ଦେଶ ବିଦେଶ

enriched uranium Iran: ଇରାନର ୪୦୦ କିଲୋଗ୍ରାମ୍ ୟୁରାନିୟମ ଜବତ କରିବାକୁ ଟ୍ରମ୍ପଙ୍କ ଯୋଜନା: ମାଟିତଳେ କେଉଁଠି ଲୁଚାଯାଇଛି ତାହା ଖୋଜିବା ବିପଜ୍ଜନକ ସ୍ଥଳ ଅଭିଯାନର ଲକ୍ଷ୍ୟ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଭିତରେ ଏକ ବିପଦପୂର୍ଣ୍ଣ ସାମରିକ ସ୍ଥଳ ଅଭିଯାନ ଆରମ୍ଭ କରିବାକୁ ବିଚାର କରୁଛନ୍ତି। ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଇରାନର ପରମାଣୁ ପ୍ରତିଷ୍ଠାନରେ ଗଚ୍ଛିତ ପ୍ରାୟ ୪୦୦ କିଲୋଗ୍ରାମ୍ ସମୃଦ୍ଧ ୟୁରାନିୟମ ଖୋଜି ବାହାର କରିବା।

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଭିତରେ ଏକ ବିପଦପୂର୍ଣ୍ଣ ସାମରିକ ସ୍ଥଳ ଅଭିଯାନ ଆରମ୍ଭ କରିବାକୁ ବିଚାର କରୁଛନ୍ତି। ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଇରାନର ପରମାଣୁ ପ୍ରତିଷ୍ଠାନରେ ଗଚ୍ଛିତ ପ୍ରାୟ ୪୦୦ କିଲୋଗ୍ରାମ୍ ସମୃଦ୍ଧ ୟୁରାନିୟମ ଖୋଜି ବାହାର କରିବା। ଏହା ଏକ ବିପଦପୂର୍ଣ୍ଣ ମିଶନ ହେବ ଯାହା ପାଇଁ ଆମେରିକୀୟ ସେନାକୁ କିଛି ଦିନ କିମ୍ବା ତା””ଠାରୁ ଅଧିକ ସମୟ ପାଇଁ ଇରାନ ଭିତରେ ରହିବାକୁ ପଡ଼ିପାରେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button