ମନୋରଞ୍ଜନ

Grammy 2026 Winner; ଷ୍ଟେଜ୍‌ରେ ଜଷ୍ଟିନ୍ ବିବର-ଲେଡି ଗାଗଙ୍କ ଯାଦୁ, ଜାଣନ୍ତୁ ପୂରା ୱିନର ଲିଷ୍ଟ

ମନୋରଞ୍ଜନ ଜଗତରେ ଯଦି ସଙ୍ଗୀତର ଅସ୍କାର କୁହାଯାଏ,ତାହା ହେଉଛି ଗ୍ରାମୀଆୱାର୍ଡ। ସମସ୍ତଙ୍କ ନଜର ଚଳିତ ବର୍ଷ୨୦୨୬ଗ୍ରାମୀ ପୁରସ୍କାର ଉପରେ ଥିଲା। ରବିବାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେକିଏବିଜୟର ସ୍ୱାଦ ଚାଖିଥିଲେ, ତ ଆଉ କେହିଇତିହାସ ରଚିଥିଲେ।ହେଲେଭାରତ ଏଥର ନିଶ୍ଚିତ ନିରାଶ ହୋଇଥିଲା। ତେବେ ଆସନ୍ତୁ ଜାଣିବା ଗ୍ରାମୀବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା ବିଷୟରେ…

କିଏ ଗ୍ରାମୀ ପୁରସ୍କାର ଜିତିଲେ?

୨୦୨୬ଗ୍ରାମୀ ପୁରସ୍କାର ସଙ୍ଗୀତ ଶିଳ୍ପର ଅନେକ ପ୍ରମୁଖ ବ୍ୟକ୍ତିଙ୍କୁ ଏକାଠି କରିଥିଲା। ହ୍ୟାରି ଷ୍ଟାଇଲ୍ସ,ଚାର୍ଲି XCX,ଏବଂ ଚାପେଲ ରୋନ୍ ଜେଫ୍ ଗୋଲ୍ଡବ୍ଲମ୍,ଟେୟାନା ଟେଲର,ନିକି ଗ୍ଲାସର ଏବଂ ମାର୍ସେଲୋ ହର୍ନାଣ୍ଡେଜ୍ ସହିତ ଉପସ୍ଥାପକ ଥିଲେ। ଲେଡି ଗାଗା,ବ୍ୟାଡ୍ ବନି ଏବଂ କେଣ୍ଡ୍ରିକ୍ ଲାମାର ଏହି ବର୍ଷ ସବୁଠାରୁ ପ୍ରତିଯୋଗିତାମୂଳକ କଳାକାରମାନଙ୍କ ମଧ୍ୟରେ ଥିଲେ। ଲେଡି ଗାଗା ତାଙ୍କ ଆଲବମ୍ “ମେହେମ୍” ଏବଂ ଗୀତ “ଆବ୍ରାକାଡାବ୍ରା” ପାଇଁ ତିନୋଟି ପ୍ରମୁଖ ବର୍ଗ: ଆଲବମ୍,ଗୀତ ଏବଂ ବର୍ଷର ରେକର୍ଡପାଇଁ ନୋମିନେସନ ହୋଇଥିଲେ ।

ବ୍ୟାଡ୍ ବନି ତାଙ୍କ ଆଲବମ୍ “ଡେବି ଟିରାର୍ ମାସ ଫଟୋସ୍” ପାଇଁ ତାଙ୍କର ଦ୍ୱିତୀୟଥର” ଆଲବମ୍ଅଫ୍ ଦି ଇଅରନୋମିନେସନଏବଂ ଜଣେ ମୁଖ୍ୟ କଳାକାର ଭାବରେ “ସଙ୍ଗ” ଏବଂ “ରେକର୍ଡଅଫ ଦି ଇଅର” (DtMF)ପାଇଁ ତାଙ୍କର ପ୍ରଥମନୋମିନେସନପାଇଥିଲେ। ଏହା ବ୍ୟତୀତ,ଭାରତୀୟ କଳାକାରମାନେ ମଧ୍ୟ ଏଥର ଗ୍ରାମୀରେଏଣ୍ଟ୍ରିକରିଥିଲେ।ନୋମିନେସନ୍ରେଅନୁଷ୍କା ଶଙ୍କର,ସିଦ୍ଧାନ୍ତ ଭାଟିଆ,ଶକ୍ତି ଏବଂ ଚାରୁ ସୁରୀ ସାମିଲ ଥିଲେ।ହେଲେଭାରତ ଏଥର କୌଣସି ପୁରସ୍କାର ପାଇ ନାହିଁ।

