ଓଡିଶା
-
Woman Death Poisonous Liquor ବିଷାକ୍ତ ମଦ ପିଇ ମହିଳାଙ୍କ ମୃତ୍ୟୁ ସନ୍ଦେହ
ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଅନ୍ଧାରି ପଞ୍ଚାୟତର ଘଘାରିବସ୍ତିରେ ଜଣେ ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ଦୀପା ସାହୁ(୩୫)। ପ୍ରାଥମିକ ତଦନ୍ତରୁ ଏହା…
Read More » -
Cotton Farmers Problem ଗଜପତିରେ ନାହିଁ କପା ମଣ୍ଡି: ହନ୍ତସନ୍ତ ଚାଷୀ, ଧାର୍ଯ୍ୟ ଦରଠାରୁ କମରେ କିଣି ଆନ୍ଧ୍ର ଦଲାଲ ମାଲାମାଲ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ସମସ୍ତ ସାତୋଟି ବ୍ଳକର ଅଧିକାଂଶ ପାହାଡ଼ିଆ ଓ ଢିପ ଅଞ୍ଚଳରେ ହଜାର ହଜାର ଆଦିବାସୀ,ଚାଷୀ, ମକା ଓ କପା ଚାଷ କରିଥାନ୍ତି, ଜିଲ୍ଲାରେ ଅମଳ…
Read More » -
Student dies: ଆବାସିକ ବିଦ୍ୟାଳୟରେ ଫଳକ ଭୁଶୁଡ଼ି ଛାତ୍ର ମୃତ: ଅନ୍ୟ ଜଣେ ଗୁରୁତର, କ୍ଷତିପୂରଣ ଦାବିରେ ରାସ୍ତାରୋକ
କୋଟପାଡ଼: କୋରାପୁଟଜିଲ୍ଲା କୋଟପାଡ଼ ବ୍ଲକ୍ ଢମଣାହାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଗାନ୍ଧୀନଗର ଆବାସିକ ବିଦ୍ୟାଳୟରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ଫଳକ ଭୁଶୁଡ଼ିବାରୁ ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା…
Read More » -
Chief Minister: ଅନୁଦାନ ଅଜାଡ଼ିଦେଲେ ମୁଖ୍ୟମନ୍ତ୍ରୀ: ‘ଗ୍ରେଟର୍ ବ୍ରହ୍ମପୁର ପାଇଁ ଡିପିଆର୍ କର’
ବ୍ରହ୍ମପୁର: ବହୁଦିନର ଦାବିକୁ ବିଜେଡି ଉପେକ୍ଷା କରୁଥିଲା। ବ୍ରହ୍ମପୁର ସହରର କଳେବର ବଢ଼ିବାକୁ କେହି ଗୁରୁତ୍ବ ଦେଉନଥିଲେ। ଯଦିଓ ଗତ କିଛି ମାସ ହେଲା ତତ୍ପରତା ଆରମ୍ଭ ହୋଇଥିଲା, ତାହା…
Read More » -
Chief Minister: ଅଭିଭାବକ ଓ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ‘ଡାକ୍ତର, ଇଞ୍ଜିନିୟର ହେବାକୁ ଚାପ ପକାନ୍ତୁନି’
ବ୍ରହ୍ମପୁର: ‘ପିଲାମାନେ ଯାହା ହେବାକୁ ଚାହୁଛନ୍ତି, ହେବାକୁ ଦିଆଯାଉ। କ୍ୟାରିୟର ବାଛିବାର ସ୍ବାଧୀନତା ସେମାନଙ୍କର ରହୁ। ଡାକ୍ତର, ଇଞ୍ଜିନିୟର ହେବାକୁ ପିଲାଙ୍କ ଉପରେ ମାନସିକ ଚାପ ଦିଆନଯାଉ। ତେବେ ଯାଇ…
Read More » -
Ration cards: ନୂଆବର୍ଷରୁ ବଣ୍ଟାଯିବ ୧୫ ଲକ୍ଷ ରାସନ କାର୍ଡ
ଭୁବନେଶ୍ବର: ରାଜ୍ୟରେ ରାସନ କାର୍ଡକୁ ନେଇ ସରକାର ବଡ଼ ଘୋଷଣା କରିଛନ୍ତି। ଆସନ୍ତା ନୂଆବର୍ଷରୁ ୧୫ ଲକ୍ଷ ନୂଆ ରାସନ କାର୍ଡ ବଣ୍ଟନ କରାଯିବ। ସରକାରଙ୍କ ପାଖରେ କାର୍ଡର ଅଭାବ…
Read More » -
Angul: ଅନୁଗୁଳରେ ଆବଶ୍ୟକଠାରୁ କମ୍ ଉତ୍ପାଦନ: ଅଣ୍ଡା ପାଇଁ ଆନ୍ଧ୍ର ଭରସା, ୩ କୁକୁଡ଼ା ଫାର୍ମରେ ଚାହିଦା ମେଣ୍ଟିବ କେମିତି?
ଅନୁଗୁଳ:ଅନୁଗୁଳରେ ଅଣ୍ଡାରେ ହାତ ମାରିହେଉନି। ଅଣ୍ଡା ଗୋଟାକୁ ୧୦ ରୁ ୧୧ ଟଙ୍କାରେ ବିକ୍ରି ହେଉଛି। ସେପଟେ ଜିଲ୍ଲାବାସୀଙ୍କ ଆବଶ୍ୟକତା ଅନୁସାରେ ଉତ୍ପାଦନ ଯଥେଷ୍ଟ କମ୍ ରହିଥିବା ଜଣାପଡ଼ିଛି।…
Read More » -
Viksit Bharat: ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ବର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱର ପକ୍ଷରୁ ଆଜି କେନ୍ଦ୍ରାପଡ଼ାଜିଲ୍ଲା ରାଜକନିକା ବ୍ଲକଠାରେ ‘ବିକଶିତ ଭାରତ @୨୦୪୭’ ଶୀର୍ଷକ ଏକ ସଚେତନତା…
Read More » -
Heart Attack: ନବମ ଶ୍ରେଣୀ ଛାତ୍ରୀର ହୃତଘାତରେ ମୃତ୍ୟୁ!
ରାଇରଙ୍ଗପୁର(ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ମୟୂରଭଂଜ ଗ୍ରାମପଞ୍ଚାୟତ କୁମୁଡ଼ାଶୋଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନାଯୋଗ୍ୟ ଯେ ଆଜି ଲକ୍ଷ୍ମୀଧର ସୋରେନଙ୍କ ଝିଅ ମଧୁସ୍ମିତା ସୋରେନ୍ (୧୫)…
Read More »
