ଓଡିଶା
-
Blood donation: ଓୟୁଏଟିରେ ରକ୍ତଦାନ ଶିବିର; ୫୬ ୟୁନିଟ୍ ରକ୍ତ ସଂଗ୍ରହ
ଭୁବନେଶ୍ବର: ଗ୍ରୀଷ୍ମକାଳୀନ ରକ୍ତ ଅଭାବକୁ ଦୂର କରିବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଏନ୍ଏସ୍ଏସ୍ ଶାଖା ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ…
Read More » -
Ama Bus: ‘ଆମ ବସ୍’ ଆତଙ୍କ
ଭୁବନେଶ୍ବର: ରାଜଧାନୀ ରାସ୍ତାରେ ‘ଆମ ବସ୍’ର ଆତଙ୍କ ଥମିବା ନାଁ ଧରୁନି। କେଉଠି ଅଟୋ ଉପରେ ଚଢ଼ିଲାଣି ତ’ କେତେବେଳେ ବାଇକ୍ ଉପରେ ମାଡ଼ିଗଲାଣି। କେଉଁଠି ପଥଚାରୀଙ୍କ ଉପରେ ଚଢ଼ିଯାଉଛି।…
Read More » -
Non-smokers: ଅଣନିଶ୍ବାସୀ କଲାଣି ଇଟାଭାଟି ଧୂଆଁ
ବାଲିଅନ୍ତା ବଜାର: ବାଲିଅନ୍ତା ତହସିଲ ଅଞ୍ଚଳରେ ମାଳମାଳ ଇଟାଭାଟି ବେଆଇନ ଭାବେ ଚାଲିଛି। ଅଞ୍ଚଳରେ ପରିବେଶ ପ୍ରଦୂଷଣ ବଢ଼ୁଥିଲେ ମଧ୍ୟ ପୋଡ଼ା ଇଟାଭାଟିଗୁଡ଼ିକ ଉପରେ ଚଢ଼ଉ ହେଉନାହିଁ। ପ୍ରଶାସନର କୋହଳ…
Read More » -
Basic amenities: ମିଳୁନି ମୌଳିକ ସୁବିଧା, ଲୋକେ ହନ୍ତସନ୍ତ
ଜଟଣୀ: ରେଳବାଇ ଜମିରେ ବ୍ରିଟିଶ ଅମଳରୁ ଚାଲିଥିବା ଜଟଣୀର ବହୁ ପୁରାତନ ‘ରେଲୱେ ମାର୍କେଟ’ର ଦୋକାନୀମାନଙ୍କୁ ମୌଳିକ ସୁବିଧା ମିଳୁନାହିଁ। ରେଳ ପ୍ରଶାସନ ଏହି ବ୍ୟବସାୟୀମାନଙ୍କଠାରୁ ବାର୍ଷିକ ଭଡ଼ା ବାବଦରେ…
Read More » -
10 ward members: ପଞ୍ଚାୟତ ବୈଠକ ବର୍ଜନ କଲେ ୧୦ ୱାର୍ଡସଭ୍ୟ
ବାଲିଅନ୍ତା: ପ୍ରତାପଶାସନ ପଞ୍ଚାୟତରେ ବିଭିନ୍ନ ଅନିୟମିତତାକୁ ନେଇ ସରପଞ୍ଚ ଏବଂ ନାଏବ ସରପଞ୍ଚଙ୍କ ସମେତ ୧୦ ଜଣ ୱାର୍ଡ ସଭ୍ୟଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଆଜି ପୁଣି ଉଗ୍ରରୂପ…
Read More » -
Senior Citizens: ବରିଷ୍ଠ ନାଗରିକ ଜାତୀୟ ସମ୍ମିଳନୀ
