ଜିଲ୍ଲା
Transgender Conflict: ବାଂଲାଦେଶୀ କିନ୍ନର ସନ୍ଦେହ, ୪ ଜଣଙ୍କୁ ଥାନା ଜିମା ଦେଲେ ଅନ୍ୟ ଗୋଷ୍ଠୀ
ଭଦ୍ରକ ଜିଲ୍ଲାରେ କିନ୍ନର ଗୋଷ୍ଠୀଙ୍କ ବିବାଦ ଉଗ୍ରରୂପ ନେଇଛି । ଗୋଟିଏ ଗୋଷ୍ଠୀର କିନ୍ନରଙ୍କ ଉପରେ ସୋମବାର ଟାଉନ ଥାନାରେ ଆକ୍ରମଣ ଅଭିଯୋଗ ପରେ ଅନ୍ୟ କିନ୍ନର ଗୋଷ୍ଠୀ ୪ ଜଣ କିନ୍ନରଙ୍କୁ ଭଦ୍ରକ ସହରାଞ୍ଚଳ ଥାନାରେ ଜିମା ଦେଇଛନ୍ତି....

ଭଦ୍ରକ: କିନ୍ନର ଗୋଷ୍ଠୀଙ୍କ ବିବାଦ ଭଦ୍ରକ ଜିଲ୍ଲାରେ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କିନ୍ନରଙ୍କ ଉପରେ ସୋମବାର ଟାଉନ ଥାନାରେ ଆକ୍ରମଣ ଅଭିଯୋଗ ପରେ ଅନ୍ୟ କିନ୍ନର ଗୋଷ୍ଠୀ ୪ ଜଣ କିନ୍ନରଙ୍କୁ ଭଦ୍ରକ ସହରାଞ୍ଚଳ ଥାନାରେ ଜିମା ଦେଇଛନ୍ତି। ତେବେ ଏହି ୪ ଜଣ କିନ୍ନର ବାଂଲାଦେଶୀ ବୋଲି ଅଭିଯୋଗ ଆଣିଛନ୍ତି ଶ୍ରାବଣୀ କିନ୍ନର।




