ମନୋରଞ୍ଜନ

Web Series hit OTT in 2025: ୨୦୨୫ରେ କେଉଁ ସବୁ ୱେବସିରିଜ ଓଟିଟିରେ ଧମାଲ କରିଥିଲା ଆପଣ ଜାଣିଛନ୍ତି କି?

ବର୍ଷ ୨୦୨୫ ଭାରତୀୟ ଓଟିଟି ପ୍ଲାଟଫର୍ମ ପାଇଁ ଏକ ଉତ୍ସବଠାରୁ କମ୍ ନଥିଲା। ଅପରାଧ, ରାଜନୀତି, ପାରିବାରିକ ନାଟକ, କମେଡି ପରି କାହାଣୀ ଦର୍ଶକଙ୍କୁ ଆକର୍ଷିତ କରିଥିଲା। କେଉଁ ସବୁ ୱେବ ସିରିଜ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ଜାଣନ୍ତୁ |

ନୂଆଦିଲ୍ଲୀ : ବର୍ଷ ୨୦୨୫ ଭାରତୀୟ ଓଟିଟି ପ୍ଲାଟଫର୍ମ ପାଇଁ ଖୁବ ଭଲ ସମୟ ଥିଲା। ଏହି ବର୍ଷ ଦର୍ଶକମାନେ ଅପରାଧ, ରାଜନୀତି, ପାରିବାରିକ ନାଟକ, କମେଡି ଏବଂ ପରୀକ୍ଷାମୂଳକ କାହାଣୀର ଭରପୁର ମଜା ନେଇଥିଲେ । କିଛି ପୁରୁଣା ହିଟ୍ ଶୋ’ ନୂତନ ସିଜିନ୍ ସହିତ ଫେରି  ରେକର୍ଡ ଭାଙ୍ଗିଥିଲା।

Leave a Reply

Your email address will not be published. Required fields are marked *

Back to top button