ନବରଙ୍ଗପୁର (ସୁରେଶ ନାଇଡୁ): ନିୟନ୍ତ୍ରିତ ବଜାର କମିଟି, ନବରଙ୍ଗପୁର ଦ୍ଵାରା ଆୟୋଜିତ ଧାନ ମଣ୍ଡି ଉଦ୍ଘାଟନ ହୋଇଛି। ଉଦ୍ଘାଟନୀ ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିଠାରୁ ଜିଲ୍ଲାରେ ଚାଷୀଙ୍କ…