T20 World Cup Battle Today: ଟ୍ବେଣ୍ଟି-୨୦ ବିଶ୍ବକପରେ ଆଜି ଭାରତ ନେଦରଲ୍ୟାଣ୍ଡ ଟକ୍କର, ମଜବୁତ ସ୍ଥିତିରେ ଭାରତ
ଟ୍ବେଣ୍ଟି-୨୦ ବିଶ୍ବକପ୍ ରେ ଆଜି ଭାରତ ନେଦରଲ୍ୟାଣ୍ଡ ଟକ୍କର। ଲିଗ ପର୍ଯ୍ୟାୟରେ ଏହା ଭାରତର ଶେଷ ମ୍ୟାଚ। ଆୟୋଜକ ଭାରତ ଏଯାଏଁ ନିଜ ଲିଗର ୩ ମ୍ୟାଚ୍ ରୁ ୩ଟି ଯାକ ଜିତି ସୁପର-୮ ସ୍ଥାନ ପକ୍କା କରିଛି।

ଟ୍ବେଣ୍ଟି-୨୦ ବିଶ୍ବକପ୍ ରେ ଆଜି ଭାରତ ନେଦରଲ୍ୟାଣ୍ଡ ଟକ୍କର। ଲିଗ ପର୍ଯ୍ୟାୟରେ ଏହା ଭାରତର ଶେଷ ମ୍ୟାଚ। ଆୟୋଜକ ଭାରତ ଏଯାଏଁ ନିଜ ଲିଗର ୩ ମ୍ୟାଚ୍ ରୁ ୩ଟି ଯାକ ଜିତି ସୁପର-୮ ସ୍ଥାନ ପକ୍କା କରିଛି। ଏବେ ଗ୍ରୁପ୍ -ଏ’ର ସମସ୍ତ ମ୍ୟାଚ୍ ଜିତି ସୁପର-୮ ଖେଳିବାର ଲକ୍ଷ୍ୟ ରଖିଛି ଟିମ ଇଣ୍ଡଆ।
ତେଣୁ ଆଜି ନେଦରଲ୍ୟାଣ୍ଡସ ବିପକ୍ଷରେ ଗ୍ରୁପ୍ ର ଶେଷ ମ୍ୟାଚରେ ଦୃଢ ମନୋବଳ ସହ ମୈଦାନକୁ ଓହ୍ଲାଇବ ସୂର୍ଯ୍ୟବାହିନୀ। ୟୁଏସ, ନାମିବ୍ୟା ଓ ପାକିସ୍ତାନକୁ ହରାଇବା ପରେ କନଫିଡେଣ୍ଟ୍ ଭାରତୀୟ ଦଳ। କଲମ୍ବୋରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷ ହାଇଭୋଲ୍ ଟେଜ୍ ମ୍ୟାଚ୍ ଜିତି ଭାରତୀୟ ଖେଳାଳି ଅହମଦାବାଦରେ ପହଞ୍ଚିଛନ୍ତି।
ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚରେ ଆଜି ବଡ଼ ବ୍ୟବଧାନରେ ବିଜୟ ଆଶା ଭରତଠାରୁ ଅପେକ୍ଷା କରିଛନ୍ତି କ୍ରିକେଟ ଫ୍ୟାନ୍। …

ଲିଗ ପର୍ଯ୍ୟାୟରେ ଏହା ଭାରତର ଶେଷ ମ୍ୟାଚ
ଆୟୋଜକ ଭାରତ ଏଯାଏଁ ନିଜ ଲିଗର ୩ ମ୍ୟାଚରେ ବିଜୟୀ
୩ଟି ଯାକ ମ୍ୟାଚ ଜିତି ସୁପର-୮ ସ୍ଥାନ ପକ୍କା କରିଛି ଭାରତ
ଗ୍ରୁପ୍ -ଏ’ର ସମସ୍ତ ମ୍ୟାଚ୍ ଜିତି ସୁପର-୮ ପ୍ରବେଶ ଲକ୍ଷ୍ୟ
ପୂର୍ବରୁ ୟୁଏସଏ, ନାମିବ୍ୟା ଓ ପାକିସ୍ତାନକୁ ହରାଇଛି ସୂର୍ଯ୍ୟବାହିନୀ
ଗ୍ରୁପର ଶେଷ ମ୍ୟାଚରେ ଦୃଢ ମନୋବଳ ସହ ମୈଦାନକୁ ଓହ୍ଲାଇବ ଭାରତ
ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚରେ ବଡ଼ ବ୍ୟବଧାନରେ ବିଜୟ ଆଶା
ସୌଜନ୍ୟ OTV




