Breaking News
Browsing Category

Uncategorized

ବ୍ୟାଙ୍କିଙ୍ଗ୍‌ ସୂତ୍ର: ଠକେଇରୁ ବର୍ତ୍ତିବା ପାଇଁ ମାସ୍କ୍‌ଡ ଆଧାର

ଏବେ ସବୁ କ୍ଷେତ୍ରରେ ଆଧାର କାର୍ଡ ବ୍ୟବହାର ବାଧ୍ୟତାମୂଳକ ହୋଇଗଲାଣି। ବ୍ୟାଙ୍କ୍‌ ଖାତାରେ ଆଧାର ସଂଯୋଗ ନଥିଲେ ଆପଣ କୌଣସି କାରବାର କିମ୍ବା ଋଣ ପରି ବ୍ୟାଙ୍କିଂ ସୁବିଧାଦି ପାଇବା ଖୁବ୍ କଷ୍ଟ। ମୋଟାମୋଟି ଭାବେ କହିଲେ ଏବେ କୌଣସି କାରବାର ଆଧାର କାର୍ଡ ବିନା ଅସମ୍ଭବ। ଏପରି ସ୍ଥିତିରେ…

ଏକାମ୍ର କ୍ଷେତ୍ରରେ ହବିଷିଆଳି: ରାଈ ଦାମୋଦର ପୂଜା ପାଇଁ ପ୍ରସ୍ତୁତି

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ହବିଷିଆଳିଙ୍କ କାର୍ତ୍ତିକ ବ୍ରତ ଶୁକ୍ରବାରଠାରୁ ଆରମ୍ଭ ହେବ। ଏନେଇ ପ୍ରସ୍ତୁତି ଚାଲିଛି। କୁମାର ପୂର୍ଣ୍ଣମୀ ପରଦିନ ଏହି ବ୍ରତ ଆରମ୍ଭ ହେବା ନିୟମ ଥିବାରୁ ହବିଷିଆଳିମାନେ ଏକାମ୍ର କ୍ଷେତ୍ରରେ ଆସି ପହଞ୍ଚିଲେଣି। ମାସ ତମାମ ଚାଲିବ ରାଈ ଦାମୋଦର…

ବର୍ଦ୍ଧିତ ମୂଲ୍ୟରେ କିଣାହେବ ଖରିଫ ଧାନ ଏବେଠୁ ସକ୍ରିୟ ହେଲେଣି ଦଲାଲ

ରାଉରକେଲା: ରାଜ୍ୟ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କ୍ବିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଚାଷୀଙ୍କଠୁ ଖରିଫ ଧାନ କିଣିବାକୁ ଯାଉଛନ୍ତି । କେନ୍ଦ୍ରର ଧାର୍ଯ୍ୟ ଏମ୍‌ଏସ୍‌ପିଠୁ ରାଜ୍ୟ ସରକାର ଏଥର କ୍ବିଣ୍ଟାଲ ପ୍ରତି ଅଧିକ ୮୦୦ ଟଙ୍କା ଦେବାକୁ ଥିବାରୁ ସେଥିରେ ନିଜ ପକେଟ୍ ଗରମ…

ଝାରସୁଗୁଡା-ବନ୍ଧମୁଣ୍ଡା ତୃତୀୟ ରେଳଲାଇନ୍‌ ଜବରଦଖଲ ଉଚ୍ଛେଦ: ଅଧିକାରୀ-ବସ୍ତିବାସିନ୍ଦା ମୁହାଁମୁହିଁ

ରାଉରକେଲା: ତୃତୀୟ ରେଳଲାଇନ୍‌ ପାଇଁ ଏସ୍‌ଟିଆଇ ଓଭରବ୍ରିଜ୍‌ ନିକଟରେ ବସ୍ତି ଉଚ୍ଛେଦକୁ ନେଇ ରେଳବାଇ ଅଧିକାରୀ ଓ ବସ୍ତିବାସିନ୍ଦା ମୁହାଁମୁହିଁ ହୋଇଛନ୍ତି। ବୁଧବାର ପୁଲିସ ଓ ରେଳବାଇ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା। ହଠାତ୍‌ ବସ୍ତିର କିଛି ଲୋକ ପହଞ୍ଚି ଉଚ୍ଛେଦକୁ…

ଆଜି ଗର୍ଭଣା ସଂକ୍ରାନ୍ତି, ଚାଷୀ ପରିବାରରେ ଉତ୍ସାହ

ଯାଜପୁର: `ଆଗେ ବୁଣ, ପଛେ ବୁଣ ଗର୍ଭଣାକୁ ଟୁଣଟୁଣ '। ଏହି ଲୋକକଥା ଆଜି ବି ଉଦ୍‌ଜୀବିତ ଅଛି। ଆଜିର ଦିନ ଗର୍ଭଣା ସଂକ୍ରାନ୍ତି ସୁଦ୍ଧା ସବୁ ଧାନ କ୍ଷେତରେ ଥୋଡ ଆସିଯାଏ ବୋଲି ବିଶ୍ୱାସ ରହିଛି।  ପ୍ରତିଟି ଚାଷୀ ଘରେ ଏହାକୁ ଉଲ୍ଲାସର ସହ ପାଳନ କରାଯାଇଥାଏ। ଏହାକୁ କାଠି ପୋତା…

