ପୁନଶ୍ଚ ପୃଥିବୀ

Green Guard: ସ୍ମାର୍ଟ ସିଟିର ସବୁଜ ପ୍ରହରୀ

ସହରାଞ୍ଚଳରେ ଯାନବାହନ ତଥା କଳକାରଖାନାଜନିତ ପ୍ରଦୂଷଣ ଓ ଉତ୍ତାପ ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ଲାଗି ସହର ନିକଟବର୍ତ୍ତୀ ବନାଞ୍ଚଳର ବଡ଼ ଭୂମିକା ଥାଏ। ଓଡ଼ିଶାର ରାଜଧାନୀ ଭୁବନେଶ୍ବର....

ସହରାଞ୍ଚଳରେ ଯାନବାହନ ତଥା କଳକାରଖାନାଜନିତ ପ୍ରଦୂଷଣ ଓ ଉତ୍ତାପ ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ଲାଗି ସହର ନିକଟବର୍ତ୍ତୀ ବନାଞ୍ଚଳର ବଡ଼ ଭୂମିକା ଥାଏ। ଓଡ଼ିଶାର ରାଜଧାନୀ ଭୁବନେଶ୍ବର ମହାନଗରୀର ସ୍ବତନ୍ତ୍ର ସବୁଜ ପରିଚୟ ସାଜିଛି ଚନ୍ଦକା ଜଙ୍ଗଲ ବା ‘ଚନ୍ଦକା-ଡମପଡ଼ା ଅଭୟାରଣ୍ୟ’। ଭୁବନେଶ୍ବରର ଉତ୍ତର-ପଶ୍ଚିମ ଭାଗରେ ଥିବା ଏହି ବିସ୍ତୃତ ସବୁଜ ବଳୟ ଯଦିଓ ସହରୀ ଚାପରେ ଏବେ ସଂକୁଚିତ ହେଉଛି, ତଥାପି ଏହା ବର୍ଷ ବର୍ଷ ଧରି ସହର ଓ ଆଖପାଖ ପରିବେଶକୁ ସନ୍ତୁଳିତ ରଖିଆସିଛି। ଏଥିପାଇଁ ଏହାକୁ ରାଜଧାନୀର ‘ଗ୍ରିନ୍ ଲଙ୍ଗ୍‌ସ’ ବା ସବୁଜ ଫୁସ୍‌ଫୁସ୍ ବୋଲି କୁହାଯାଏ। ଏହା ଅଭୟାରଣ୍ୟ ରାଜ୍ୟର ଅନ୍ୟତମ ପ୍ରମୁଖ ପରିବେଶ ପର୍ଯ୍ୟଟନସ୍ଥଳୀ ଭାବେ ମଧ୍ୟ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରି ଆସିଛି।

ସୌଜନ୍ୟ ସମ୍ବାଦ
Show More

Leave a Reply

Your email address will not be published. Required fields are marked *

Back to top button