ଓଡିଶାମହାନଗର

Krishnamohan Das: କୃଷ୍ଣମୋହନ ଦାସଙ୍କ ‘ଓଡ଼ିଶାର ପକ୍ଷୀ’ ପୁସ୍ତକ ଲୋକାର୍ପିତ, ଓଡ଼ିଶାର ୩୧ ପକ୍ଷୀଙ୍କ ଜୀବନଶୈଳୀ ବର୍ଣ୍ଣିତ

କୃଷ୍ଣମୋହନ ଦାସଙ୍କ ଗବେଷଣାଧର୍ମୀ ପ୍ରବନ୍ଧ ପୁସ୍ତକ ‘ଓଡ଼ିଶାର ପକ୍ଷୀ’ କେଉଁଠି ରଖିଦେଇ ଭୁଲିଯିବା ଭଳି ବହି ନୁହେଁ। ଡାହୁକ, କୁମ୍ଭାଟୁଆ, ଶାଗୁଣା, କାଉ, କୋଇଲି, ଶୁଆ, ହଳଦୀବସନ୍ତ....

ଭୁବନେଶ୍ବର: କୃଷ୍ଣମୋହନ ଦାସଙ୍କ ଗବେଷଣାଧର୍ମୀ ପ୍ରବନ୍ଧ ପୁସ୍ତକ ‘ଓଡ଼ିଶାର ପକ୍ଷୀ’ କେଉଁଠି ରଖିଦେଇ ଭୁଲିଯିବା ଭଳି ବହି ନୁହେଁ। ଡାହୁକ, କୁମ୍ଭାଟୁଆ, ଶାଗୁଣା, କାଉ, କୋଇଲି, ଶୁଆ, ହଳଦୀବସନ୍ତ, ବାଇଚମେଇ, ବଣୀ ଭଳି ପକ୍ଷୀଙ୍କ ବିଷୟରେ ଏଥିରେ ଲେଖାଯାଇଛି।

Show More

Leave a Reply

Your email address will not be published. Required fields are marked *

Back to top button