ଦେଶ ବିଦେଶ

Narendra Modi: ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତ୍ରି-ସୂତ୍ରୀ ରୋଡମ୍ୟାପ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତ ବର୍ତ୍ତମାନ ପ୍ରଚଣ୍ଡ ଆତ୍ମବିଶ୍ୱାସର ଯୁଗରେ ପ୍ରବେଶ କରିଛି। ସେ କେନ୍ଦ୍ରୀୟ ବଜେଟ ୨୦୨୬-୨୭କୁ କୌଣସି ବାଧ୍ୟବାଧକତା ନୁହେଁ, ବରଂ ବିକଶିତ ଭାରତ ପାଇଁ ଆମ ପ୍ରସ୍ତୁତିର...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତ ବର୍ତ୍ତମାନ ପ୍ରଚଣ୍ଡ ଆତ୍ମବିଶ୍ୱାସର ଯୁଗରେ ପ୍ରବେଶ କରିଛି। ସେ କେନ୍ଦ୍ରୀୟ ବଜେଟ ୨୦୨୬-୨୭କୁ କୌଣସି ବାଧ୍ୟବାଧକତା ନୁହେଁ, ବରଂ ବିକଶିତ ଭାରତ ପାଇଁ ଆମ ପ୍ରସ୍ତୁତିର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ପିଟିଆଇକୁ ଦେଇଥିବା ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଆଗାମୀ ଦଶନ୍ଧି ପାଇଁ ତିନୋଟି ମୁଖ୍ୟ ପ୍ରାଥମିକତା ଉପରେ ଆଲୋକପାତ କରିଛନ୍ତି, ତାହା ହେଲା- ସଂରଚନାତ୍ମକ ସଂସ୍କାର, ଗଭୀର ନବସୃଜନ, ଏବଂ ସରଳ ଶାସନ । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଏହା ଏକ ସ୍ପଷ୍ଟ ରୋଡମ୍ୟାପ୍ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button