Breaking News
Browsing Category

ଦିହକୁ ନେବେନି

ତମେ ଆଖି ବୁଜି ବାବୁ ନିର୍ଦ୍ବନ୍ଦେ ବସ; ରହିଯାଉ ପଛେ ଆମ ନିଶ୍ବାସ…

ଭୁବନେଶ୍ବର: ତମେ ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଥାଅ। ଆମେ ଜଣେ ପରେ ଜଣେ ଏମିତି ଜଳୁଥାଉ। ବାବୁ...! ଆମେ ଜଳିଗଲା ପରେ ତମେ ଆଖି ଖୋଲିବ। ତଦନ୍ତ କରି ସବୁ ଓଲଟେଇ ପକେଇବ। ଅତି ବେଶିରେ ତମର ବଦଳି ହବ। ହେଲେ ଆମକୁ କ’ଣ ସତରେ ନ୍ୟାୟ ମିଳିବ? ଏଇଟା ହୁଏତ ନିଆଁରେ ଜଳି ଜୀବନ…

ଚୁଟିଆକୁ ଧରି ଏତିକି ଖୁସି; ବଡ଼ ମୂଷା ପଛେ ଯାଉତ ଖସି…!

ଭୁବନେଶ୍ବର: କେତେ ଖୁସି ହଉଛ ମ...? ଏ ଚୂନା ମାଛକୁ ଧରି ବଡ଼ ଧରିଲା ପରିକା ଆନନ୍ଦ କାଇଁ ନଉଛ ମ...? ହଇଓ ବାବୁ...! ପ୍ରଶ୍ନପତ୍ର କେଳେଙ୍କାରୀରେ କେତେ ମହା ମହାରଥି ସାମିଲ୍‌ ଅଛନ୍ତି ତାହା କ’ଣ ତମକୁ ଅଛପା ? ଏ ଛୋଟକାଟିଆ କେତେ ଜଣଙ୍କୁ ଧରି ଏମିତି ଖୁସି ହଉଛ ଯେମିତି ସବୁ କିଛି ଅଣେଇ…

ତମ ଯୋଜନା ଆମର ଲୋଡ଼ା ନାହିଁ; ଆମ ଓଡ଼ିଆ ପୁଅ ଘରେ ନାହିଁ… !

ଆରେ ଭାଇ ଏ ଯୋଜନା ସବୁ କାହା ପ‌ାଇଁ...? ଆମ ଓଡ଼ିଆ ପୁଅ ଘରେ ନାହିଁ,  ପେଟ ପୋଷିବାକୁ ଘରଦ୍ବାର ଛାଡ଼ି; ସୁରଟ ଯାଇଛି ସନିଆ ଭାଇ !  ଏ ଲୋକଦେଖାଣିଆ କି ପାଇଁ...? ତମ ଯୋଜନା ଆମର ଲୋଡ଼ା ନାହିଁ। ଯୋଜନା କରିଣ ପ୍ରଶାସନ ଆମ; ଶୁଅଇ ନାହିରେ ତେଲ ଦେଇ...! ତମ ଯୋଜନାକୁ ଆମ…

ରହିଯା…ଆରେ ବାପା ! ଏବେ ଜାଗା ଫାଙ୍କା ନାହିଁ ; ଆଉ କିଛି ବର୍ଷ ପରେ ଆସ

ଭୁବନେଶ୍ବର: ରୁହରେ ବାପ...! ତମର ବଅସ ହେଇନି ପା। ତମେ ଆଉ କିଛି ବର୍ଷ ଅପେକ୍ଷା କର। ଏବେ ଆସନ ଫାଙ୍କା ନାହିଁ। ଆରେ ଇମିତି ଚକିତ ହଉଛ କିଆଁ? ଆସନ ମାଡ଼ି ବସିଛନ୍ତି ଆମର ବୟସ୍କମାନେ। କ’ଣ ବୁଝିପାରୁନ? ଏବେ ପରା ଅବସରପ୍ରାପ୍ତ କର୍ମଚାରୀମାନଙ୍କ…

ପ୍ରକୃତ ଭାରତୀୟ କେବେ ବି ଏଭଳି ମନ୍ତବ୍ୟ ଦେବ ନାହିଁ; ରାହୁଲଙ୍କୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: "ପ୍ରକୃତ ଭାରତୀୟ କେବେ ବି ଏଭଳି ମନ୍ତବ୍ୟ ଦେବ ନାହିଁ।" ଶୁଣାଣି ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏଭଳି କହିଲେ ସୁପ୍ରିମକୋର୍ଟ। 'ଭାରତ ଯୋଡୋ ଯାତ୍ରା' ସମୟରେ ରାହୁଲ କରିଥିବା ଦାବିକୁ ନେଇ ସୁପ୍ରିମକୋର୍ଟ ତାଙ୍କ ଉପରେ…

