ସମ୍ପାଦକୀୟ

Editorial: ସକ୍ରିୟ ପ୍ରହାର

ଭାରତରେ ଘଟିଥିବା ଅଧିକାଂଶ ଆତଙ୍କବାଦୀ ଆକ୍ରମଣ ଧର୍ମ ସହିତ ସଂଯୁକ୍ତ ହୋଇଥିବା ଦେଖାଯାଇଥିଲେ ହେଁ ‘ପ୍ରହାର’ ଉଚିତ ବିଚାର ପ୍ରଦର୍ଶନ କରି ଆତଙ୍କବାଦକୁ କୌଣସି ଧର୍ମ, ଜାତି କିମ୍ବା ଜାତୀୟତା ସହିତ ସଂପୃକ୍ତ କରିବାକୁ ମନା କରିଦେଇଛି।

ଭାରତରେ ଘଟିଥିବା ଅଧିକାଂଶ ଆତଙ୍କବାଦୀ ଆକ୍ରମଣ ଧର୍ମ ସହିତ ସଂଯୁକ୍ତ ହୋଇଥିବା ଦେଖାଯାଇଥିଲେ ହେଁ ‘ପ୍ରହାର’ ଉଚିତ ବିଚାର ପ୍ରଦର୍ଶନ କରି ଆତଙ୍କବାଦକୁ କୌଣସି ଧର୍ମ, ଜାତି କିମ୍ବା ଜାତୀୟତା ସହିତ ସଂପୃକ୍ତ କରିବାକୁ ମନା କରିଦେଇଛି। ଏହା ଦ୍ବାରା ଆତଙ୍କବାଦର ରଚୟିତାମାନେ ଧର୍ମ ଆଦିର ବାହାନା ବ୍ୟବହାର କରି ବେସାମରିକ ନାଗରିକମାନଙ୍କ ଉପରେ ହିଂସାତ୍ମକ ଆକ୍ରମଣକୁ ଯଥାର୍ଥତା ପ୍ରଦାନ କରିପାରିବେ ନାହିଁ।

Show More

Leave a Reply

Your email address will not be published. Required fields are marked *

Back to top button