ରାଜ୍ୟ

ବଡଦାଣ୍ଡ ଜନସମୁଦ୍ର; ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ି ଚାଲିଛି ୩ ରଥ

ପୁରୀ : ବଡଦାଣ୍ଡ ଜନସମୁଦ୍ର। ୨ୟ ଦିନରେ ଆରମ୍ଭ ହେଲା ଶ୍ରୀଜୀଉମାନଙ୍କ ରଥଟଣା। ପୁଣି ରଥଟଣା ଆରମ୍ଭ ହୋଇଥିବା ବେଳେ ଘଣ୍ଟ, ହରିବୋଲ ଓ ହୁଳହୁଳିରେ ବଡଦାଣ୍ଡ କମ୍ପୁଛି। ଆଗକୁ ବଢୁଛି ୩ରଥ। ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ି ଚାଲିଛି ୩ ରଥ। ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ ହେଉଛି।

ଫାୟାର ଷ୍ଟେସନରୁ ବଡ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଗଡ଼ିଲା। ମରିଚିକୋଟ ଛକରୁ ଗଡ଼ିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ଏହାସହ ସିଂହଦ୍ୱାର ଆଗରୁ ଗଡ଼ିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ।

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button