Breaking News
Browsing Category

Uncategorized

୩୪ଟି ପାକ୍ସର ଭିତ୍ତିଭୂମି ବିକାଶ ନିମନ୍ତେ ଲେଖାଏଁ ଖର୍ଚ୍ଚ କରିବେ ୫୦ହଜାର ଟଙ୍କା

ଭୁବନେଶ୍ବର:  ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଆଜି ପାକ୍ସ ଗୁଡିକୁ ସହାୟତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଲେ ଯେ, ସମବାୟ ପ୍ରାଥମିକ…

ଉତ୍କଳ ବିଶ୍ବବିଦ୍ୟାଳୟରେ ‘ନୂଆ-ଓ’ କାର୍ଯ୍ୟକ୍ରମ, ଆୟୋଜିତ ହେବ ସାଂସ୍କୃତିକ, ସାମାଜିକ ଓ କ୍ରୀଡ଼ା ପ୍ରତିଯୋଗିତା

ଓଡ଼ିଶାର ଯୁବପିଢ଼ି ମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ‘ନୂତନ ଉନ୍ନତ ଅଭିଳାଶ ଓଡ଼ିଶା ବା ନୂଆ-ଓ’ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଶୁକ୍ରବାର ଉତ୍କଳ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି…

ଉତ୍କଳର ଉତ୍କର୍ଷ ଅଭିଷେକ, ମିଳିଛି ‘ଶ୍ରେଷ୍ଠ ନବପ୍ରବର୍ତ୍ତନ’ ପୁରସ୍କାର 

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟର ବ୍ୟବସାୟିକ ପରିଚାଳନା ବିଭାଗ ଅନ୍ତର୍ଗତ କୃଷି ପରିଚାଳନା ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର  ଅଭିଷେକ ମହାପାତ୍ର  'ଶ୍ରେଷ୍ଠ ନବପ୍ରବର୍ତ୍ତନ' ପୁରସ୍କାର  ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ଵାରା ପ୍ରାପ୍ତ ହୋଇଛନ୍ତି। ଅଭିଷେକଙ୍କୁ ଏହି ପୁରସ୍କାର ତାଙ୍କର…

ସକାଳେ ଟାଇଁ ଟାଇଁ ଖରା, ଅପରାହ୍ଣରେ ନିର୍ଦ୍ଧୁମ ବର୍ଷା !

ଭୁବନେଶ୍ୱର : ଦିନ ଗୋଟାଏ ଯାଏଁ ସହି ହେଉନଥିଲା ଗରମ । କିନ୍ତୁ ଗୋଟାଏ ପରେ ହଠାତ କାଳବୈଶାଖୀ ପ୍ରଭାବରେ ସମ୍ପୂର୍ଣ୍ଣ ବଦଳିଗଲା ପାଣିପାଗ । ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଆଜି ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାତିରେ ବ୍ରେକ୍ ଲଗାଇଛି କାଳବୈଶାଖୀ ବର୍ଷା । ତାସହ ରାଜ୍ୟର ଅନ୍ୟ କିଛି…

ପୁଣି ବଢିଲା ଓମଫେଡ୍ କ୍ଷୀର ଦର : ଏପ୍ରିଲ ୧ ରୁ ଲାଗୁ ହେବ ନୂଆ ମୂଲ୍ୟ

ଭୁବନେଶ୍ବର : ପୁଣି ବଢିଲା ଓମଫେଡ୍ କ୍ଷୀର ଦର । ପ୍ୟାକେଟ୍ ପିଛା ଦୁଇ ଟଙ୍କା ମୂଲ୍ୟ ବୃଦ୍ଧି ନେଇ ଓମଫେଡ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଏପ୍ରିଲ ୧ ରୁ ନୂଆ ଦର ଲାଗୁ ହେବ ନେଇ ଓମଫେଡ କହିଛି । ଗୋଖାଦ୍ୟ, ଚାରା, ଔଷଧ, ଇନ୍ଧନ ଆଦିର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କ୍ଷୀର ମୂଲ୍ୟ ବୃଦ୍ଧି…

