ଓଡିଶା
-
ଶେରଗଡ଼ ବ୍ଲକ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି
ବ୍ରହ୍ମପୁର: କାର୍ଯ୍ୟାଳୟ ଭିତରୁ ଟାଣି ଆଣି ବ୍ଲକ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ କରାଗଲା ଭର୍ତ୍ତି। ମଙ୍ଗଳବାର ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର…
Read More » -
Supply department: ସରକାରଙ୍କୁ ବିରୋଧୀଙ୍କ ଭର୍ତ୍ସନା: ଯୋଗାଣ ବିଭାଗ କାମ କରୁନି, ହିତାଧିକାରୀ ହନ୍ତସନ୍ତ
ଭୁବନେଶ୍ବର: ବିଭିନ୍ନ ଆଳ ଦେଖାଇ ରାସନ୍ କାର୍ଡ ହିତାଧିକାରୀଙ୍କ ନାଁ କଟାଯାଇଛି। କିନ୍ତୁ ନୂଆ ଯୋଗ୍ୟ ହିତାଧିକାରୀଙ୍କ ନାଁ ଯୋଡ଼ିବାକୁ ସରକାର ଆଗ୍ରହ ଦେଖାଉ ନାହାନ୍ତି। ଚାଉଳ…
Read More » -
Turmeric: ଓଡ଼ିଶା ହଳଦୀରେ ସିସା ଖୋଜିବ ‘ହୁ’: ନମୁନା ସଂଗ୍ରହ ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା
ଭୁବନେଶ୍ବର: ଓଡ଼ିଶା ହଳଦୀରେ ସିସା(ଲିଡ୍) ରହିଛି। ବିଶେଷ କରି ରାଜ୍ୟର ୩ଟି ଜିଲ୍ଲାରେ ଉତ୍ପାଦିତ ହେଉଥିବା ହଳଦୀରେ ସିସା ଥିବା ଆଶଙ୍କା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)। ପ୍ରକୃତରେ…
Read More » -
E-KYC: ୯୭% ହିତାଧିକାରୀଙ୍କ ଇ-କେୱାଇସି ସରିଲାଣି: ମନ୍ତ୍ରୀ
ଭୁବନେଶ୍ବର: ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୯୭% ହିତାଧିକାରୀଙ୍କ ଇ-କେୱାଇସି ସରିଲାଣି। ରାଜ୍ୟ ବାହାରେ ଥିବା ପାଖାପାଖି ଦେଢ଼ଲକ୍ଷ ହିତାଧିକାରୀ ବି ଇ-କେୱାଇସି କରିଛନ୍ତି। ୧୦ ଲକ୍ଷ ୪୭ ହଜାର…
Read More » -
Ice cream: ଆଇସ୍କ୍ରିମ୍ ଫ୍ୟାକ୍ଟ୍ରିରେ ଅଘଟଣ: କଂପ୍ରେସର୍ ଟାଙ୍କି ଫାଟି ଜଣେ ମୃତ, ୩ ଗୁରୁତର
ଧରାକୋଟ:ଗଞ୍ଜାମଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ତାଳପାଟଣା ଗ୍ରାମରେ ଆଜି ସକାଳ ୯ଟାରେ ଏକ ଆଇସ୍କ୍ରିମ୍ ଫ୍ୟାକ୍ଟ୍ରିରେ ଅଭାବନୀୟ ଘଟଣା ଘଟିଛି। ବରଫକଳ ମେସିନ୍ ମରାମତି ବେଳେ କମ୍ପ୍ରେସର୍ ଟାଙ୍କି ଫାଟି ଜଣେ…
Read More » -
The Legislative Assembly: ସୁରୁଖୁରୁରେ ଚାଲିଲା ବିଧାନସଭା: ପ୍ରସଙ୍ଗ ଅସମାହିତ, ବିରୋଧୀ ନରମ