ପ୍ରସବ ପରବର୍ତ୍ତୀ ଅବସାଦ

ଜଣେ ପ୍ରସୂତିଙ୍କର ସନ୍ତାନ ପ୍ରସବ ପରେ ଦେଖା ଦେଉଥିବା ଅବସାଦ(ପୋଷ୍ଟପାର୍ଟମ୍‌ ଡିପ୍ରେସନ୍‌) ଯୋଗୁଁ ଉଭୟ ମାଆ ଓ ନବଜାତକର ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଜଟିଳତା ଦେଖାଦେଇଥାଏ ବୋଲି ଜଣାଯାଇଛି। ଏହି ସମସ୍ୟା ମାସ ମାସ ଧରି ଲାଗି ରହିବା ସହ ବେଳେ ବେଳେ ତାହା ଅବସାଦଜନିତ ବିକୃତିରେ ପରିଣତ…

ପୁଣି ଟ୍ରେଡିଂ ଆପ୍‌ ଠକେଇ: ୨କୋଟି ୪୩ଲକ୍ଷର ଥୋପରେ ୭୩ଲକ୍ଷର ଚୂନ

ଭୁବନେଶ୍ବର: ଟ୍ରେଡିଂ ଆପ୍‌ ଠକେଇ ହ୍ରାସ ପାଇବା ନାଁ ନେଉନାହିଁ। ରାଜଧାନୀରୁ ପୁଣି ଏକ ବଡ଼ଧରଣର ଠକେଇ ଅଭିଯୋଗ ଆସିଛି। ୨କୋଟି ୪୩ଲକ୍ଷ ଟଙ୍କାର ‌ଲାଭ ପାଇବାର ଥୋପ ଦେଖାଇ ସାଇବର ଠକ ରୢାକେଟ୍‌ ଜଣେ ବ୍ୟବସାୟୀଙ୍କୁ ୭୩ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି। ଠକାମିର ଶିକାର ହୋଇଥିବା ବ୍ୟବସାୟୀ…

ଭାରତ ଦ୍ବିତୀୟ ବଡ଼ ୫ଜି ବଜାର

ନୂଆଦିଲ୍ଲୀ: ଟେଲି ଯୋଗାଯୋଗ କ୍ଷେତ୍ରରେ ଭାରତ ହାସଲ କରିଥିବା ଉପଲବ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦୁଇ ବର୍ଷ ପୂର୍ବେ ଭାରତୀୟ ମୋବାଇଲ୍‌ କଂଗ୍ରେସରେ ୫ଜି ସେବା ଆରମ୍ଭ ହୋଇଥିଲା। ଏବେ ଦେଶର ପ୍ରତିଟି ଜିଲ୍ଲାରେ ଏହି ସେବା ପହଞ୍ଚିଛି। ଭାରତ…

ପୁରୁଷଙ୍କ ଅକାଳ କେଶ ଝଡ଼ିବା ପଛର କାରଣ ଜେନେଟିକ୍ସ ଓ ଖାଦ୍ୟ

ନୂଆଦିଲ୍ଲୀ: ଅକାଳ କେଶ ଝଡିବା ଅନେକ ପୁରୁଷଙ୍କ ପାଇଁ ଏକ ନିରାଶାଜନକ ଅନୁଭୂତି ହୋଇପାରେ। ବିଶେଷକରି ଯୁବ ପୁରୁଷମାନଙ୍କୁ ପ୍ରଭାବିତ କରୁଥିବା ଏହି ସମସ୍ୟା କିଶୋର ବୟସର ଶେଷ ଭାଗ କିମ୍ବା ୨୦ ବର୍ଷ ପ୍ରାରମ୍ଭରୁ ଆରମ୍ଭ ହୋଇପାରେ। ଏହା ଆପଣଙ୍କ ଡିଏନ୍‌ଏରେ ଥାଇପାରେ କିମ୍ବା ଆପଣଙ୍କ…

ସବୁଜ ଓ ସ୍ବଚ୍ଛ ପରିବେଶର ରୂପକାର

ସମାଜସେବା କିମ୍ବା ପରିବେଶ ସୁରକ୍ଷା ଦିଗରେ କାମ କରିବା ପାଇଁ ଅର୍ଥ ନୁହେଁ, ଦୃଢ଼ ଇଚ୍ଛାଶକ୍ତି ଆବଶ୍ୟକ। ଭୁବନେଶ୍ବରର ପୋଖରୀପୁଟ ବାସିନ୍ଦା ସୁଶାନ୍ତ କୁମାର ସାହୁ ଏହା ପ୍ରମାଣ କରି ଦେଖାଇଛନ୍ତି। ୧୯୯୫ ମସିହାରୁ ନିଜକୁ ବୃକ୍ଷରୋପଣରେ ନିୟୋଜିତ କରିଛନ୍ତି। ସୁଶାନ୍ତ ପ୍ରଥମେ ନିଜ ହାତରୁ…