ଓଡିଶା
-
Paddy harvesting in 10 more districts: ୧୦ସୁଦ୍ଧା ଆଉ ୧୨ଜିଲ୍ଲାରେ ଧାନ ସଂଗ୍ରହ: ଖରିଫ ଧାନକିଣା ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ସଚିବ
ଭୁବନେଶ୍ୱର: ଜାନୁଆରି ୧୦ ସୁଦ୍ଧା ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ମଣ୍ଡିରେ ଧାନକିଣା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିେର୍ଦ୍ଦଶ ଦେଇଛନ୍ତି। ହେଲେ ଏବେ ସୁଦ୍ଧା ୧୮ଟି ଜିଲ୍ଲାରେ ଧାନକିଣା ଆରମ୍ଭ…
Read More » -
Navodaya campus: ନବୋଦୟ କ୍ୟାମ୍ପସ୍ରେ ବ୍ୟାପିଲା ଜଣ୍ଡିସ୍: ୪୦ ପଜିଟିଭ୍ ଚିହ୍ନଟ, ଘରକୁ ପଳାଇଲେ ୧୫୦ ଛାତ୍ରଛାତ୍ରୀ
ଖୋର୍ଦ୍ଧା: ଖୋର୍ଦ୍ଧା ପିଏମ୍ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ (ହେପାଟାଇଟିସ୍-ସି) ଆତଙ୍କ। ବିଦ୍ୟାଳୟରେ ଜଣ୍ଡିସ୍ ଏଭଳି କୋକୁଆଭୟ ସୃଷ୍ଟି କରିଛି ଯେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଘରକୁ ପଳାଇ ଗଲେଣି।…
Read More » -
Pitavas Panda Murder Case: ପୀତବାସ ପଣ୍ଡା ହତ୍ୟା ମାମଲା: ୭୫ ଦିନରେ ଦାଖଲ ହେଲା ପ୍ରାଥମିକ ଚାର୍ଜସିଟ୍
ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ପୁଲିସ କୋର୍ଟରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି। ତଦନ୍ତକାରୀ ଅଧିକାରୀ ତଥା ଟାଉନ୍ ଏସ୍ଡିପିଓ ପୀୟସ୍ ରଂଜନ ଛୋଟରାୟଙ୍କ ନେତୃତ୍ବରେ…
Read More » -
Malnutrition in the remote area: ଦୁର୍ଗମ ବଡ଼ଜିମେଇଁରେ ଅପପୁଷ୍ଟି: ୧୦ରୁ ଊର୍ଦ୍ଧ୍ବ ଶିଶୁ ଆକ୍ରାନ୍ତ, ଭାତ ସାଙ୍ଗକୁ ଖାଉଛନ୍ତି ଲଙ୍କାଲୁଣ
ହରିଚନ୍ଦନପୁର/ରେବଣାପଳାଶପାଳ: ଭାତ ସାଙ୍ଗକୁ ଲୁଣଲଙ୍କା, ନ ହେଲେ ବଇଙ୍ଗା ଆଳୁ (ଜଙ୍ଗଲଜାତ ଦ୍ରବ୍ୟ) ସିଝେଇ ଖାଆନ୍ତି। ଅଧିକାଂଶ ଶିଶୁଙ୍କର ପେଟ ବାହାରି ଆସିଛି। ଖଣିଖାଦାନଭରା କେନ୍ଦୁଝରର ହରିଚନ୍ଦନପୁର ବ୍ଲକ୍…
Read More » -
Alcohol in village: ମଦ ପାଇଁ ପୁରୁଷଶୂନ୍ୟ ହୋଇଗଲାଣି ଗାଁ: ୫୦ ପ୍ରତିଶତ ମହିଳା ଭୋଗୁଛନ୍ତି ବୈଧବ୍ୟ ଯନ୍ତ୍ରଣା, ଚାଲିଛି ୮ରୁ ଅଧିକ ଚୋରା ମଦଭାଟି
