ଓଡିଶା
-
ନବୀନ ନିବାସରେ ବଡ଼ ହଲଚଲ, ପହଞ୍ଚିଲେ ପୁରୁଣା ବନ୍ଧୁ ଅନଙ୍ଗ ଉଦୟ ସିଂହ ଦେଓ
ଭୁବନେଶ୍ବର ୨୩।୧: ନବୀନ ନିବାସରେ ବଡ଼ ହଲଚଲ । ଦୀର୍ଘ ଦିନ ପରେ ପୁରୁଣା ବନ୍ଧୁ ଅନଙ୍ଗ ଉଦୟ ସିଂହ ଦେଓଙ୍କ ସହିତ ନବୀନ ନିବାସରେ ଭେଟଘାଟ…
Read More » -
ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ବଦଳାଇଥିଲେ ଦେଶର ଦଶା ଓ ଦିଶା
କଟକ ୨୩/୦୧: ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୯ ଜନ୍ମଜୟନ୍ତୀ । ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜନ୍ମଜୟନ୍ତୀରେ…
Read More » -
ମନ୍ତ୍ରୀଙ୍କୁ କାଉଣ୍ଟର କଲେ ବିଜେଡି ବରିଷ୍ଠ ଉପସଭାପତି, ମହାନଦୀ ପଦ୍ମ ଘୁଞ୍ଚି ଯାଉଛି
ଭୁବନେଶ୍ୱର ୨୩/୦୧: ମନ୍ତ୍ରୀ ସୁରେଶ ପୂଜାରୀ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ। ସେ ଜଣେ ପଢ଼ାଶୁଣା ଲୋକ। ସେମାନେ ଆମ ସହ ୯ ବର୍ଷ ସରକାରରେ…
Read More » -
ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଉପରାଷ୍ଟ୍ରପତି, ବୁଲି ଦେଖିଲେ ସ୍ମାରକୀ ମ୍ୟୁଜିୟମ୍
କଟକ ୨୩/୦୧: କଟକରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ କଟକ ଯାଇଛନ୍ତି । ନିର୍ଦ୍ଧାରିତ ସମୟର ୨୫ ମିନିଟ ପୂର୍ବରୁ…
Read More » -
ଆଇନ ମନ୍ତ୍ରୀଙ୍କ ବାସଭବନରେ ଦିଲ୍ଲୀପ ରାୟ, ପୃଥ୍ବୀରାଜ କହିଲେ- ଆମ ଘର ସହ ତାଙ୍କର ପାରିବାରିକ ସମ୍ପର୍କ
ଭୁବନେଶ୍ବର ୨୪।୧: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନରେ ଦିଲ୍ଲୀପ ରାୟ । ରାଜ୍ୟସଭା ଚତୁର୍ଥ ସିଟ୍କୁ ନେଇ ଦିଲ୍ଲୀପ ରାୟଙ୍କ ନାଁ ଚର୍ଚ୍ଚାରେ ଥିବାବେଳେ ଆଇନ…
Read More » -
ସରିଲା ରଥକାଠ ଅନୁକୂଳ, ଆରମ୍ଭ ହେଲା ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତି
ପୁରୀ: ପ୍ରତିବର୍ଷ ବସନ୍ତ ପଞ୍ଚମୀ ତିଥିରୁ ଆରମ୍ଭ ହୋଇଥାଏ ରଥଯାତ୍ରା ପାଇଁ ପ୍ରାକ୍ ପ୍ରସ୍ତୁତି। ଏହି ଦିନ ରଥ କାଠ ଅନୁକୂଳ କରାଯାଇଥାଏ ଆଉ ଅକ୍ଷୟ ତୃତୀୟା…
Read More » -
ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ, ମୃତ ଦେହ ରଖି ରାସ୍ତା ଅବରୋଧ, ଘଉଡ଼ାଇବାକୁ ପୋଲିସର ଲାଠି ଚାର୍ଜ
ଜଗତସିଂହପୁର: ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ। ଶବ ରଖି ରାସ୍ତା ଅବରୋଧ କଲେ ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ। ଉତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ପୋଲିସର ଲାଠି…
Read More » -
ଗଣତନ୍ତ୍ର ଦିବସରେ ବନ୍ଦ ରହିବ ସବୁ ଆମିଷ ଦୋକାନ; ମିଳିବନି ମାଛ, ମାଂସ ଓ ଅଣ୍ଡା !
କୋରାପୁଟ: ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ବନ୍ଦ ରହିବ ସବୁ ଆମିଷ ଦୋକାନ। ମାଛ, ମାଂସ ଠାରୁ ଆରମ୍ଭ କରି ଅଣ୍ଡା, ଏହି ଦିନ ସବୁ ଆମିଷ…
Read More » -
ଧର୍ମଘଟରୁ ଓହରିଲା ବସ୍ ମାଲିକ ସଂଘ, ବୈଠକରେ ଉଭୟ ପକ୍ଷ ରାଜି ପରେ ନିଷ୍ପତ୍ତି
କଟକ ୨୪/୦୧: ବସ୍ ଧର୍ମଘଟ ନିଷ୍ପତ୍ତିରୁ ଓହରିଲା ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ । ସଂଘର ବୈଠକ ପରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି…
Read More » -
୨୭ରୁ କମିପାରେ ଶୀତ, ୨ରୁ ୩ ଡିଗ୍ରୀ ପାରଦ ବଢିବ
ଭୁବନେଶ୍ୱର ୨୪।୦୧ : ଆସନ୍ତା ୨୭ ତାରିଖରୁ ରାଜ୍ୟରେ ଶୀତ କମିପାରେ। ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିବା ସହ ଶୀତ କମିବ ବୋଲି…
Read More »