ଓଡିଶା
-
Jajpur BJD Leader Suspended ଯାଜପୁର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗଣେଶ୍ୱର ବରାଳଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କଲା ବିଜେଡି
ଯାଜପୁର: ଯାଜପୁର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ବଡ଼ଚଣାର ଯୁବ ନେତା ଗଣେଶ୍ୱର ବରାଳଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଛି। ଦଳରୁ ନିଲମ୍ବନ ହେବା ନେଇ…
Read More » -
Young Man Death Accident ସଂପର୍କୀୟଙ୍କ ଘରକୁ ଯାଇଥିଲେ , ଶବ ହୋଇଫେରିଲେ ଯୁବକ
ଉଲୁଣ୍ଡା: ରାସ୍ତାକଡ଼ରୁ ଯୁବକଙ୍କର ମୃତଦେହ ଉଦ୍ଧାର କଲା ପୁଲିସ। ଜାଲୋଏ-ଉଲୁଣ୍ଡା ରାସ୍ତାର କେଶଲପୁରା ଗାଁ ନିକଟରରେ ରାସ୍ତାକଡ଼ରେ ଦୁର୍ଘଟଣା ଘଟି ଭାରସାମ୍ୟ ହରାଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇ ଥିବା ଜଣା…
Read More » -
sundargarh peace ସୁନ୍ଦରଗଡ଼ରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ, ଏସପିଙ୍କ ନେତୃତ୍ବରେ ସାରା ରାତି ପାଟ୍ରୋଲିଂ
ସୁନ୍ଦରଗଡ଼: ଗତକାଲି ଗୋମାଂସ ଗୁଜବକୁ ନେଇ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ୍ ଅଞ୍ଚଳରେ ଦୁଇଗୋଷ୍ଠୀ ମଧ୍ଯରେ ଭୀଷଣ ସଂଘର୍ଷ ହୋଇଥିଲା। ପରସ୍ପର ଉପରେ ଭୀଷଣ ପଥରମାଡ଼ ହୋଇଥିବା ବେଳେ ଭିନ୍ନ ଗୋଷ୍ଠୀର…
Read More » -
ED Raid Ganjam ଗଞ୍ଜାମରେ ପଞ୍ଝା ମେଲାଇଲା ଇଡି: ୧୦୦ ଜଣିଆ ଟିମ୍ର ଏକକାଳୀନ ଚଢ଼ଉ, ସ୍କାନରରେ ବିଜେଡି ନେତା
ବ୍ରହ୍ମପୁର: ଗଞ୍ଜାମରେ ପଞ୍ଝା ମେଲାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୧୦୦ ଜଣିଆ ଟିମ୍ର ଏକକାଳୀନ ଚଢ଼ଉ। ସ୍କାନରରେ ବିଜେଡି ନେତା ଓ ଦଳୀୟ ପୃଷ୍ଠପୋଷକ। ବାଲି, ମଦ ବ୍ୟବସାୟୀଙ୍କ ଘରେ…
Read More » -
Ahe nilasaila: ପୁଣି ପରଦାରେ ‘ଆହେ ନୀଳଶଇଳ’: ମଞ୍ଚ ଗାଇଲା ସିଂହଦ୍ବାରରେ ପତିତପାବନ ପ୍ରତିଷ୍ଠା ଗାଥା
ଭୁବନେଶ୍ବର: ‘‘ଆହେ ନୀଳଶଇଳ ପ୍ରବଳ ମତ୍ତ ବାରଣ। ମୋ ଆରତ ନଳିନୀ ବନକୁ କର ଦଳନ। ଆହେ ନୀଳଶଇଳ।।’’ ଏହି ଭଜନର ଗୁଞ୍ଜରଣ ପୂରା ପ୍ରେକ୍ଷାଳୟରେ ଭରୁଥିଲା…
Read More » -
Hasta is stuck in Dubai: ଦୁବାଇରେ ଫସିଛନ୍ତି ହସ୍ତା: ଉଦ୍ଧାର ପାଇଁ ଭିଡିଓରେ ନିବେଦନ କଲେ, ଟଙ୍କା ପାଇଁ ବିକ୍ରି କରିଦେଇଥିଲା ସ୍ବାମୀ
ଟିଟିଲାଗଡ଼: ମା’ଙ୍କୁ ଝୁରୁଛନ୍ତି ତିନି ନାବାଳିକା ଝିଅ। ମାସେ କି ଦୁଇମାସ ନୁହେଁ, ଦୀର୍ଘ ଦଶବର୍ଷ ହେଲା ମା’ର ମୁହଁ ଦେଖିନାହାନ୍ତି ଝିଅମାନେ। କାରଣ, ମା’ ଦୁବାଇରେ ବିକ୍ରି…
Read More » -
Dy Speaker Felicated Sumit Singh ସୁମିତଙ୍କ ଘରକୁ ଯାଇ ସମ୍ବର୍ଦ୍ଧିତକଲେ ଉପବାଚସ୍ପତି, ସରକାରୀ ସହାୟତା ପାଇଁ ପ୍ରତିଶ୍ରୁତି
ରାଉରକେଲା: ଦ୍ବିତୀୟ ଥର ପାଇଁ ଗିନିଜ୍ ବୁକ୍ରେ ନାଁ କରିବାପରେ ଅଲଟ୍ରାରନର୍ ସୁମିତ ସିଂହଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଉଛି। ଏହି…
Read More » -
Esic Medical College Rourkela ରାଉରକେଲା ପୁଣି ଉପେକ୍ଷିତ: କେନ୍ଦ୍ର ସରକାରଙ୍କ ଅବହେଳା ବଳବତ୍ତର, ଇଏସ୍ଆଇସି ମେଡିକାଲ କଲେଜ ଆଶା ମଉଳିଲା
ରାଉରକେଲା: ପୁଣିଥରେ ଉପେକ୍ଷିତ ହୋଇଛି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା। ଏଠାକାର ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ଆଦୌ ଦୃଷ୍ଟି ଦିଆଯାଉନି। ସୁନ୍ଦରଗଡ଼ ଜିଲ୍ଲା,…
Read More » -
Elephant Death ବୋମା ଖାଇ ଗୁରୁତର ହାତୀ ମୃତ, କପିଳାସ ସ୍ଥାନାନ୍ତର ବେଳେ ଗଲା ଜୀବନ
ଅନୁଗୁଳ: ଅନୁଗୁଳରେ ଗତକାଲି ଠାବ ହୋଇଥିବା ଅସୁସ୍ଥ ହାତୀର ଜୀବନ ଯାଇଛି। ଗୁରୁତର ହାତୀକୁ କପିଳାସ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ବନ୍ତଳା…
Read More »
