ଏବେ ଋଣ ନେବା ଖୁବ୍ ସହଜ ହୋଇଯାଇଛି। ବିଭିନ୍ନ ମୋବାଇଲ୍ ଆପ୍ ମାଧ୍ୟମରେ ଋଣ କ୍ଷଣିକରେ ମିଳିଯାଉଛି। ଏଥିରୁ ଅଧିକାଂଶ ଫ୍ରଡ୍ ବୋଲି ଆମେ ଜାଣିଛୁ। ହେଲେ ଅଜାଣତରେ ପ୍ୟାନ୍ କାର୍ଡ ଜରିଆରେ ଆପଣ ଋଣ ଠକେଇର ଶିକାର ହେଉଛନ୍ତି କି? ସେଭଳି ସନ୍ଦେହ ଦୂର କରିବା ଲାଗି ପ୍ୟାନ୍ କାର୍ଡ ସହିତ ଲିଙ୍କ ହୋଇଥିବା ପ୍ରତ୍ୟେକ ସକ୍ରିୟ ଋଣକୁ ପର୍ଯ୍ୟାୟକ୍ରମେ କିପରି ଯାଞ୍ଚ କରିବେ ସେ ସମ୍ପର୍କରେ ଜାଣନ୍ତୁ।