୨୦୨୬ ଗ୍ରାମୀ ଆୱାର୍ଡ ବିଜେତାଙ୍କ ତାଲିକା

ସଙ୍ଗ ଅଫ୍ ଦି ଇଅର: ଆବ୍ରାକାଡାବ୍ରା – ଲେଡି ଗାଗା

ବେଷ୍ଟରାପ୍ ଆଲବମ୍: GNX –କେଣ୍ଡ୍ରିକ୍ ଲାମାର

ଆଲବମ୍ଅଫ୍ ଦ ଇଅରବ୍ୟାଡ୍ ବନି – ଡେବି ତିରାର୍ ମାସ୍ ଫଟୋସ୍

ବେଷ୍ଟଅଡିଓବୁକ୍,ନାରେସନ୍ ଏବଂଷ୍ଟୋରୀ ଟେଲିଂରେକର୍ଡିଂ: ମେଡିଟେସନ-ଦଲାଇ ଲାମା

ରେକର୍ଡଅଫ ଦି ଇଅର: ଲୁଥର – କେଣ୍ଡ୍ରିକ୍ ଲାମାର ଏବଂSZA

ବେଷ୍ଟପପ୍ ଭୋକାଲ୍ ଆଲବମ୍: ମେହେମ୍ – ଲେଡି ଗାଗା

ବେଷ୍ଟ ନ୍ୟୁ ଆର୍ଟିଷ୍ଟ: ଅଲିଭିଆ ଡିନ୍

ବେଷ୍ଟ ମ୍ୟୁଜିକ ଫିଲ୍ମମ୍ୟୁଜିକ ବୟଜନ୍ ୱିଲିୟମ୍ସ (ଷ୍ଟିଭେନ୍ ସ୍ପିଲବର୍ଗ)

ବେଷ୍ଟ ସଙ୍ଗ ରିଟର୍ଣ୍ଣ ଫର ଭିଜୁଆଲ ମିଡିଆଗୋଲ୍ଡେନ୍ – କେ-ପପ୍ ଡେମନ ହଣ୍ଟର୍ସ

ବେଷ୍ଟପପ୍ ଡୁଓ/ଗ୍ରୁପ୍ ପ୍ରଦର୍ଶନ: ଡିଫାଇଂ ଗ୍ରାଭିଟି – ସିନ୍ଥିଆ ଏରିଭୋ ଏବଂ ଆରିଆନା ଗ୍ରାଣ୍ଡେ