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ପ୍ରଥମ ଦିନ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିଛି। ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା ସବୁ ଭଲରେ ହୋଇଛି। ବିରୋଧୀ…
Read More » -
Tire repair: ସ୍ବୟଂସିଦ୍ଧା ‘ସୁନି’ଙ୍କ ସଂଘର୍ଷ: ଟାୟାର ମରାମତି କାର୍ଯ୍ୟରେ ମହିଳାଙ୍କ ସ୍ବାକ୍ଷର
ଦୈତାରୀ: ରୋଷେଇଶାଳରୁ ଯୁଦ୍ଧକ୍ଷେତ୍ର ସବୁଠି ନାରୀର ଜୟଯାତ୍ରା। ଏଭଳି ସମୟରେ ଆଦିବାସୀ ମହିଳା ସୁନି ହେମ୍ବ୍ରମ୍ଙ୍କ ଟାୟାର ଦୋକାନ ଚର୍ଚ୍ଚାକୁ ଆସିଛି। ରାସ୍ତାକଡ଼ ତାଙ୍କ ପାଇଁ ଆଖଡ଼ାଶାଳ। ସକାଳୁ ସନ୍ଧ୍ୟା…
Read More » -
Power sector: ଓଡ଼ିଶାର ଅଭିବୃଦ୍ଧିରେ ମୁଖ୍ୟବାଧକ ବିଦ୍ୟୁତ୍ କ୍ଷେତ୍ର: ଭିତ୍ତିଭୂମି, ବିଦ୍ୟୁତ୍ ଉପଯୋଗରେ ଢେର୍ ଆଗୁଆ ଆନ୍ଧ୍ର
ଭୁବନେଶ୍ବର: ରାଜ୍ୟ ଓ ଦେଶର ଆର୍ଥିକ ଅଭିବୃଦ୍ଧିରେ ଯେଉଁ କେତେକ କ୍ଷେତ୍ର ଉତ୍ପ୍ରେରକ ସାଜିଥାନ୍ତି, ସେଗୁଡ଼ିକ ମଧ୍ୟରେ ବିଦ୍ୟୁତ୍ କ୍ଷେତ୍ର ଅନ୍ୟତମ। ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ବିନା…
Read More » -
Olive Riddles: ଅଲିଭ୍ରିଡ୍ଲେଙ୍କ ଶ୍ମଶାନ ପାଲଟିଛି ସାତଭାୟାରୁ ଏକକୂଳା: ଜଙ୍ଗଲରେ ଶତାଧିକ ମୃତ କଇଁଛ
ରାଜନଗର: ଅଲିଭ୍ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ଭୁବନେଶ୍ୱରରୁ ଶାସନପେଟା ଯାଏଁ ସବୁଠି ସଚେତନତା ବୈଠକ ବସୁଛି। କେନ୍ଦ୍ର ସରକାର କଇଁଛ କରିଡର୍ ପାଇଁ ବଜେଟ୍ରେ ଅର୍ଥ ବ୍ୟବସ୍ଥା କରୁଛନ୍ତି। ମାତ୍ର…
Read More » -
War fever: ଯୁଦ୍ଧ ତାତି: ଉତ୍କଟ ହେଲା ଗ୍ୟାସ୍ ସଙ୍କଟ, ମିଳୁନି ବାଣିଜ୍ୟିକ ଏଲ୍ପିଜି
ଭୁବନେଶ୍ବର: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଦେଖାଦେଇଥିବା ଜାଳେଣି ଗ୍ୟାସ୍ ଅଭାବର ପ୍ରଭାବ ସିଧାସଳଖ ଏଲ୍ପିଜି ଗ୍ରାହକଙ୍କ ଉପରେ ପଡ଼ିଛି। ଓଡ଼ିଶା ସମେତ ସାରା ଦେଶରେ ଗ୍ୟାସ୍ ସଂକଟ ଦେଖାଦେଇଛି। ରାଷ୍ଟ୍ରାୟତ୍ତ କମ୍ପାନିଗୁଡ଼ିକ…
Read More »