ଅଭୟ ପତ୍ରୀ ସୋର: ମଦ ପାଇଁ ଗୋଟିଏ ଗାଁ ଏବେ ପୁରୁଷ ଶୂନ୍ୟ ହେବାକୁ ବସିଛି। ଗାଁର ଅଧାରୁ ଅଧିକ ମହିଳା ବୈଧବ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ଏମିତିକି କିଛି ମହିଳା…
Read More » -
Chief Minister’s orders: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର: ଓଡ଼ିଆରେ ଶାସନ ପାଇଁ କୁନ୍ଥକୁନ୍ଥ; ଭାଷା ଆଇନ, ପ୍ରସ୍ତାବିତ ଭାଷା କମିସନ ପ୍ରହେଳିକା
ଚୌଧୁରୀ ଅମିତାଭ ଦାସ ଭୁବନେଶ୍ବର: ୨୦୨୪ ଜୁଲାଇ ୪। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରୁ କାମ ଆରମ୍ଭ କଲେ। ଓଡ଼ିଆ ଭାଷାରେ ସବୁ ନଥିପତ୍ର କରିବା ପାଇଁ…
Read More » -
Health: ପୁଣି ଦେଢ଼ମାସ ଧରି ଅଚଳ ଓମ୍ବାଡ୍ସି ଆମ୍ବୁଲାନ୍ସ: ୧୧୦ ଦିନରେ ୯୦ ଦିନ ବନ୍ଦ୍ ହେଲାଣି
କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକର ବଣପାହାଡ଼ ଘେରା ଉପାନ୍ତ ଇଲାକାର ସାଧାରଣ ଗରିବ ଓ ଉପେକ୍ଷିତ ରୋଗୀସେବାରେ ଲାଗୁଥିବା ଓମ୍ବାଡ୍ସି ଆମ୍ବୁଲାନ୍ସ(ଓଡି-୩୪ଏମ୍-୯୨୬୯) ଗତ ନଭେମ୍ବର ମାସ…
Read More » -
Odisha Livelihood Mission: ଓଡ଼ିଶା ଜୀବିକା ମିସନରେ କର୍ମଚାରୀ ସଙ୍କଟ!
ନବରଙ୍ଗପୁର (ସୁରେଶ ନାଇଡୁ): ୨୦୧୨ ମସିହାରେ ଆରମ୍ଭ ହୋଇଥିବା ଓଡ଼ିଶା ଜୀବିକା ମିସନ ଯେଭଳି ନବରଙ୍ଗପୁର ଜିଲ୍ଲାରେ ମହିଳା ସ୍ବୟଂ ସହାୟକ ଦଳକୁ ଆର୍ଥିକସ୍ତରରେ ସଶକ୍ତ କରିବା କଥା କରି…
Read More » -
Friend died in Accident: ଅଜଣା ଗାଡି ଧକ୍କାରେ ଦୁଇ ସାଙ୍ଗ ମୃତ
ଅନୁଗୁଳ : ଅନୁଗୁଳ ବଉଳିଗଡ଼ ନିକଟରେ ଆଜି ସନ୍ଧ୍ୟାରେ ଅଘଟଣ ଘଟିଛି। ଅଜଣା ଗାଡି ଧକ୍କାରେ ଦୁଇ ସାଙ୍ଗଙ୍କ ଜୀବନ ଯାଇଛି। ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା…
Read More » -
Humanity: ମାନବିକତା ଦେଖାଇଲେ ଅକ୍ଷୟ, ଟଙ୍କା ପାଇ ଏସ୍ପିଙ୍କୁ ଫେରାଇଲେ
ଭଦ୍ରକ (ହରିହର ନାୟକ): ଆଜିବି ବଂଚିଛି ମାନବିକତା। ୨୦ ହଜାରରୁ ଅଧିକ ଟଙ୍କା ପାଇ ଭଦ୍ରକ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତଙ୍କୁ ଫେରାଇ ମାନବିକତାର ପରିଚୟ ଦେଇଛନ୍ତି ବାଲେଶ୍ୱରଜିଲ୍ଲା ସିମୁଳିଆ ଥାନା ଅଧୀନ…
Read More »