ବିଶେଷ

ଫୋନ୍‌ ମରାମତି ପାଇଁ ଦେବା ପୂର୍ବରୁ…

ସଂପ୍ରତି ସ୍ମାର୍ଟଫୋନ୍‌ ଏକ ସର୍ବବିଦ୍ୟମାନ ଓ ସର୍ବାଧୁନିକ ଉପକରଣ। ଯୋଗାଯୋଗ ନମ୍ବର ଓ ଫଟୋ ସହିତ ଅନେକ ଜରୁରି ତଥ୍ୟ ଏହି ଛୋଟିଆ ଉପକରଣରେ ମହଜୁଦ ଥାଏ। କିନ୍ତୁ କୌଣସି ଉପାୟରେ ଯଦି ଏହା କେହି ଖଳ ବ୍ୟକ୍ତି ହାତରେ ପଡ଼େ ତେବେ ଏହି ସବୁ ତଥ୍ୟର ଅପବ୍ୟବହାର ଆମକୁ ଅଡୁଆରେ ପକାଇଥାଏ।

ସଂପ୍ରତି ସ୍ମାର୍ଟଫୋନ୍‌ ଏକ ସର୍ବବିଦ୍ୟମାନ ଓ ସର୍ବାଧୁନିକ ଉପକରଣ। ଯୋଗାଯୋଗ ନମ୍ବର ଓ ଫଟୋ ସହିତ ଅନେକ ଜରୁରି ତଥ୍ୟ ଏହି ଛୋଟିଆ ଉପକରଣରେ ମହଜୁଦ ଥାଏ। କିନ୍ତୁ କୌଣସି ଉପାୟରେ ଯଦି ଏହା କେହି ଖଳ ବ୍ୟକ୍ତି ହାତରେ ପଡ଼େ ତେବେ ଏହି ସବୁ ତଥ୍ୟର ଅପବ୍ୟବହାର ଆମକୁ ଅଡୁଆରେ ପକାଇଥାଏ। ସ୍ମାର୍ଟଫୋନ୍‌ ଖରାପ ହେଲେ ମରାମତି ବେଳେ ଏହି ଅପବ୍ୟବହାରକୁ ଏଡ଼ାଇବା ସବୁଠାରୁ ଅଧିକ ଜରୁରି, କାରଣ ମରାମତି କରୁଥିବା ମେକାନିକ୍‌ ଜଣକ ଚାହିଁଲେ ଆପଣଙ୍କ ବ୍ୟାଙ୍କିଙ୍ଗ୍‌ ଓ ଅନ୍ୟାନ୍ୟ ତଥ୍ୟ ବା ଡେଟା ହାସଲ କରିପାରିବେ। ସେହିପରି ସେଥିରେ ଥିବା ବ୍ୟକ୍ତିଗତ ଫଟୋ ଓ ସାମାଜିକ ଯୋଗାଯୋଗ ସୂଚନାଗୁଡ଼ିକୁ ବ୍ୟବହାର କରି ଆପଣଙ୍କୁ ବ୍ଲାକ୍‌ମେଲ୍‌ ମଧ୍ୟ କରାଯାଇପାରେ। ଏ ଦିଗରେ ସୁରକ୍ଷିତ ରହିବାକୁ ହେଲେ ଆପଣଙ୍କୁ ନିମ୍ନୋକ୍ତ କିଛି ଉପାୟ ଉପରେ ଗୁରୁତ୍ବ ଦେବାକୁ ହେବ।

Show More

Leave a Reply

Your email address will not be published. Required fields are marked *

Back to top button