Breaking News

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ରାଜ୍ୟରେ ବଢିବନି ବିଜୁଳି ଦର

0

ଭୁବନେଶ୍ବର: ଗ୍ରାହକକୁ ବଡ଼ ଆଶ୍ବସ୍ତି । ରାଜ୍ୟରେ ବଢିବନି ବିଜୁଳି ଦର । ଏ ନେଇ ଙଋଜଉ ସ୍ପଷ୍ଟ କରିଛି। ବିଦ୍ୟୁତ ଉତ୍ପାଦନକାରୀ, ଆବଣ୍ଟନକାରୀ, ଉପଭୋକ୍ତାଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇ ଓଇଆରସି । ୨୦୨୩- ୨୪  ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ବଢ଼ିବନି ବିଜୁଳି ଦର । ଘରୋଇ ଉପଭୋକ୍ତାଙ୍କ ପାଇଁ ପୂର୍ବ ଦର ଅପରିବର୍ତ୍ତିତ ରହିବ। ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ରହିଛି। ଏଥିସହ ଚାଷୀଙ୍କୁ ରିହାତିରେ ବିଜୁଳି ମିଳିବ। ଶୀତଳଭଣ୍ଡାର ପାଇଁ ଟ.୧.୬୦ ପଇସା ରିହାତି ରଖାଯାଇଛି।

Leave A Reply

Your email address will not be published.