିଲ୍ଲୀ: ବିଗିଡ଼ିବାରେ ଲାଗିଛି ଦିଲ୍ଲୀର ପରିସ୍ଥିତି। ଦିନକୁ ଦିନ କଲବଲ କରୁଛି ବାୟୁ ପ୍ରଦୂଷଣ। ରାଜଧାନୀରେ ଏବେ ବାୟୁ ଗୁଣବତ୍ତା ବିପଦ ସୀମା ଟପିଥିବା ବେଳେ ଦୃଶ୍ୟମାନ୍ୟତା ଶୂନ ହୋଇଯାଇଛି।…
Read More »