ଏତଦ୍‌ବ୍ୟତୀତ ସ୍ନେକ୍‌ ଚାରା ମଧ୍ୟ ଥିଲେ ଭଲ ନିଦ ଆସିଥାଏ। କୁହାଯାଏ ଯେ,ଏହି ଗଛ ମସ୍ତିଷ୍କକୁ ତାଜା ରଖିବା ସହିତ ବ୍ୟକ୍ତିକୁ ସୁନିଦ୍ରା ମଧ୍ୟ ପ୍ରଦାନ କରିଥାଏ।ସବୁଠୁଁ ବଡ଼ କଥା ହେଲାଯେ,ଏହି ଚାରା ଗଛ ରାତିରେ ଅନ୍ୟ ଗଛମାନଙ୍କ ଭଳି ଅଙ୍ଗାରକାମ୍ଳ ନୁହେଁ ବରଂ ଅମ୍ଳଜାନ ଛାଡ଼ିଥା’ନ୍ତି ଓ ବ୍ୟକ୍ତିକୁ ଭଲ ନିଦ ଦେଇଥାନ୍ତି।