ଭୁବନେଶ୍ୱର: ‘ମନୋଜ ଦାସଙ୍କ ପ୍ରତିଟି ରଚନାରେ ଅଦମ୍ୟ ପରିପକ୍ୱତା ରହିଛି। ସମକାଳୀନ କୌଣସି ଗାଳ୍ପିକ ସେ ଜାଗାକୁ ପହଞ୍ଚି ପାରିବା ଭଳି ଅନୁଭୂତ ହୁଏ ନାହିଁ। ତାଙ୍କ ଗଳ୍ପରେ ଭାବନିଷ୍ଠତା…