Breaking News
Browsing Category

Uncategorized

ଅଙ୍କୁର ବିଚାର: ପଲିଥିନ୍‌ ବ୍ୟବହାର ବନ୍ଦ କରିବା

ପଲିଥିନ୍‌ର ପ୍ରଚୁର ବ୍ୟବହାର ପରିବେଶ ତଥା ଜନସମାଜ ପାଇଁ ଚିନ୍ତା ବଢ଼ାଇଛି। ସଚେତନତା ଆଉ କଟକଣା ପରେ ବି ବନ୍ଦ ହେଉନି ପଲିଥିନ୍‌ର ବ୍ୟବହାର। ପଲିଥିନ୍‌ ଉତ୍ପାଦନ, ଆମଦାନି, ରପ୍ତାନି ଓ ବିକ୍ରି ଉପରେ ରାଜ୍ୟ ସରକାର ରୋକ ଲଗାଇଥିଲେ ମଧ୍ୟ ଏହା ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହୋଇପାରୁନି। ଆଜିର…

ପୂଜା ପାଇଁ ପୋଲିସ ସଜବାଜ: ଟ୍ରାଫିକ୍‌ କଟକଣା, ଭସାଣରେ କଟକଣା

ଭୁବନେଶ୍ବର: ପାର୍ବଣ ପୂର୍ବରୁ ରାଜଧାନୀକୁ ଅପରାଧୀ ମୁକ୍ତ କରିବାକୁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। ଅବଶ୍ୟ ପୁଲିସ ଇତିମଧ୍ୟରେ ଅଭ୍ୟାସଗତ ଅପରାଧୀଙ୍କ ତାଲିକା କରି ସେମାନଙ୍କ ଗତିବିଧି ଉପରେ ନଜର ରଖିଛି ଓ କୁଖ୍ୟାତଙ୍କୁ ତଡ଼ିପାର କରୁଛି; ହେଲେ ପୂର୍ବରୁ ପୂଜା ସମୟରେ ଘଟିଥିବା ଗୋଷ୍ଠୀ…

ମୌସୁମୀ ଓଡ଼ିଶା ଛାଡ଼ିବା ବିଳମ୍ବ ହେବ

ଭୁବନେଶ୍ବର: ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ପାଗ ମେଘୁଆ ସହ କିଛି ସ୍ଥାନରେ ବର୍ଷା ହୋଇଛି। ଗଞ୍ଜାମର ଆସ୍କାଠାରୁ କଟକ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ଲାଗିରହିଛି। ସୋମବାର ମଧ୍ୟ ଏଭଳି ସ୍ଥିତି ଲାଗି ରହିପା‌ରେ। ବଙ୍ଗୋପସାଗରୀୟ ପବନ ସହ ଉତ୍ତର ଭାରତରୁ ଆସୁଥିବା ଶୁଷ୍କ ପବନ ମିଶିବାରୁ…

ଆଜିର ସାଧାରଣତନ୍ତ୍ର ଦିବସ ଆମ ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର କୁନ୍ତଳା କୁମାରୀ ଛାତ୍ରୀନିବାସରେ ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କୁନ୍ତଳା କୁମାରୀ ଛାତ୍ରୀନିବାସ ଅଧିକ୍ଷକ ଡ. ପ୍ରତିମା ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଅଧିକ୍ଷକ ଡ.ପ୍ରତିମା…

୨୨ରୁ ଆମ ଓଡିଶା-ନବୀନ ଓଡିଶା, ସହରୀ: ଗୃହ ଓ ନଗର ଉନ୍ନୟନ ବିଭାଗ ଜାରି କଲା ନିର୍ଦେଶାବଳୀ

ଭୁବନେଶ୍ୱର: ସମାଜର ସମସ୍ତ ବର୍ଗଙ୍କ ପାଇଁ ନିରନ୍ତର ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ୫-ଟି ପଦକ୍ଷେପ ଅଧୀନରେ ଅନେକ ଯୋଜନା ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ଏହି ପଦକ୍ଷେପଗୁଡିକର ଲାଭ ଯୋଗ୍ୟ ତଥା ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ନିଶ୍ଚିତ କରିବାକୁ,…

୨୨ ତାରିଖରେ ଅଧାଦିନ ସରକାରୀ ଛୁଟି

ଭୁବନେଶ୍ୱର : ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଳନ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଅଧାଦିନ ଛୁଟି ଘୋଷଣା କରିଛନ୍ତି । ଏହି ମର୍ମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଚଳିତ ୨୨ ତାରିଖ ଦିନ…

ବିକେନ୍ଦ୍ରୀକରଣ, ସାମଗ୍ରିକ ଓ ଗୋଷ୍ଠୀ ନେତୃତ୍ୱାଧୀନ ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ରାଜ୍ୟଗୃହଓନଗରଉନ୍ନୟନବିଭାଗଆନୁକୂଲ୍ୟରେସହରାଞ୍ଚଳରୂପାନ୍ତରଣସଂପର୍କିତଆନ୍ତର୍ଜାତୀୟ ସମ୍ମିଳନୀଆଜିଠାରୁ ହୋଟେଲଭିଭାନ୍ତା, ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଜାନୁଆରୀ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଆଭାସୀ ବ୍ୟବସ୍ଥା…

ଗ୍ରାହକ ସୁରକ୍ଷାକୁ ସରକାରଙ୍କ ଅଧିକ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (ଗଔଈଅ)ର ୧୧ତମ ପ୍ରତିଷ୍ଠା ଦିବସରେ ଖଣ୍ଡଗିରିଠାରେ ନବନିର୍ମିତ ଅଫିସ ଗୃହ ତଥା କନଫରେନ୍ସ ଗୃହ ଉଦ୍‌ଘାଟନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ନିର୍ଦ୍ଦେଶକ ଖାଉଟି…

ଆପଣମାନେ ସୁବିଧାରେ ପୁରୀ ଆସନ୍ତୁ, ମହାପ୍ରଭୁଙ୍କ କୃପା ଲାଭ କରନ୍ତୁ, ଜନସାଧାରଣଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନାରେ ଆରମ୍ଭ ହେଲା ଏହି ସେବା ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲାରୁ ବସ୍‌ସେବା ଆରମ୍ଭ ହେଲା ଜିଲା ସଦର ମହକୁମାରୁ ଭୁବନେଶ୍ବର ଦେଇ ମହାପ୍ରଭୁଙ୍କ ଧାମ ପୁରୀକୁ ଯିବ ବସ୍‌ ଲକ୍ଷ୍ମୀ ଯୋଜନାରେ ମା’ମାନଙ୍କ ପାଇଁ ଟିକେଟ୍‌ର ମୂଲ୍ୟ ୫ ଟଙ୍କା,…

ରାଜ୍ୟ ସ୍ତରୀୟ ବୀରତା ଦିବସ ପାଳନ ଉପଲକ୍ଷେ ଶହୀଦଙ୍କ ଫଟୋଚିତ୍ରରେରେ ମାଲ୍ୟାର୍ପଣ

ଭୁବନେଶ୍ୱର : ଶହୀଦ ମାଧୋ ସିଂହଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ବୀରତା ଦିବସ ପାଳନ ଅବସରରେ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସ୍ଥାନୀୟ ଜୟଦେବ ଭବନରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଛି । ଆଜିର ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ…