ଦେଶ ବିଦେଶ

Pakistan: ଘୋର ଆର୍ଥିକ ସଙ୍କଟରେ ପାକିସ୍ତାନ: ସାଉଦି ଆରବ ଆଗରେ ପତାଇଲା ହାତ…

ଇସଲାମାବାଦ: ଗୁରୁତର ଆର୍ଥିକ ସଂକଟରେ ପଡ଼ି ପାକିସ୍ତାନ ସାଉଦି ଆରବରୁ ସହାୟତା ମାଗିଛି । ମିଳିଥିବା ସୂଚନା ମୁତାବକ, ପାକିସ୍ତାନ ସରକାର ସାଉଦି ଆରବକୁ ୮ଟି ଅନୁରୋଧ କରିଛନ୍ତି। ଏଥିରେ ମୁଖ୍ୟ ରୂପରେ ବିଦ୍ୟମାନ ୫ ବିଲିୟନ ଡଲାରର ଜମାକୁ ୧୦ ବର୍ଷର ଦୀର୍ଘକାଳୀନ ସୁବିଧାରେ ପରିଣତ କରିବା ଏବଂ ତୈଳ ଯୋଗାଣର ସ୍ଥଗିତ ଦେୟ ସୁବିଧାକୁ ୧.୨ ବିଲିୟନ ଡଲାରରୁ ୫ ବିଲିୟନ ଡଲାରକୁ ବୃଦ୍ଧି କରିବା ଅନ୍ତର୍ଭୁକ୍ତ।

Show More

Leave a Reply

Your email address will not be published. Required fields are marked *

Back to top button