ଓଡିଶା
-
Infant rescued: ନାବାଳିକା ପିଲା ଜନ୍ମ କରିବା ଘଟଣା, ଘର ମାଲିକ ଦୁଆର ମୁହଁରୁ ଶିଶୁ କନ୍ୟା ଉଦ୍ଧାର
ଯାଜପୁର: ଯାଜପୁର ରୋଡ୍ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଘଟଣାରେ ନୂଆ ମୋଡ ନେଇଛି। ନାବାଳିକା ରହୁଥିବା ଭଡ଼ା ଘରର ମାତ୍ର କିଛି ଦୂରରୁ…
Read More » -
Mostwanted Cheater: କୃଷି ବିକାଶ ନାଁରେ ଲକ୍ଷାଧିକ ଟଙ୍କା ଚୂନ ଲଗାଉଛି ମୋଷ୍ଟୱାଣ୍ଟେଡ, ବିଭାଗୀୟ ଅଧିକାରୀ ପରିଚୟ ଦେଇ ନେଇଯାଉଛି ବ୍ଲାଙ୍କ ଚେକ୍
ଜଗତସିଂହପୁର: ଗ୍ରାମାଞ୍ଚଳରେ କୃଷିର ବିକାଶ କରିବାକୁ କହି ଅବସରପ୍ରାପ୍ତ ଶିକ୍ଷକଙ୍କୁ ଟାର୍ଗେଟ କରି ଏକାଧିକ ଜିଲ୍ଲାରୁ ଲକ୍ଷାଧିକ ଟଙ୍କା ଠକି ନେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।…
Read More » -
Nuagaon Anganwad: ସ୍ବାଭାବିକ ହେଲା ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ର, ପିଲାଙ୍କୁ ଘରୁ କାଖେଇ ଅଙ୍ଗନବାଡ଼ି ଆଣିଲେ ବିଧାୟକ
ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାରାଜନଗର ବ୍ଲକ୍ ଅନ୍ତର୍ଗତ ଘଡ଼ିଆମାଳ ପଞ୍ଚାୟତର ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଜାତିଗତ ଭେଦଭାବ ପ୍ରସଙ୍ଗରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ୮୮ଦିନ ପରେ ସ୍ବାଭାବିକ ହୋଇଛି ଅଙ୍ଗନବାଡ଼ି। ୨୦ଜଣ…
Read More » -
Four world: ବିଶ୍ୱର ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କିଟ୍ ଜୀବନବ୍ୟାପୀ ସାଧନା ପୁରସ୍କାର
ଚନ୍ଦ୍ରଶେଖରପୁର: ଆଜି କିଟ୍ ବିଶ୍ୱବିଦ୍ୟାଳୟର ୨୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ କଲମ୍ବିଆ ହସ୍ପିଟାଲିଟି ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଜନ୍ ଓପେନହାଇମର, କଲମ୍ବୋ ହୁନୁପିଟିଆ ଗଙ୍ଗାରାମାୟ ମନ୍ଦିରର…
Read More » -
Patakura MLA’s: ପାଟକୁରା ବିଧାୟକଙ୍କ ବିସ୍ଫୋରକ ବୟାନ, ‘ଅ˚ଶୁମାନଙ୍କୁ ଦଳ ହରାଇଦେଲା’
କେନ୍ଦ୍ରାପଡ଼ା: ‘ଲଚ୍ଛମନଜିଉଙ୍କ ଆଶୀର୍ବାଦ ନେଇ ଯେତେବେଳେ ନାମାଙ୍କନ ଦାଖଲ କଲି, ସେତେବେଳେ ଜିତିବି ବୋଲି ଜାଣିଥିଲି। ଆଶା ଥିଲା ୭୦ରୁ ୮୦ହଜାର ଭୋଟରେ ଜିତିବି। କିନ୍ତୁ ଦୁଃଖ ଯେ ଆପଣମାନଙ୍କ…
Read More » -
Namaste: ନମସ୍ତେ ପ୍ରଭୁ ଜଗନ୍ନାଥ, ଅନାଥ ଲୋକଙ୍କର ନାଥ…
ଭୁବନେଶ୍ବର: ‘ନମସ୍ତେ ପ୍ରଭୁ ଜଗନ୍ନାଥ, ଅନାଥ ଲୋକଙ୍କର ନାଥ, ନମସ୍ତେ ପ୍ରଭୁ ବାସୁଦେବଏ ଭକତ ଜନଙ୍କ ବାନ୍ଧବ…’ସଙ୍ଗୀତର ମୂର୍ଚ୍ଛନାରେ ଭାବମୟ ହୋଇଥିଲା ରବୀନ୍ଦ୍ରମଣ୍ଡପ ପ୍ରେକ୍ଷାଳୟ। ସଙ୍ଗୀତକାର ପ୍ରଫୁଲ୍ଲ କରଙ୍କ…
Read More » -
Shri Udayama: ଉତ୍କଳ ବିଶ୍ବବିଦ୍ୟାଳୟରେ ‘ଶ୍ରୀ ଉଦ୍ୟମା’
ଭୁବନେଶ୍ୱର: ମହିଳାଙ୍କ ନେତୃତ୍ବାଧୀନ ଷ୍ଟାର୍ଟଅପ୍, ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି) ଓ ଶିଳ୍ପକୁ ନେଇ ଉତ୍କଳ ବିଶ୍ବବିଦ୍ୟାାଳୟରେ ‘ଶ୍ରୀ ଉଦ୍ୟମା’ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ସେଣ୍ଟର ଅଫ୍ ଏଗ୍ରି ମ୍ୟାନେଜମେଣ୍ଟ(ସିଏଏମ୍) ଓ…
Read More » -
OIL: ତୈଳ ସଂରକ୍ଷଣ ସଚେତନତା ଅଭିଯାନ ‘ସକ୍ଷମ ୨୦୨୬’
ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଅଧୀନରେ ତୈଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ‘ସକ୍ଷମ ୨୦୨୬’ର ଉଦଯାପନୀ ସମାରୋହ ଜୟଦେବ ଭବନରେ ଅନୁଷ୍ଠିତ…
Read More » -
24 years of BJD rule: ୨୪ ବର୍ଷର ବିଜେଡି ଶାସନରୁ ଲୋକେ ମୁହଁ ଫେରାଇ ନେଲେ, ବିଜେପିକୁ ମଧ୍ୟ ବିଫଳତା ପାଇଁ ଦୂରେଇ ଦେବେ: ପ୍ରସାଦ ହରିଚନ୍ଦନ
ନିକଟରେ ନୂଆଦିଲ୍ଲୀ ଗସ୍ତରେ ଆସିଥିବା ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦୁଇଟି ଦାବି…
Read More » -
Blank firing: ଜୁଆଆଡ଼ାରେ ପୁଲିସ ଚଢ଼ଉ ବେଳେ ବ୍ଲାଙ୍କ୍ ଫାୟାରିଂ: ୨୦ ଗିରଫ, ୧୦ ଲକ୍ଷ ଟଙ୍କା, ୩୬ ମୋବାଇଲ୍, ଥର୍ ଗାଡ଼ି ଜବତ
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟ କୁହୁଡ଼ି ଠାରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ଼ା ଉପରେ ପୁଲିସ ଚଢ଼ଉ କରିବା ବେଳେ ଜୁଆଡ଼ି ଖସିଯିବାକୁ ଉଦ୍ୟମ କରି ପୁଲିସକୁ ଭୟଭୀତ…
Read More »