Breaking News
Browsing Category

ଦିହକୁ ନେବେନି

ଅତୀତ ହେବେ ବାଘ ମାମୁ; ଫଟୋରେ ଦେଖିବେ ରାମୁ, ଶାମୁ…

ଭୁବନେଶ୍ବର: ଆଜି କୁଆଡ଼େ ବାଘ ଦିବସ! ସେ ବାଘ ଫାଘ କିମିତିଆ ଯନ୍ତୁ ଆମ ପରପିଢ଼ି ଆଗକୁ ଦେଖିବାକୁ ପାଇବେ ଟି? ଯଦି ଦେଖିବାକୁ ପାଇବେନି କି ଦିବସ ପାଳିବେ ମ? ସବୁ ଦେଖିବ ଆଗକୁ ଖାଲି ଫଟୋରେ ଦିବସ ପାଳନ ହେବ। ବାଘ ଥିବ ଯେ ବ୍ୟାଘ୍ର ଦିବସ ମନେଇବ ! …

ରାଜଧାନୀରେ ମାତିଛନ୍ତି ଏଡିସ୍‌ ମଶା, ତା’ ସାଙ୍ଗକୁ ଦାଉ ସାଧୁଛି ଲଗାଣ ବର୍ଷା

ଭୁବନେଶ୍ବର: କାହାକୁ ସମ୍ଭାଳିବ ସମ୍ଭାଳ...ଏଣେ ବାର୍ଡ ଫ୍ଲୁ ପାଇଁ ଚିକେନଙ୍କୁ ଡର, ତେଣେ ଡେଙ୍ଗୁ ପାଇଁ ଏଡିସ୍‌ ମଶାଙ୍କୁ ଡର...ଗୋଟାକୁ ତମେ ଖାଇଲେ ମଲ, ଗୋଟା ତମକୁ ଖାଇଲେ ମଲ! ସରକାର ଏତେ ସଫାସୁତାରା କରୁଛନ୍ତି, ସକାଳୁ ସକାଳୁ ‘ମୁଁ…

ଜଳ ସାଜୁଛି କାଳ: କେବେ କନ୍ଦାଉଛି କେବେ ଭସାଉଛି

କାହା ପାଇଁ ବିପତ୍ତି ତ କାହା ପାଇଁ ସମ୍ପତ୍ତି | ବନ୍ୟାର ଦୁର୍ଦ୍ଦଶାରେ କିଏ ଛଟପଟ ହେଉଛି ତ କିଏ ପୁଣି ଚାତକ ଭଳି ବର୍ଷାକୁ ଅନାଇ ବସିଛି | ଗୋଟିଏ ପଟେ ପାଣି ବିନା କିଛି ସ୍ଥାନରେ ଜମି ଫାଟି ଆଁ କରିଥିବାବେଳେ କିଛି ସ୍ଥାନରେ ବନ୍ୟା ସ୍ଥିତି ଲୋକଙ୍କ ଆଖିରୁ ନିଦ…

ଦୁର୍ନୀତି: କାହାର ହେଉଛି ଉନ୍ନତି ପୁଣି କାହାର ହେଉଛି କ୍ଷତି… ସବୁ ଏଠି ଭାଇ ଗୋଟିଏ ଲାଉର ମଞ୍ଜି, ତୁଚ୍ଛାଟାରେ ହୁଏ…

ଭୁବନେଶ୍ବର: ଶିକ୍ଷକ ପିଲାଙ୍କୁ ନିଜ ଜୀବନର ଲକ୍ଷ୍ୟ ପଚାରିଲେ । କିଏ ଡାକ୍ତର କହିଲା, କିଏ ଇଞ୍ଜିନିୟର କହିଲା ପୁଣି କିଏ ପୋଲିସ କହିଲା.. ହେଲେ ପଛ ଧାଡ଼ିରେ ବସିଥିବା ମଙ୍ଗୁ କହିଲା ମଙ୍ଗୁ-ସାର୍ ! ମୁଁ କଣ ହେବି ଜାଣିନି କିନ୍ତୁ ମୋର ପ୍ରଥମ ଲକ୍ଷ୍ୟ ସରକାରୀ…

ସହରୀ ରୋଗୀଙ୍କ ପାଇଁ ଆକାଶମାର୍ଗ ଥାଉ; ଗାଁ ରୋଗୀଙ୍କ ପାଇଁ ଡଙ୍ଗାଟେ ହେଲେ ହେଉ…

ଆଲୋ ଆଲୋ... ଇଏ କଅ.......ଣ? ମୁ ତ ଶୁଣିଛି ଆମ ରାଜ୍ୟ ଓଡ଼ିଶା କୁଆଡ଼େ ସ୍ବାସ୍ଥ୍ୟ କ୍ଷେତ୍ରରେ ଢେର ଆଗରେ। ଇଏ ଗର୍ଭବତୀ ନାନୀ ଜଣଙ୍କୁ ଇମିତି ପାଣିରେ ବୋହି କୁଆଡ଼େ ନଉଛନ୍ତି ମ? ଇଏ କ’ଣ ଆମ ଉନ୍ନତି? ତୁ ଠିକ୍‌ ଶୁଣିଛୁ ରେ ମଦନା। ଓଡ଼ିଶା ସ୍ବାସ୍ଥ୍ୟ କ୍ଷେତ୍ରରେ କେତେ…