ବେଷ୍ଟରକ୍ ଆଲବମ୍: ନେଭର ଏନଫ୍ – ଟର୍ନଷ୍ଟାଇଲ୍

ବେଷ୍ଟ ମ୍ୟୁଜିକଭିଡିଓ: ଆଙ୍କଜାଇଟି – ଡଚ୍ ଦି କ୍ୟୁର୍

ସଙ୍ଗ ରାଇଟର ଅଫ ଦି ଇଅର: ଏମି ଆଲେନ୍

ବେଷ୍ଟ R&B ଆଲବମ୍: ମଟ୍ – ଲିଓନ୍ ଥମାସ

ବେଷ୍ଟ ଆଫ୍ରିକୀୟ ମ୍ୟୁଜିକ ପରଫମାନ୍ସ: ପୁଶ୍-୨ଷ୍ଟାର୍ଟ – ଟାଇଲା

ବେଷ୍ଟ ଡ୍ୟାନ୍ସ/ଇଲେକ୍ଟ୍ରୋନିକ୍ ଆଲବମ୍: EUSEXUA – FKA ଟ୍ଵିଙ୍ଗ

ବେଷ୍ଟକମେଡି ଆଲବମ୍: ୟୋର୍ ଫ୍ରେଣ୍ଡ,ନାଟ୍ ବାର୍ଗାତ୍ଵଜେ– ନାଟ୍ ବାର୍ଗାତ୍ଵଜେ

ବେଷ୍ଟଲାଟିନ୍ ପପ୍ ଆଲବମ୍: କାନସିଓନେରା – ନାଟାଲିଆ ଲାଫୋରକେଡ୍

ବେଷ୍ଟଜାଜ୍ ଭୋକାଲ୍ ଆଲବମ୍: ପୋର୍ଟ୍ରେଟ୍ – ସମାରା ଜୋୟ

ବେଷ୍ଟସ୍କୋର୍ ସାଉଣ୍ଡଟ୍ରାକ୍ ଫର ଭିଜୁଆଲ୍ ମିଡିଆ : ସିନର୍ସ – ଲୁଡୱିଗ୍ ଗୋରାନସନ୍

ବେଷ୍ଟ ଟ୍ରାଡିସନାଲପପ୍ ଭୋକାଲ୍ ଆଲବମ୍: ଏ ମ୍ୟାଟର ଅଫ୍ ଟାଇମ୍ – ଲୋଫେ

ବେଷ୍ଟ ମ୍ୟୁଜିକ ମେକ୍ସିକାନା ଆଲବମ୍: ପାଲାବ୍ରା ଡି ଟସ୍ (ସେକା) – କରିନ୍ ଲିଓନ୍

ବେଷ୍ଟ ଗସପେଲ୍ ଆଲବମ୍: ହାର୍ଟ ଅଫ୍ ମାଇନ୍ – ଡାରେଲ୍ ୱାଲ୍ସ,ପିଜେ ମୋର୍ଟନ୍

ବେଷ୍ଟ କଣ୍ଟେମ୍ପରୀ ଖ୍ରୀଷ୍ଟିଆନ୍ ମ୍ୟୁଜିକ ଆଲବମ୍: କୋରିଟୋସ୍ ଭୋଲ୍-୧ଇସ୍ରାଏଲ୍ ଏବଂନୟୁ ବିଡ୍

ବେଷ୍ଟ ଜାଜ୍ ଇନଷ୍ଟ୍ରୁମେଣ୍ଟାଲ ଆଲବମ୍:ସଦର୍ଣ୍ଣନାଇଟ୍ସ – ସୁଲିଭାନ୍ ଫୋର୍ଟନର

ବେଷ୍ଟ କମ୍ପାଇଲେସନ ସାଉଣ୍ଡଟ୍ରାକ୍ ଫର ଭିଜୁଆଲ ମିଡିଆ: ସିନର୍ସ – ବିଭିନ୍ନ କଳାକାର

ବେଷ୍ଟ ରେଗେ ଆଲବମ୍:BLXXDଏବଂFYAH –କେଜନାମଡି

ବେଷ୍ଟ ସ୍ପୋକେନ୍ ପୋଏଟ୍ରି ଆଲବମ୍: ୱାର୍ଡସ୍ ଫର୍ ଡେଜ୍ ଭଲ୍ୟୁମ୍ ୧ – ମ୍ୟାଡ୍ ସ୍କିଲ୍ଜ୍

ପ୍ରଡ୍ୟୁସର ଅଫ ଦି ଇଅର(ନନ-କ୍ଲାସିକାଲ୍): ସର୍କୁଟ୍

ବେଷ୍ଟ ଆଲବମ୍ କଭର: କ୍ରୋମାକୋପିଆ

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button