ଦେଶ ବିଦେଶ

ECMS Programme: ଇସିଏମ୍‌ଏସ୍‌ରେ ୭୫ ଆବେଦନକୁ ମନ୍ତ୍ରାଳୟର ମଞ୍ଜୁରି

ଇଲେକ୍ଟ୍ରୋନିକ୍ସ ଉପକରଣ ନିର୍ମାଣ ଯୋଜନା (ଇସିଏମ୍‌ଏସ୍‌)ରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ୭୫ଟି ଆବେଦନକୁ ମଞ୍ଜୁର କରିଛି। ଇସିଏମ୍‌ଏସ୍‌ରେ ମୋଟ ୫୯,୩୫୦ କୋଟି ଟଙ୍କାର ନିବେଶ ଲକ୍ଷ୍ୟ ରଖାଯାଇଥିଲା...

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଉପକରଣ ନିର୍ମାଣ ଯୋଜନା (ଇସିଏମ୍‌ଏସ୍‌)ରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ୭୫ଟି ଆବେଦନକୁ ମଞ୍ଜୁର କରିଛି। ଇସିଏମ୍‌ଏସ୍‌ରେ ମୋଟ ୫୯,୩୫୦ କୋଟି ଟଙ୍କାର ନିବେଶ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ମୋଟ ୬୧,୬୭୧ କୋଟି ଟଙ୍କାର ଆବେଦନକୁ ମଞ୍ଜୁରି ଦିଆଯାଇ ସାରିଲାଣି। ସେହିଭଳି ଏହି ଯୋଜନାରେ ୪.୫୬ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଏହା ୪.୫୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଦେଶରେ ଇଲେକ୍ଟ୍ରୋନିକ୍ସ ଉପକରଣ ନିର୍ମାଣକୁ ବଢ଼ାଇବା ଲାଗି ଇସିଏମ୍‌ଏସ୍‌ର ମୂଳ ଲକ୍ଷ୍ୟ। ଉଭୟ ଅନ୍ତର୍ଜାତୀୟ ଏବଂ ଘରୋଇ ନିବେଶକୁ ଏଥିରେ ଆକର୍ଷିତ କରାଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button