ଚନ୍ଦ୍ରଶେଖରପୁର: ଅଖିଳ ଭାରତୀୟ ବରିଷ୍ଠ ନାଗରିକ ମହାସଂଘର ୨୩ତମ ଜାତୀୟ ସମ୍ମିଳନୀ ଚନ୍ଦ୍ରଶେଖରପୁର ରେଳ ଅଡିଟୋରିୟମ୍ରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More » -
Gold, silver prices rise: ଶୁଳ୍କ ଅନିଶ୍ଚିତତା ପ୍ରଭାବରେ ସୁନା, ରୁପା ମୂଲ୍ୟରେ ବୃଦ୍ଧି
ଭୁବନେଶ୍ୱର: ଓଡ଼ିଶାରେ ଆଜି ମୂଲ୍ୟବାନ ଧାତୁର ମୂଲ୍ୟ ପୁନର୍ବାର ବୃଦ୍ଧି ପାଇଛି। ବିଶ୍ୱବ୍ୟାପୀ ଆର୍ଥିକ ଓ ଭୂ-ରାଜନୈତିକ ପରିସ୍ଥିତି ମଧ୍ୟରେ ନିବେଶକମାନେ ନିରାପଦ ଆଶ୍ରୟ ଭାବରେ ସୁନା ଓ ରୁପା ପ୍ରତି…
Read More » -
Patia: ଆଗେଇପାରୁନି ପଟିଆ ଓ କଳାରାହାଙ୍ଗ ଆରଓବି: ଦୈନିକ ବାଜିରେ ଲାଗୁଛି ୪୦ ହଜାର ଜୀବନ, କଳାରାହାଙ୍ଗରେ ଜମି ଅଧିଗ୍ରହଣ ସମସ୍ୟା
ଚନ୍ଦ୍ରଶେଖରପୁର: ବର୍ଷ ପରେ ବର୍ଷ ଗଡ଼ୁଛି। ଅଧିକାରୀମାନେ ବଦଳୁଛନ୍ତି। ହେଲେ ବଦଳିପାରିନି ପଟିଆ ଓ କଳାରାହାଙ୍ଗ ରେଳ ଓଭରବ୍ରିଜ୍(ଆରଓବି) ଭାଗ୍ୟ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତରବରିଆ ଭାବେ ଭିତ୍ତିପ୍ରସ୍ତର…
Read More » -
Odisha FC: ଓଡ଼ିଶା ଏଫ୍ସିର ଆଇଏସ୍ଏଲ୍ ଅଭିଯାନ: ୧୦ ମାସ ପରେ ପଡ଼ିଆକୁ ଓହ୍ଲାଇବ ଦଳ
ଭୁବନେଶ୍ବର, ୨୩/୨ (ଇମିସ): ବହୁଦିନର ଅନିଶ୍ଚିତତା ଏବଂ ଅସ୍ବାଭାବିକ ସଂଶୟ ଓ ଦ୍ବନ୍ଦ୍ବ ପରେ କଳିଙ୍ଗ ଷ୍ଟାଡିୟମ୍କୁ ପୁଣି ଥରେ ଆଇଏସ୍ଏଲ୍ ଫେରିବାକୁ ଯାଉଛି। ରାଜ୍ୟର ଏକମାତ୍ର…
Read More » -
Body Building: ଓଡ଼ିଶାରେ ପ୍ରଥମ ଥର ହେବ ମିଷ୍ଟର ଓ ମିସ୍ ଇଣ୍ଡିଆ ବଡି ବିଲ୍ଡିଂ: ବିଜେତାଙ୍କୁ ମିଳିବ ମୋଟ ୬ ଲକ୍ଷ ଟଙ୍କାର ପୁରସ୍କାର ରାଶି
ଭୁବନେଶ୍ବର: ଅଲ୍ଓଡ଼ିଶା ବଡ଼ି ବିଲ୍ଡିଂ ଓ ଫିଟ୍ନେସ୍ ସଂଘ ଆନୁକୂଲ୍ୟରେ ଚଳିତ ଫେବ୍ରୁଆରି ୨୫ ଓ ୨୬ ଦୁଇ ଦିନ ଧରି ସ୍ଥାନୀୟ ଭଞ୍ଜ କଳା ମଣ୍ଡପଠାରେ…
Read More »