ଶେଷ ହେଲା ଚିଲିିକାରେ ପକ୍ଷୀ ଗଣନା: ଗତବର୍ଷ ଅପେକ୍ଷା ବଢିଛି ପକ୍ଷୀଙ୍କ ସଂଖ୍ୟା, ଚଳିତବର୍ଷ ୧୧ଲକ୍ଷ ୩୧ହଜାର…

ଖୋର୍ଦ୍ଧା/ବାଲୁଗାଁ: ମରାଳ ମାଳିନୀ ନିଳାମ୍ବୁ ଚିଲିକାକୁ ଶୀତଦିନ ଆସିଲେ ଦେଶ ବିଦେଶରୁ ଲକ୍ଷଲକ୍ଷ ନାନା ପ୍ରଜାତିର ପକ୍ଷୀଙ୍କ ସମାଗମ ହୁଏ । ତେବେ ଚିଲିକାରେ ଶୀତକାଳୀନ ପକ୍ଷୀ ଗଣନା ବୁଧବାର ଶେଷ ହୋଇଛି । ବାଲୁଗାଁ ବନ୍ୟପ୍ରାଣୀ ବିଭାଗ, ଚିଲ୍ଲିକା ଉନ୍ନୟନ କର୍ତୁପକ୍ଷ (ସିଡିଏ) ମିଳିତ…

ରାଜ୍ୟରେ ଆରମ୍ଭ ହେବ ୫-ଜି ସେବା: ସେବା ଯୋଗାଇଦେବେ ଜିଓ, ଏୟାରଟେଲ୍

ପୂରଣ ହେବାକୁ ଯାଉଛି ରାଜ୍ୟବାସୀଙ୍କ ୫-ଜି ସ୍ୱପ୍ନ । ଜାନୁୟାରୀ ମାସରେ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହେବ ନିକଟରେ କହିଥିଲେ କେନ୍ଦ୍ର ଆଇଟିମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଗୁରୁବାର ଦିନ ଭୁବନେଶ୍ୱର, କଟକ ସମେତ କିଛି ସ୍ଥାନରେ ୫-ଜି ସେବା ଆରମ୍ଭ ହେବାକୁ ଯାଉଛି । ଦେଶରେ ଗତବର୍ଷ ଅକ୍ଟୋବର…

ଫିରିଙ୍ଗିଆରେ ବ୍ଲକସ୍ତରୀୟ ମନରେଗା ଯୋଜନାର ଜନ ଶୁଣାଣୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ବ୍ଲକସ୍ତରୀୟ ମମନରେଗା ଯୋଜନାର ଜନ ଶୁଣାଣୀ କାର୍ଯ୍ୟକ୍ରମ  ବ୍ଲକ୍ ପରିସର ମଧ୍ୟରେ ଅନୁଷ୍ଟିତ ହୋଇଯାଇଛି । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନ ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମକୁ ଫୁଲବାଣୀ ଉପଜିଲ୍ଲାପାଳ ଶେଷଦେବ…

ନବ ନିର୍ମାଣ କୃଷକ ସଂଗଠନ କନ୍ଧମାଳ ଶାଖା ପକ୍ଷରୁ ପ୍ରାଇସ ପ୍ରେଷ୍ଟିଜ ଓ ପେନସନ ଦାଵୀରେ ଗଣଧାରଣା

ଫୁଲବାଣୀ: ନବନିର୍ମାଣ କୃଷକ ସଂଗଠନ ଓଡିଶା ଭୁବନେଶ୍ୱର ପକ୍ଷରୁ ଚାଷୀଭାଇମାନଙ୍କ ବିଭିନ୍ନ ସମସ୍ୟା ନେଇ ତାର ସମାଧାନ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇ ନଥିବାରୁ ଲକ୍ଷେ ଚାଷୀ ଚଣ୍ଡିଖୋଲରୁ ଭୁବନେଶ୍ୱର ଚାଲ ଅଭିଯାନକୁ ସମର୍ଥନ ଜଣାଇ ଫୁଲବାଣୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା…