ଦେଶ ବିଦେଶ
Yogi Adityanath: କଡ଼ା ସୁରକ୍ଷା ବଳୟରେ ରହୁଛନ୍ତି ଯୋଗୀ, ଖର୍ଚ୍ଚ କରିବ ଆଶ୍ଚର୍ଯ୍ୟ
ସବୁବେଳେ ଉତ୍ତରପ୍ରଦେଶର ରାଜନୀତିକୁ ନେଇ ଚର୍ଚ୍ଚା ହୁଏ। ବିଶେଷ କରି ଲାଇମଲାଇଟରେ ରହିଥାନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏବେ ତାଙ୍କ ସୁରକ୍ଷା ପାଇଁ ହେଉଥିବା ଖର୍ଚ୍ଚ ଚର୍ଚ୍ଚାରେ ରହିଛି।
ନୂଆଦିଲ୍ଲୀ: ସବୁବେଳେ ଉତ୍ତରପ୍ରଦେଶର ରାଜନୀତିକୁ ନେଇ ଚର୍ଚ୍ଚା ହୁଏ। ବିଶେଷ କରି ଲାଇମଲାଇଟରେ ରହିଥାନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ତାଙ୍କର କାର୍ଯ୍ୟାନୁଷ୍ଠାନକୁ ନେଇ ସାରା ଦେଶରେ ଚର୍ଚ୍ଚା ହୁଏ। ରାଜ୍ୟବାସୀଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ହୋଇପାରିଥିବା ଯୋଗୀ ଆଦିତ୍ୟନାଥ ଅପରାଧୀଙ୍କ ବଡ଼ ଶତ୍ରୁ ପାଲଟିଛନ୍ତି। ଏଥିପାଇଁ ତାଙ୍କୁ ସରକ୍ଷା ଦେବାକୁ କଡ଼ା ବ୍ୟବସ୍ଥା କରାଯାଇଛି। ବର୍ଷକୁ ତାଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଯେତେବେଳେ ତାଙ୍କ କଡ଼ା ସୁରକ୍ଷା ବ୍ୟବସ୍ଥା କଥା ଉଠେ, ସେତେବେଳେ ଏଥିପାଇଁ କେତେ ଖର୍ଚ୍ଚ ହେଉଥିବ ବୋଲି ପ୍ରଶ୍ନ ମନରେ ଆସେ।
ସୌଜନ୍ୟ ସମ୍ବାଦ




