ମହାନଗର

Khandagiri-Udayagiri: ଖଣ୍ଡଗିରି-ଉଦୟଗିରି: ବିକାଶ ନେଇ ଜାଗିଲା ଆଶା

ଖଣ୍ତଗିରି-ଉଦୟଗିରି ପାହାଡ଼କୁ ନୂଆ ରୂପ ଦେବା ଯୋଜନା ଆଉ ପାଦେ ଆଗକୁ ବଢ଼ିଛି। ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ସହ ପାହାଡ଼ର ଉନ୍ନତି ପାଇଁ ଆଜି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ....

ଖଣ୍ଡଗିରି: ଖଣ୍ତଗିରି-ଉଦୟଗିରି ପାହାଡ଼କୁ ନୂଆ ରୂପ ଦେବା ଯୋଜନା ଆଉ ପାଦେ ଆଗକୁ ବଢ଼ିଛି। ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ସହ ପାହାଡ଼ର ଉନ୍ନତି ପାଇଁ ଆଜି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭା‌ତୀ ପରିଡ଼ା ଖଣ୍ଡଗିରି- ଉଦୟଗିରି କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି।  ଶ୍ରୀମତୀ ପରିଡ଼ାଙ୍କ ସମୀକ୍ଷା ପରେ ଖଣ୍ଡଗିରି-ଉଦୟଗିରିର ବିକାଶ ନେଇ ଆଶା ଜାଗିଛି। ଦୁଇ ପାହାଡ଼ରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଉଦୟଗିରି ଓ ଖଣ୍ତଗିରି ଗୁମ୍ଫା ଅଞ୍ଚଳକୁ ଅଧିକ ପର୍ଯ୍ୟଟକ ଅନୁକୂଳ ଓ ସୁଗମ ସ୍ଥାନ ଭାବେ ବିକଶିତ କରାଯିବ।

 

ସୌଜନ୍ୟ ସମ୍ବାଦ

 

Related Articles

Leave a Reply

Your email address will not be published. Required fields are marked *

Back to top button