ହଁ ହଁ.. ମୁଁ ଇସକୁଲରେ ପଢୁଚି… ମୁଁ ସରକାରୀ ଇସ୍କୁଲରେ ପଢୁଚି…

ଭୁବନେଶ୍ବର: ମୁଁ ଇସ୍କୁଲରେ ପଢୁଚି.. ମୁଁ ସରକାରୀ ସ୍କୁଲରେ ପଢୁଚି… ବିନା ଶିକ୍ଷକରେ ଆମ ଇସକୁଲ୍ ସବୁ ଦିନ ଖୋଲା ହେଉଚି.. ବହି ବସ୍ତାନୀ ଆମ ଚୁଲିକୁ ଗଲାଣି, ଭବିଷ୍ୟତ ଅନ୍ଧାର ହେଉଚି.. ମୁଁ ଇସକୁଲରେ ପଢୁଚି.. ମୁଁ ସରକାରୀ ଇସକୁଲରେ ପଢୁଚି… ଗତ ୪…

ଓଡ଼ିଶାରେ ଘାଣ୍ଟୁଛି ମ୍ୟାଲେରିଆ, ରାଜ୍ୟ ନାମରେ ଅଲୋଡ଼ା ରେକର୍ଡ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗର ମ୍ୟାଲେରିଆ ନିରାକରଣ ଯୋଜନା ତା ବାଟରେ ଚାଲିଛି, ଅନ୍ୟ ବାଟରେ ମଶା ତାହାର କାମ କରୁଛି | ସରକାର ମଶାକୁ ଖୋଜୁଛନ୍ତି, ଅନ୍ୟପଟେ କିନ୍ତୁ ମଶା ଲୋକଙ୍କୁ କାମୁଡି ନୟାନ୍ତ କରିବା ସହ ମ୍ୟାଲେରିଆର ବିସ୍ତାର କରୁଛି | ଏକଥା ଆମେ କହୁନାହୁଁ ବରଂ…

ଆରେ ନାରଣ ! କାଠ ହାଣିଲେ ଜାଳ ହେବ, ପାଠ ପଢିଲେ କଣ ହେବ ?

ଭୁବନେଶ୍ବର: ହସୁଛି ମୁରୁଖ, କାନ୍ଦୁଛି ପାଠୁଆ । ପଢି ପଢି ପାଠ ହେଲା ସେ ଭକୁଆ.. ହଁ ଆଜ୍ଞା ! ଆମ ରାଇଜରେ ଏବେ ଚାକିରି ବାକିରିକୁ ନେଇ ଭାରି ଝିନଝଟ । ପିଲା ଏବେ ମୂଲ ଲାଗିବାକୁ ସୁରଟ ଯିବାକୁ ରେଡ୍ଡି ଅଛନ୍ତି କିନ୍ତୁ ପାଠ ପଢିବାକୁ କୁନ୍ଥୁକୁନ୍ଥୁ । କାରଣଟା ପଚାରୁ ନାହାନ୍ତି କାହିଁକି……

ମାରିନେଲେ ମହାପାତ୍ର, ଚାହିଁଥା ଜଳକା…ପିଲା ପାଠି ପଢ଼ି ପଢ଼ି ଧଇଁଆ, ମୂରୁଖ ଆକାଶରୁ ତୋଳେ କଇଁଆ

ଭୁବନେଶ୍ବର: ଏଣିକି ପିଲାମାନଙ୍କୁ ଶିଖାଇବା... ପାଠ ପଢ଼ିଲେ କିଛି ହବନିରେ ବାପା ! ସଫଳ ହେବାକୁ ହେଲେ କୌଶଳ ଜଣାଥିବା ଦରକାର। ସେ ଆଗ ଯୁଗ ଗଲାଣି। ଯେବେ କୁହାଯାଉଥିଲା ‘ପଢ଼ିଲେ ପାଠ ହୋଇବ ଚାଚ, ଆଗକୁ ଫିଟିବ ଉତ୍ତମ ବାଟ’। ଏବେ କିନ୍ତୁ ଆଉ ସେ ପୁରୁଣା କଥା ନାହିଁ। ଏବେ…

ନାମକୁ ମାତ୍ର ସରକାରୀ ସୁବିଧା ! ଅସଲି ଯାଉଛି ଫସର ଫାଟି, ନକଲି ବସୁଛି ବେଶର ବାଟି…

ଭୁବନେଶ୍ବର: ଅସଲି ଯାଉଛି ଫସର ଫାଟି, ନକଲି ବସୁଛି ବେଶର ବାଟି..କି ଯୁଗ ହେଲା କେଜାଣି ! ଏଠି ଜଣଙ୍କର ପ୍ରାପ୍ୟକୁ ଆଉ ଜଣେ ମାରି ନେଇ ହସୁଛି, ପ୍ରକୃତ ହକ୍‌ଦାର ଯିଏ ହସ୍ତସନ୍ତ ହେଇ ବଞ୍ଚୁଛି... ଆ‌ରେ କ’ଣ ବୁଝିପାରୁନ? ଆମ ସରକାର ମ ! ଚାଷୀଙ୍କ ପାଇଁ…