Breaking News

କଟକରେ ନିଶାସକ୍ତ ଡ୍ରାଇଭରଙ୍କ ସିରିଜ ଦୁର୍ଘଟଣା

0

କଟକ : ଗତକାଲି ବିଳମ୍ବିତ ରାତ୍ରରେ କଟକରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଜଣେ କାର ଚାଳକ କଟକ ସହରର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଇ ଏକାଧିକ ବ୍ୟକ୍ତିଙ୍କ ଗାଡିରେ ପିଟିଛି, ଆହତ ମଧ୍ୟ କରିଛି। ବାରବାଟୀ ଷ୍ଟାଡିୟମ , ଯୋବ୍ରା, ଚାଉଳିଆଗଞ୍ଜ ସହ ଏକାଧିକ ସ୍ଥାନରେ କାର ଚାଳକ ଜଣକ ଗାଡି ବାଡେଇଥିଲା । ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବାରୁ ଏକାଧିକ ବ୍ୟକ୍ତିଙ୍କ ସହ ଦୁର୍ଘଟଣା ଘଟାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.