ଦେଶ ବିଦେଶ

Priyanka: ପ୍ରିୟଙ୍କାଙ୍କୁ ଭେଟିଲେ ପିକେ

ବିହାର ବିଧାନସଭା ନିର୍ବାଚନର ପ୍ରାୟ ଏକ ମାସ ପରେ ଜନ ସୁରାଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋର କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ସାକ୍ଷାତ୍ କରିଥିବା ଜଣାପଡ଼ିଛି। ଉଭୟ ଦଳ ଏହି...

ପାଟନା: ବିହାର ବିଧାନସଭା ନିର୍ବାଚନର ପ୍ରାୟ ଏକ ମାସ ପରେ ଜନ ସୁରାଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋର କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ସାକ୍ଷାତ୍ କରିଥିବା ଜଣାପଡ଼ିଛି। ଉଭୟ ଦଳ ଏହି ବୈଠକକୁ ଗୁରୁତ୍ୱ ଦେଇ ନ ଥିବାବେଳେ ପ୍ରଶାନ୍ତ କିଶୋର ଓ କଂଗ୍ରେସ ମଧ୍ୟରେ ମତଭେଦ ହେବାର ୩ ବର୍ଷ ପରେ ଏହି ଆଲୋଚନା ରାଜନୈତିକ ଦୃଷ୍ଟିରୁ କୌତୂହଳପ୍ରଦ ମନେ ହେଉଛି। ବିହାର ପ୍ରଚାର ମଧ୍ୟଭାଗରେ ମଧ୍ୟ ପ୍ରଶାନ୍ତ କିଶୋର କହିଥିଲେ ଯେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍‌ଆଇଆର୍‌) ଏବଂ ରାହୁଲ ଗାନ୍ଧୀଙ୍କ ଭୋଟ୍ ଚୋରି ରାଜ୍ୟରେ ନିର୍ବାଚନୀ ପ୍ରସଙ୍ଗ ନୁହେଁ।

Leave a Reply

Your email address will not be published. Required fields are marked *

Back to top button